ଅର୍ମାଞ୍ଝି
ଦେଖଣା
ଅର୍ମାଞ୍ଝି | |
---|---|
village | |
Country | India |
State | Jharkhand |
District | Ranchi |
Elevation | 607 m (1,991 ft) |
Languages | |
Time zone | UTC+5:30 (IST) |
PIN | 835219 |
ଯାନବାହାନ ପଞ୍ଚୀକରଣ | JH |
Coastline | 0 kilometres (0 mi) |
ଅର୍ମାଞ୍ଝି , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ରାଁଚୀ ଜିଲ୍ଲାର ଏକ ସହର । ଏହା ଏକ ପିକ୍ନିକ ସ୍ଥଳ ହିସାବରେ ଅଞ୍ଚଳରେ ପ୍ରସିଦ୍ଧ । ଏଠାରେ ଆପ୍ପୋଲୋ ଓ HCG ନାମକ ଦୁଇଟି ବୃହତ ହସ୍ପିଟାଲ , ସିକିଦିରି ଜଳବିଦ୍ୟୁତ ପ୍ରକଳ୍ପ ରହିଛି ।
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ଅର୍ମାଞ୍ଝିର ଭୌଗୋଳିକ ଅବସ୍ଥିତି 23°29′0″N 85°29′0″E / 23.48333°N 85.48333°E ଓ ଏହା ସମୁଦ୍ରପତ୍ତାନଠାରୁ 607 ମିଟର ଉପରେ ରହିଛି । [୧]
ଅବସ୍ଥିତି
[ସମ୍ପାଦନା]ଏଠାରେ ଜାତୀୟ ରାଜପଥ 33 ଯାଇଥିବା ବେଳେ ନିକଟସ୍ଥ ରେଳ ଷ୍ଟେସନ ଓ ବିମାନ ବନ୍ଦର ରାଁଚୀଠାରେ ରହିଛି ।
ପର୍ଯ୍ୟଟକ ଆକର୍ଷଣ
[ସମ୍ପାଦନା]- ଜିଭିକ ଉଦ୍ୟାନ ଜୈବ ପାର୍କ
- ଗୋନଦା ପାହାଡ
- ହୁଟୁପ
- ରାଁଚୀ ହୀଳ
- ଟେଗୋର ହୀଳ
- ଗେଟଳସୁଦ ବନ୍ଧ