Jump to content

ହରିହରଗଞ୍ଜ

ଉଇକିପିଡ଼ିଆ‌ରୁ
୨୨:୫୯, ୩୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Hariharganj") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Hariharganj
Block
Country India
StateJharkhand
DistrictPalamu
BlockHariharganj
Government
 • HariharganjHariharganj
Area
 • ସମୁଦାୟ240.72 km2 (92.94 sq mi)
Elevation
108 m (354 ft)
Population
 (2001)
 • Total୮୭,୪୯୯
 • Density360/km2 (940/sq mi)
Languages
Time zoneUTC+5:30 (IST)
Telephone code06566
ଯାନବାହାନ ପଞ୍ଚୀକରଣJH
Websitepalamu.nic.in/Hariharganj.html

ହରିହରଗଞ୍ଜ, iଭାରତୀୟ ରାଜ୍ୟ ଝାଡ଼ଖଣ୍ଡ ର ପାଲାମୁ ଜିଲ୍ଲା ର ଏକ ବ୍ଲକ । 2001 ଜନଗଣନା ଅନୁସାରେ ଏଠାରେ 13,579 ପରିବାର ରେ ସମୁଦାଯ 87,499 ଜଣ ବସବାସ କରୁଥିଲେ । ଏହି ବ୍ଲକ ରେ 194 ଟି ଗ୍ରାମ ରହିଛି । 

ଏହି ବ୍ଲକ ପଲାମୁ ଜିଲ୍ଲା ର ସୀମା ରେ ଜାତୀୟ ରାଜପଥ 98 ନିକଟ ରେ ରହିଛି । ଏଠାକାର ଅଧିବାସୀ ମାନେ ମଗଧୀ ଭାଷା କହନ୍ତି । 

ଭୌଗୋଳିକ ଅବସ୍ଥିତି 

ହରିହରଗଞ୍ଜ ର ଭୌଗୋଳିକ ଅବସ୍ଥିତି 24°30′N 84°16′E / 24.50°N 84.27°E / 24.50; 84.27. Iଏହା ସମୁଦ୍ରପତ୍ତାନ ଠାରୁ 10,000 ଫୁଟ ଉପରେ ରହିଛି । 

ଏଠାରେ ଦୂର୍ଗା ମନ୍ଦିର , ଗୋପାଳ ମନ୍ଦିର , ହନୁମାନ ମନ୍ଦିର ଆଦି ଦର୍ଶନୀୟ ସ୍ଥାନ ଭାବରେ ରହିଛି । 

ପୁନଶ୍ଚ ଦେଖଣା 

  • Palamu Loksabha constituency
  • Jharkhand Legislative Assembly
  • Jharkhand
  • Palamu

ଆଧାର ସମୂହ