Jump to content

ଅମରପୁର, ତ୍ରିପୁରା

ଉଇକିପିଡ଼ିଆ‌ରୁ
୧୫:୦୭, ୨୯ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Amarpur, Tripura") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Amarpur
city
CountryIndia
StateTripura
DistrictGomati district
Elevation
24 m (79 ft)
Population
 (2001)
 • Total୧୦,୮୬୩
Languages
Time zoneUTC+5:30 (IST)
PIN
799101
ଯାନବାହାନ ପଞ୍ଚୀକରଣTR
Websitetripura.gov.in

ଅମରପୁର , ଭାରତୀୟ ରାଜ୍ୟ ତ୍ରିପୁରା ର ଗୋମତୀ ଜିଲ୍ଲା ର ଏକ ନଗର ପଞ୍ଚାଯତ ସହର । ଏହା ମରପୁର ଜିଲ୍ଲା ର ମୁଖ୍ୟ ଦପ୍ତର ମଧ୍ୟ । 

ଭୌଗୋଳିକ ଅବସ୍ଥିତି 

ଅନରପୁର ର ଭୌଗୋଳିକ ଅବସ୍ଥିତି  23°32′N 91°38′E / 23.53°N 91.64°E / 23.53; 91.64.[] ଏହା ସମୁଦ୍ରପତ୍ତାନ ଠାରୁ 78 ଫୁଟ ଉପରେ ରହିଛି । ଏହି ସହର ତ୍ରିପୁରା ର ଉଦୟପୁର ଓ ତେଲିଆମୁରା  ସହର ସହ ରାସ୍ତା ଦ୍ଵାରା ସଂଯୁକ୍ତ । ଏହାର ନିକଟତମ ରେଳ ଷ୍ଟେସନ ଓ ବିମାନ ବନ୍ଦର ଅଗରତାଲା ଠାରେ ଅବସ୍ଥିତ । 

ପର୍ଯ୍ୟଟନ 

ଅମରପୁର ଏକ ସୁନ୍ଦର ପିକ୍ନିକ ସ୍ଥଳ ଭାବରେ ଅଞ୍ଚଳ ରେ ପରିଚିତ । ଏହା ନିକଟ ରେ 16 ଶ ଶତାବ୍ଦୀ ରେ ନିର୍ମିତ ଏକ ପୁରାତନ ଭଗ୍ନ ରାଜମହଳ ସହ ଏକ ହ୍ରଦ ମଧ୍ୟ ରହିଛି । ହ୍ରଦ ର ଦକ୍ଷିଣ ପାଟ କୁଳ ରେ ଏକ ପ୍ରାଚୀନ ଅଷ୍ଟମୁଖୀ ଦେବୀ ଙ୍କ ମନ୍ଦିର ମଙ୍ଗଳାଚଣ୍ଡୀ ମନ୍ଦିର ରହିଛି । ଏଠାରେ ବସନ୍ତ ପଞ୍ଚମୀ ଦିନ ଏକ ମେଳା ର ଆୟୋଜନ ହେଇଥାଏ ।  ଏହା ନିକଟ ରେ ଆମର ସାଗର ଓ ଫଟିକସାଗର ନାମକ ଆଉ ଦୁଇଟି ହ୍ରଦ ମଧ୍ୟ ରହିଛି । ଏଠାରୁ 41 କିଲୋମିଟର ଦୂର ରେ ଦାମବୁର ହ୍ରଦ ନାମକ ଏକ ହ୍ରଦ ମଧ୍ୟ ଦର୍ଶନୀୟ । ସେଠାରେ ଏକ ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ରହିଛି ଓ ଗୋମତୀ ନଦୀ ର ଉତ୍ପତ୍ତି ସେହିଠାରୁ ହେଇଥାଏ । ଏଠାକାର ଜଳବାଯୁ ଉତ୍ତମ ଓ ଘାନା ଜଙ୍ଗଲ ଥିବାରୁ ବହୁ ସଂଖ୍ୟା ରେ ପକ୍ଷୀ ମଧ୍ୟ ଆସିଥାନ୍ତି । 

ଜନ ଆବାଦୀ 

2001 ଜନଗଣନା  [] ଅନୁସାରେ ଏଠାକାର ଜନସଂଖ୍ୟା 10,863 ଥିଲା । ତାହା ମଧ୍ୟ ରୁ ପୁରୁଷ ସଂଖ୍ୟା  54% ଥିବା ବେଳେ ମହିଳା ସଂଖ୍ୟା 46% ଥିଲା । ଏଠାରେ ସାକ୍ଷ୍ୟରତ ହାର 80 % ରହିଥିଲା ।ଏହା ଜାତୀୟ ହାର ଠାରୁ ଆଡଜିକ । 6 ବର୍ଷ ରୁ କମ ଆବାଦୀ 9 % ଥିଲା । 

Picturesque riverside in Amarpur

ପୁନଶ୍ଚ ଦେଖଣା 

  • List of cities and towns in Tripura

ଆଧାର ସମୂହ 

  1. Falling Rain Genomics, Inc - Amarpur
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.