Jump to content

ଡେରାଡୁନ କାଣ୍ଟନମେଣ୍ଟ

ଉଇକିପିଡ଼ିଆ‌ରୁ
୧୯:୩୬, ୨୮ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Dehradun Cantonment") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Dehradun Cantonment
City
Country India
StateUttarakhand
DistrictDehradun
Elevation
460 m (1,510 ft)
Population
 (2001)
 • Total୩୦,୧୦୨
Languages
Time zoneUTC+5:30 (IST)
PIN
248003
Telephone code0135
ଯାନବାହାନ ପଞ୍ଚୀକରଣUK 07
Websiteuk.gov.in
GREEN TOWN

ଦେହେରଦୁନ କାଣ୍ଟନମେଣ୍ଟ ଭାରତୀୟ ରାଜ୍ୟ ଉତ୍ତରଖଣ୍ଡ ର ଦେହେରାଡୁନ ଜିଲ୍ଲା ର ଏକ କାଣ୍ଟନମେଣ୍ଟ ସହର । 

ଜନ ଆବାଦୀ

2001 ଜନଗଣନା [୬]ଅନୁସାରେ ଦେହେରାଡୁନ  କାଣ୍ଟନମେଣ୍ଟ ର ଜନସଂଖ୍ୟା30,102. ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 52 %ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତା ହାର 79% ରହିଥିଲା ।ଏହା ଜାତୀୟ ହାର ଠାରୁ ଅଧିକ । ଦେହେରଦୁନ କାଣ୍ଟନମେଣ୍ଟ ରେ 6 ବର୍ଷ ରୁ କମ ଆବାଡୀ 10% ଥିଲା ।  

ମୁଖ୍ୟ ସ୍ଥାନ ସବୁ 

ତାରକେଶ୍ଵର , ରବର୍ସ ଗୁମ୍ଫା , ସାଗସ୍ତ୍ରଧାରା , ମାସୁରୀ କୁ ଯିବା ରାସତା ରେ ଶିବ ମନ୍ଦିର ଏଠାରେ ଦର୍ଶନୀୟ ସ୍ଥାନ ଭାବରେ ରହିଛି । 

ପୁନଶ୍ଚ ଦେଖଣା 

  • Dehradun Cantt (Uttarakhand Assembly constituency)
  • Clement Town
  • Meerut

ଆଧାର ସମୂହ