ଡେରାଡୁନ କାଣ୍ଟନମେଣ୍ଟ
ଦେଖଣା
ଦେହେରାଦୁନ କାଣ୍ଟନମେଣ୍ଟ | |
|---|---|
City | |
| Country | |
| State | Uttarakhand |
| District | Dehradun |
| Elevation | 460 m (1,510 ft) |
| Population (2001) | |
| • Total | ୩୦,୧୦୨ |
| Languages | |
| Time zone | UTC+5:30 (IST) |
| PIN | 248003 |
| Telephone code | 0135 |
| ଯାନବାହାନ ପଞ୍ଚୀକରଣ | UK 07 |
| Website | uk |
| GREEN TOWN | |
ଦେହେରଦୁନ କାଣ୍ଟନମେଣ୍ଟ ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ଦେହେରାଡୁନ ଜିଲ୍ଲାର ଏକ କାଣ୍ଟନମେଣ୍ଟ ସହର ।
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା [୧]ଅନୁସାରେ ଦେହେରାଡୁନ କାଣ୍ଟନମେଣ୍ଟର ଜନସଂଖ୍ୟା30,102. ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52 %ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତା ହାର 79% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ଦେହେରଦୁନ କାଣ୍ଟନମେଣ୍ଟରେ 6 ବର୍ଷରୁ କମ ଆବାଡୀ 10% ଥିଲା ।
ମୁଖ୍ୟ ସ୍ଥାନ ସବୁ
[ସମ୍ପାଦନା]ତାରକେଶ୍ୱର , ରବର୍ସ ଗୁମ୍ଫା , ସାଗସ୍ତ୍ରଧାରା , ମାସୁରୀକୁ ଯିବା ରାସତାରେ ଶିବ ମନ୍ଦିର ଏଠାରେ ଦର୍ଶନୀୟ ସ୍ଥାନ ଭାବରେ ରହିଛି ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Dehradun Cantt (Uttarakhand Assembly constituency)
- Clement Town
- Meerut
ଆଧାର
[ସମ୍ପାଦନା]- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.