Jump to content

ଦ୍ୱାରହାଟ

ଉଇକିପିଡ଼ିଆ‌ରୁ
୨୦:୨୯, ୨୭ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Dwarahat") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Dwarahat
town
Country India
StateUttarakhand
DistrictAlmora
Elevation
1,510 m (4,950 ft)
Population
 (2011)
 • Total୧୧,୦୦୦
Languages
Time zoneUTC+5:30 (IST)
PIN
263653
ଯାନବାହାନ ପଞ୍ଚୀକରଣUK
Websiteuk.gov.in

ଦ୍ବାରହାଟ, ଭାରତୀୟ ରାଜ୍ୟ ଉତ୍ତରଖଣ୍ଡ ର ଏକ ସହର ଓ ନଗର ପଞ୍ଚାୟତ । 

ଭୌଗୋଇକ ଅବସ୍ଥିତି 

ଦ୍ବାରହାଟ ର ଭୌଗୋଳିକ ଅବସ୍ଥିତି 29.78°N 79.43°E ଠାରେ ଓ ଏହା ସମୁଦ୍ରପତ୍ତାନ ଠାରୁ 1,510  ମିଟର ଉପରେ । 

ଜନ ଆବାଦୀ 

2001 ଜନଗଣନା ଅନୁସାରେ ସେଠାରେ  2543 ଜଣ ବସବାସ କରୁଥିଲେ । ସେଥିରୁ ପୁରୁଷ ସଂଖ୍ୟା 53 % ଥିବା ବେଳେ ମହିଳା ସଂଖ୍ୟା 47% ଥିଲା । 6 ବର୍ଷ ରୁ କମ ଆବାଦୀ 10% ଥିଲା । ଏଠାରେ ସାକ୍ଷ୍ୟରତା ହାର 82 %  ରହିଥିଲା ଯାହା ଜାତୀୟ ହାର ଠାରୁ ଯଥେଷ୍ଟ ଅଧିକ  ଥିଲା । 

ଶିକ୍ଷୟା 

ଏଠାରେ ସରକାରୀ ଉଦ୍ୟମ ରେ ଏକ ଇଂଜିନିଯରିଂ କଲେଜ ରହିଛି । 1991 ମସିହା ରେ ସ୍ଥାପିତ ଏହି କଲେଜ କୁ ବିପିନ ଚନ୍ଦ୍ର ତ୍ରିପାଠୀ କୁମାୟନ ଇଂଜିନିଯରିଂ କଲେଜ କୁହାଯାଏ । 

ଏହା ବ୍ଯତୀତ  ଏଠାରେ ପାଳିତେଚ୍ନିକ କଲେଜ , ସାଧାରଣ କଲେଜ ଓ ସ୍କୁଲ ସମୂହ ରହିଛି । 

ଆଧାର ସମୂହ