ଦ୍ୱାରହାଟ

ଉଇକିପିଡ଼ିଆ ରୁ
Jump to navigation Jump to search
ଦ୍ୱାରହାଟ
town
ଦ୍ୱାରହାଟ is located in Uttarakhand
ଦ୍ୱାରହାଟ
ଦ୍ୱାରହାଟ
ଦ୍ୱାରହାଟ is located in India
ଦ୍ୱାରହାଟ
ଦ୍ୱାରହାଟ
Location in Uttarakhand, India
ଅବସ୍ଥିତି: 29°47′N 79°26′E / 29.78°N 79.43°E / 29.78; 79.43Coordinates: 29°47′N 79°26′E / 29.78°N 79.43°E / 29.78; 79.43
Country India
StateUttarakhand
DistrictAlmora
ଉଚ୍ଚତା1,510 m (4,950 ft)
ଜନସଂଖ୍ୟା (2011)
 • ମୋଟ୧୧
Languages
 • Official{{{demographics1_info1}}}
IST (UTC+5:30)
ପିନ କୋଡ଼263653
ଗାଡ଼ି ପଞ୍ଜିକରଣUK
ୱେବସାଇଟuk.gov.in

ଦ୍ୱାରହାଟ, ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ ସହର ଓ ନଗର ପଞ୍ଚାୟତ । 

ଭୌଗୋଇକ ଅବସ୍ଥିତି [ସମ୍ପାଦନା]

ଦ୍ୱାରହାଟର ଭୌଗୋଳିକ ଅବସ୍ଥିତି 29.78°N 79.43°E.[୧]ଠାରେ ଓ ଏହା ସମୁଦ୍ରପତ୍ତାନ ଠାରୁ 1,510  ମିଟର ଉପରେ । 

ଜନ ଆବାଦୀ [ସମ୍ପାଦନା]

2001 ଜନଗଣନା[୨] ଅନୁସାରେ ସେଠାରେ  2543 ଜଣ ବସବାସ କରୁଥିଲେ । ସେଥିରୁ ପୁରୁଷ ସଂଖ୍ୟା 53 % ଥିବା ବେଳେ ମହିଳା ସଂଖ୍ୟା 47% ଥିଲା । 6 ବର୍ଷରୁ କମ ଆବାଦୀ 10% ଥିଲା । ଏଠାରେ ସାକ୍ଷ୍ୟରତା ହାର 82 %  ରହିଥିଲା ଯାହା ଜାତୀୟ ହାର ଠାରୁ ଯଥେଷ୍ଟ ଅଧିକ  ଥିଲା । 

ଶିକ୍ଷା [ସମ୍ପାଦନା]

ଏଠାରେ ସରକାରୀ ଉଦ୍ୟମରେ ଏକ ଇଂଜିନିଯରିଂ କଲେଜ ରହିଛି । 1991 ମସିହାରେ ସ୍ଥାପିତ ଏହି କଲେଜକୁ ବିପିନ ଚନ୍ଦ୍ର ତ୍ରିପାଠୀ କୁମାୟନ ଇଂଜିନିଯରିଂ କଲେଜ କୁହାଯାଏ । 

ଏହା ବ୍ଯତୀତ  ଏଠାରେ ପାଳିଟେକ୍ନିକ କଲେଜ , ସାଧାରଣ କଲେଜ ଓ ସ୍କୁଲ ସମୂହ ରହିଛି । 

ଆଧାର ସମୂହ [ସମ୍ପାଦନା]

  1. Falling Rain Genomics, Inc - Dwarahat
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.