ଦ୍ୱାରହାଟ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଦ୍ୱାରହାଟ
town
Country India
StateUttarakhand
DistrictAlmora
Elevation
1,510 m (4,950 ft)
Population
 (2011)
 • Total୧୧,୦୦୦
Languages
Time zoneUTC+5:30 (IST)
PIN
263653
ଯାନବାହାନ ପଞ୍ଚୀକରଣUK
Websiteuk.gov.in

ଦ୍ୱାରହାଟ, ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ ସହର ଓ ନଗର ପଞ୍ଚାୟତ । 

ଭୌଗୋଇକ ଅବସ୍ଥିତି [ସମ୍ପାଦନା]

ଦ୍ୱାରହାଟର ଭୌଗୋଳିକ ଅବସ୍ଥିତି 29.78°N 79.43°E.[୧]ଠାରେ ଓ ଏହା ସମୁଦ୍ରପତ୍ତାନଠାରୁ 1,510  ମିଟର ଉପରେ । 

ଜନସଂଖ୍ୟା [ସମ୍ପାଦନା]

2001 ଜନଗଣନା[୨] ଅନୁସାରେ ସେଠାରେ  2543 ଜଣ ବସବାସ କରୁଥିଲେ । ସେଥିରୁ ପୁରୁଷ ସଂଖ୍ୟା 53 % ଥିବା ବେଳେ ମହିଳା ସଂଖ୍ୟା 47% ଥିଲା । 6 ବର୍ଷରୁ କମ ସଂଖ୍ୟା 10% ଥିଲା । ଏଠାରେ ସାକ୍ଷ୍ୟରତା ହାର 82 %  ରହିଥିଲା ଯାହା ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ  ଥିଲା । 

ଶିକ୍ଷା [ସମ୍ପାଦନା]

ଏଠାରେ ସରକାରୀ ଉଦ୍ୟମରେ ଏକ ଇଂଜିନିଯରିଂ କଲେଜ ରହିଛି । 1991 ମସିହାରେ ସ୍ଥାପିତ ଏହି କଲେଜକୁ ବିପିନ ଚନ୍ଦ୍ର ତ୍ରିପାଠୀ କୁମାୟନ ଇଂଜିନିଯରିଂ କଲେଜ କୁହାଯାଏ । 

ଏହା ବ୍ଯତୀତ  ଏଠାରେ ପାଳିଟେକ୍ନିକ କଲେଜ , ସାଧାରଣ କଲେଜ ଓ ସ୍କୁଲ ସମୂହ ରହିଛି । 

ଆଧାର [ସମ୍ପାଦନା]

  1. Falling Rain Genomics, Inc - Dwarahat
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.