Jump to content

ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା

ଉଇକିପିଡ଼ିଆ‌ରୁ
୧୨:୫୫, ୨୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Pradhan Mantri Gram Sadak Yojana") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (PMGSY)
Pradhan Mantri Gram Sadak Yojana marker in a village in Punjab
Countryଭାରତ
Launched25 ଡିସେମ୍ବର 2000; 24 years ago (2000-୧୨-25)
StatusActive
Websitepmgsy.nic.in

ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (PMGSY) (IAST: Pradhān Mantrī Grām Saḍak Yōjanā) (ହିନ୍ଦୀ : प्रधानमंत्री ग्राम सड़क योजना, EnglishEnglish: Prime Minister's Rural Roads Scheme)ଏକ ଜାତୀୟ ଯୋଜନା ଯାହା ଦ୍ଵାରା ଅସନଯୁକ୍ତ ଗ୍ରାମ ସମୂହ କୁ ଭଲ ସବୁଦିନିଆ ରାଶା ରେ ସଂଯୁକ୍ତ କରିବା ପାଇଁ ଆରମ୍ଭ ହେଇଛି । []

ଏହି କେନ୍ଦ୍ର ସରକାର ଙ୍କ ପ୍ରଯୋଜିତ ଯୋଜନା[] 2000 ମସିହା ରେ ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଅତଳ ବିହାରୀ ବାଜପାୟୀ []ଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା  ।ଏହା ଆଡବାର ସାରା ଦେଶ ରେ ଥିବା ସମସ୍ତ ଗ୍ରାମ କୁ ସୁଦିନିଆ ପକ୍କା ରାସ୍ତା ସଂଯୋଗ ଦିଅ ଯିବାର ଲକ୍ଷ୍ୟ ରଖାଯାଇଛି । []

ଇତିହାସ 

 PMGSYକେନ୍ଦ୍ର ସରକାର ଙ୍କ ଗ୍ରାମୀଣ ଉନ୍ନୟନ ମନ୍ତରାଳୟ ଅଧୀନ ରେ ରହି 25 ଡିସେମ୍ବର , 2000 ମସିହା ରୁ କାର୍ଯ୍ୟ କରୁଛି । .[] ପ୍ରଥମ ଏହା ସମ୍ପୂର୍ଣ ଭାବରେ କେନ୍ଦ୍ର ସରକାର ଅର୍ଥ ଦ୍ଵାରା ଚାଲୁଥିବା ବେଳେ ବର୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ 60:40 ପ୍ରତିଶତ ଭାଗୀଦାରୀ ରେ ଚାଲିଛି । .[][when?]

2011 ମସିହା ରୁ 2014 ହାରାହାରି ଦିନକୁ 70-75 କିଲୋମିଟର ହାର ରେ ରାସ୍ତା ନିର୍ମିତ ହଉଥିଲା ।ତାହା 2014 ରୁ 2016 ମଧ୍ୟ ରେ 100 କିଲୋମିଟର କୁ ବୃଦ୍ଧି ପାଇଥିଲା ।2016 ମସିହା ର ପ୍ରଥମ 5 ମାସ ରେ ଏହା ଦୈନିକ 139 କିଲୋମିଟର କୁ ବୃଦ୍ଧି ପାଇଥିଲା ।   .[]

ପରିସଙ୍ଖ୍ୟନ ଅନୁସାରେ []

State Union Territory Value of Proposals cleared (In crore) Amount Released (In crore) No.of road works cleared Length of road works cleared (Length in Km) No. of road works completed Length of road works completed (Length in Km) Exp.
Grand Total 118949.5 84731.5 106355.0 419612.1 80915.0 319507.0 80551.1

ଲକ୍ଷ୍ୟ 

 ଏହାର ମୂଳ ଲକ୍ଷ୍ୟ ହେଲା 

  1.  ସମସ୍ତ 1000 ରୁ ଉର୍ଦ୍ଧ ବ୍ୟକ୍ତି ରହୁଥିବା ଗ୍ରାମ କୁ ପକ୍କା ସଡକ 2003 ମସିହା ସୁଦ୍ଧା ରାସ୍ତା ଦେବା 
  2. 500 ରୁ ଆଦିକ ଲକ ରହୁଥିବା ଗ୍ରାମ କୁ 2007 ସୁଦ୍ଧା ରାସ୍ତା ଯୋଗାଣ 
  3. ପାର୍ବତ୍ଯ ଇଲାକା ରେ 500 ବ୍ୟକ୍ତି ଥିବା ସମସ୍ତ ଗ୍ରାମ କୁ ରାସ୍ତା 2003 ସୁଦ୍ଧା 
  4. ଆଦିମ ଅଧିବାସୀ ରହିଥିବା 250 ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଗ୍ରାମ କୁ 2007 ସୁଦ୍ଧା ପକ୍କା ସଡକ ଯୋଗାଣ 
    []

ରାଜ୍ୟ ଯୋଜନା 

  • ମହାରାଷ୍ଟ୍ର ପରି କେତେକ ରାଜ୍ୟ ନିଜସ୍ଵ ସମ୍ବଳ ରେ ମଧ୍ୟ ଏପରି ଯୋଜନା କରିଛନ୍ତି । 

ଆଧାର ସମୂହ 

  1. "PMGSY Scheme Operations Manual Chapter 1". Ministry of Rural Development, Government of India.
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. "PMGSY roads changing lifestyle in Manipur". The Assam Tribune.
  5. "PMGSY Scheme and Guidelines: Introduction" Ministry of Rural Development, Government of India, No. P-12025/8/2001-RC (Pt)
  6. http://pib.nic.in/newsite/PrintRelease.aspx?relid=131846
  7. {{cite web}}: Empty citation (help)
  8. {{cite web}}: Empty citation (help)
  9. "PMGSY Scheme and Guidelines: Programme Objectives". Ministry of Rural Development, Government of India, No. P-12025/8/2001-RC.

ବାହ୍ୟ ସଂଯୋଗ