ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା

ଉଇକିପିଡ଼ିଆ‌ରୁ

ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (PMGSY)
Pradhan Mantri Gram Sadak Yojana marker in a village in Punjab
Countryଭାରତ
Launched25 ଡିସେମ୍ବର 2000; 23 years ago (2000-୧୨-25)
StatusActive
Websitepmgsy.nic.in

ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (PMGSY) (IAST: Pradhān Mantrī Grām Saḍak Yōjanā) (ହିନ୍ଦୀ : प्रधानमंत्री ग्राम सड़क योजना, EnglishEnglish: Prime Minister's Rural Roads Scheme)ଏକ ଜାତୀୟ ଯୋଜନା ଯାହାଦ୍ୱାରା ଅସନଯୁକ୍ତ ଗ୍ରାମ ସମୂହକୁ ଭଲ ସବୁଦିନିଆ ରାଶାରେ ସଂଯୁକ୍ତ କରିବା ପାଇଁ ଆରମ୍ଭ ହୋଇଛି । [୧]

ଏହି କେନ୍ଦ୍ର ସରକାରଙ୍କ ପ୍ରଯୋଜିତ ଯୋଜନା[୨] 2000 ମସିହାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଅତଳ ବିହାରୀ ବାଜପାୟୀ ଙ୍କଦ୍ୱାରା ଆରମ୍ଭ କରାଯାଇଥିଲା  ।ଏହା ଆଡବାର ସାରା ଦେଶରେ ଥିବା ସମସ୍ତ ଗ୍ରାମକୁ ସୁଦିନିଆ ପକ୍କା ରାସ୍ତା ସଂଯୋଗ ଦିଅ ଯିବାର ଲକ୍ଷ୍ୟ ରଖାଯାଇଛି । [୩]

ଇତିହାସ [ସମ୍ପାଦନା]

 PMGSYକେନ୍ଦ୍ର ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତରାଳୟ ଅଧୀନରେ ରହି 25 ଡିସେମ୍ବର , 2000 ମସିହାରୁ କାର୍ଯ୍ୟ କରୁଛି । .[୪] ପ୍ରଥମ ଏହା ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ସରକାର ଅର୍ଥଦ୍ୱାରା ଚାଲୁଥିବା ବେଳେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ 60:40 ପ୍ରତିଶତ ଭାଗୀଦାରୀରେ ଚାଲିଛି । .[୫][when?]

2011 ମସିହାରୁ 2014 ହାରାହାରି ଦିନକୁ 70-75 କିଲୋମିଟର ହାରରେ ରାସ୍ତା ନିର୍ମିତ ହଉଥିଲା ।ତାହା 2014ରୁ 2016 ମଧ୍ୟରେ 100 କିଲୋମିଟରକୁ ବୃଦ୍ଧି ପାଇଥିଲା ।2016 ମସିହାର ପ୍ରଥମ 5 ମାସରେ ଏହା ଦୈନିକ 139 କିଲୋମିଟରକୁ ବୃଦ୍ଧି ପାଇଥିଲା ।   .

ପରିସଙ୍ଖ୍ୟନ ଅନୁସାରେ 

State Union Territory Value of Proposals cleared (In crore) Amount Released (In crore) No.of road works cleared Length of road works cleared (Length in Km) No. of road works completed Length of road works completed (Length in Km) Exp.
Grand Total 118949.5 84731.5 106355.0 419612.1 80915.0 319507.0 80551.1

ଲକ୍ଷ୍ୟ [ସମ୍ପାଦନା]

 ଏହାର ମୂଳ ଲକ୍ଷ୍ୟ ହେଲା 

  1.  ସମସ୍ତ 1000ରୁ ଉର୍ଦ୍ଧ ବ୍ୟକ୍ତି ରହୁଥିବା ଗ୍ରାମକୁ ପକ୍କା ସଡକ 2003 ମସିହା ସୁଦ୍ଧା ରାସ୍ତା ଦେବା 
  2. 500ରୁ ଆଦିକ ଲକ ରହୁଥିବା ଗ୍ରାମକୁ 2007 ସୁଦ୍ଧା ରାସ୍ତା ଯୋଗାଣ 
  3. ପାର୍ବତ୍ଯ ଇଲାକାରେ 500 ବ୍ୟକ୍ତି ଥିବା ସମସ୍ତ ଗ୍ରାମକୁ ରାସ୍ତା 2003 ସୁଦ୍ଧା 
  4. ଆଦିମ ଅଧିବାସୀ ରହିଥିବା 250ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ 2007 ସୁଦ୍ଧା ପକ୍କା ସଡକ ଯୋଗାଣ 
    [୬]

ରାଜ୍ୟ ଯୋଜନା [ସମ୍ପାଦନା]

  • ମହାରାଷ୍ଟ୍ର ପରି କେତେକ ରାଜ୍ୟ ନିଜସ୍ୱ ସମ୍ବଳରେ ମଧ୍ୟ ଏପରି ଯୋଜନା କରିଛନ୍ତି । 

ଆଧାର [ସମ୍ପାଦନା]

  1. "PMGSY Scheme Operations Manual Chapter 1". Ministry of Rural Development, Government of India.
  2. "Report of the committee on restructuring of Centrally Sponsored Schemes (CSS)". Planning Commission, Government of India.
  3. "PMGSY roads changing lifestyle in Manipur". The Assam Tribune. Archived from the original on 3 ମାର୍ଚ୍ଚ 2016. Retrieved 24 ଡିସେମ୍ବର 2016.
  4. "PMGSY Scheme and Guidelines: Introduction" Ministry of Rural Development, Government of India, No. P-12025/8/2001-RC (Pt)
  5. http://pib.nic.in/newsite/PrintRelease.aspx?relid=131846
  6. "PMGSY Scheme and Guidelines: Programme Objectives". Ministry of Rural Development, Government of India, No. P-12025/8/2001-RC.

ବାହାର ଲିଙ୍କ [ସମ୍ପାଦନା]