ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା
ଏହି ପ୍ରସଙ୍ଗରେ ଏକାଧିକ ଅସୁବିଧା ରହିଛି । ଦୟାକରି ଏହାକୁ ସଜାଡ଼ିବା ପାଇଁ ସାହାଯ୍ୟ କରନ୍ତୁ କିମ୍ବା ଆଲୋଚନା ପୃଷ୍ଠାରେ ଏ ବାବଦରେ ଆଲୋଚନା କରନ୍ତୁ । (ଏହି ଛାଞ୍ଚ ମେସେଜ କିପରି ଓ କେବେ କାଢ଼ିବେ ତା' ବାବଦରେ ଜାଣନ୍ତୁ)
|
ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (PMGSY) | |
---|---|
Country | ଭାରତ |
Launched | 25 ଡିସେମ୍ବର 2000 |
Status | Active |
Website | pmgsy |
ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (PMGSY) (IAST: Pradhān Mantrī Grām Saḍak Yōjanā) (ହିନ୍ଦୀ : प्रधानमंत्री ग्राम सड़क योजना, EnglishEnglish: Prime Minister's Rural Roads Scheme)ଏକ ଜାତୀୟ ଯୋଜନା ଯାହାଦ୍ୱାରା ଅସନଯୁକ୍ତ ଗ୍ରାମ ସମୂହକୁ ଭଲ ସବୁଦିନିଆ ରାଶାରେ ସଂଯୁକ୍ତ କରିବା ପାଇଁ ଆରମ୍ଭ ହୋଇଛି । [୧]
ଏହି କେନ୍ଦ୍ର ସରକାରଙ୍କ ପ୍ରଯୋଜିତ ଯୋଜନା[୨] 2000 ମସିହାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଅତଳ ବିହାରୀ ବାଜପାୟୀ ଙ୍କଦ୍ୱାରା ଆରମ୍ଭ କରାଯାଇଥିଲା ।ଏହା ଆଡବାର ସାରା ଦେଶରେ ଥିବା ସମସ୍ତ ଗ୍ରାମକୁ ସୁଦିନିଆ ପକ୍କା ରାସ୍ତା ସଂଯୋଗ ଦିଅ ଯିବାର ଲକ୍ଷ୍ୟ ରଖାଯାଇଛି । [୩]
ଇତିହାସ [ସମ୍ପାଦନା]
PMGSYକେନ୍ଦ୍ର ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତରାଳୟ ଅଧୀନରେ ରହି 25 ଡିସେମ୍ବର , 2000 ମସିହାରୁ କାର୍ଯ୍ୟ କରୁଛି । .[୪] ପ୍ରଥମ ଏହା ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ସରକାର ଅର୍ଥଦ୍ୱାରା ଚାଲୁଥିବା ବେଳେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ 60:40 ପ୍ରତିଶତ ଭାଗୀଦାରୀରେ ଚାଲିଛି । .[୫][when?]
2011 ମସିହାରୁ 2014 ହାରାହାରି ଦିନକୁ 70-75 କିଲୋମିଟର ହାରରେ ରାସ୍ତା ନିର୍ମିତ ହଉଥିଲା ।ତାହା 2014ରୁ 2016 ମଧ୍ୟରେ 100 କିଲୋମିଟରକୁ ବୃଦ୍ଧି ପାଇଥିଲା ।2016 ମସିହାର ପ୍ରଥମ 5 ମାସରେ ଏହା ଦୈନିକ 139 କିଲୋମିଟରକୁ ବୃଦ୍ଧି ପାଇଥିଲା । .
ପରିସଙ୍ଖ୍ୟନ ଅନୁସାରେ
State Union Territory | Value of Proposals cleared (In crore) | Amount Released (In crore) | No.of road works cleared | Length of road works cleared (Length in Km) | No. of road works completed | Length of road works completed (Length in Km) | Exp. |
---|---|---|---|---|---|---|---|
Grand Total | 118949.5 | 84731.5 | 106355.0 | 419612.1 | 80915.0 | 319507.0 | 80551.1 |
ଲକ୍ଷ୍ୟ [ସମ୍ପାଦନା]
ଏହାର ମୂଳ ଲକ୍ଷ୍ୟ ହେଲା
- ସମସ୍ତ 1000ରୁ ଉର୍ଦ୍ଧ ବ୍ୟକ୍ତି ରହୁଥିବା ଗ୍ରାମକୁ ପକ୍କା ସଡକ 2003 ମସିହା ସୁଦ୍ଧା ରାସ୍ତା ଦେବା
- 500ରୁ ଆଦିକ ଲକ ରହୁଥିବା ଗ୍ରାମକୁ 2007 ସୁଦ୍ଧା ରାସ୍ତା ଯୋଗାଣ
- ପାର୍ବତ୍ଯ ଇଲାକାରେ 500 ବ୍ୟକ୍ତି ଥିବା ସମସ୍ତ ଗ୍ରାମକୁ ରାସ୍ତା 2003 ସୁଦ୍ଧା
- ଆଦିମ ଅଧିବାସୀ ରହିଥିବା 250ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ 2007 ସୁଦ୍ଧା ପକ୍କା ସଡକ ଯୋଗାଣ
[୬]
I
ରାଜ୍ୟ ଯୋଜନା [ସମ୍ପାଦନା]
- ମହାରାଷ୍ଟ୍ର ପରି କେତେକ ରାଜ୍ୟ ନିଜସ୍ୱ ସମ୍ବଳରେ ମଧ୍ୟ ଏପରି ଯୋଜନା କରିଛନ୍ତି ।
ଆଧାର [ସମ୍ପାଦନା]
- ↑ "PMGSY Scheme Operations Manual Chapter 1". Ministry of Rural Development, Government of India.
- ↑ "Report of the committee on restructuring of Centrally Sponsored Schemes (CSS)". Planning Commission, Government of India.
- ↑ "PMGSY roads changing lifestyle in Manipur". The Assam Tribune. Archived from the original on 3 ମାର୍ଚ୍ଚ 2016. Retrieved 24 ଡିସେମ୍ବର 2016.
- ↑ "PMGSY Scheme and Guidelines: Introduction" Ministry of Rural Development, Government of India, No. P-12025/8/2001-RC (Pt)
- ↑ http://pib.nic.in/newsite/PrintRelease.aspx?relid=131846
- ↑ "PMGSY Scheme and Guidelines: Programme Objectives". Ministry of Rural Development, Government of India, No. P-12025/8/2001-RC.
ବାହାର ଲିଙ୍କ [ସମ୍ପାଦନା]
- Use dmy dates from November 2013
- Articles needing additional references from July 2016
- Wikipedia articles in need of updating from October 2015
- All Wikipedia articles in need of updating
- ଏକାଧିକ ରକ୍ଷଣାବେକ୍ଷଣା ଅସୁବିଧା ଥିବା ପ୍ରସଙ୍ଗ
- Articles containing English-language text
- All articles with vague or ambiguous time
- Vague or ambiguous time from December 2016