Jump to content

ମହୁର, ମହାରାଷ୍ଟ୍ର

ଉଇକିପିଡ଼ିଆ‌ରୁ
୦୭:୪୫, ୧୫ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Mahur, Maharashtra") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Mahur
माहूर
town
Idol of Renuka goddess in Mahur
Idol of Renuka goddess in Mahur
Nickname: 
Mahurgad
Country India
StateMaharashtra
DistrictNanded
DemonymMahurkar
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣMH-

ମହୁର ବା ମହୁରଗଡ ,  ଭାରତୀୟ ରାଜ୍ୟ ମହାରାଷ୍ଟ୍ର ର ନାନ୍ଦେଡ଼ ଠାରେ ଥିବା ଏକ ଧର୍ମସ୍ଥଳୀ । .[] ହିନ୍ଦୁ ଦେବତା ଦତ୍ତାତ୍ରେୟ ଙ୍କ ଜନ୍ମସ୍ଥାନ ହିସାବ ରେ ଏହାକୁ ଆରାଧନା କରାଯାଇଥାଏ । [] ପ୍ରବାଦ କଥା ଅନୁସାରେ ଏଠାରେ ଅଟ୍ରୀ ରୁଷୀୟ ଓ ତାଙ୍କ ପତ୍ନୀ ସତୀ ଅନୁସୂୟା ଏଠାରେ ରହୁଥିଲେ । ଥରେ ବ୍ରହ୍ମା , ବିଷ୍ଣୁ ଓ ମହେଶ୍ଵର ଶୁଣିଲେ ଯେ ଅନୁସୂୟା ଙ୍କ ଠାରୁ ବେସୀ ପବିତ୍ର ନାରୀ କେହି ନାହାନ୍ତି । ତେବେ ତାଙ୍କୁ ପରିକ୍ଷ୍ୟା କରିବାକୁ ତିନି ଜଣ ଭିକ୍ଷୁ ହିସାବ ରେ ପହଚି ଅନନ୍ୟ ମାଗିଲେ । ଅନୁସୂୟା ଅନନ୍ୟ ପ୍ରସ୍ତୁତ କଳା ପରେ ସେମାନେ ସର୍ଟ ରଖିଲେ ବିନା ବସ୍ତ୍ର ରେ ସେ ଅନ୍ନ ପରଶିବେ । ଅନୁସୂୟା ତାଙ୍କୁ ପରିକ୍ଷ୍ୟା କରାଯାଉଛି ବୋଲି ଜାଣି ଦିବ୍ୟ ଶକ୍ତି ବଳ ରେ ସେ ତିନିଜନଙ୍କୁ ଏକ ତିନିମୁଣ୍ଡା ବିଶିଷ୍ଟ ଶିଶୁ ରେ ପରିଣତ କରିଦେଲେ । ସେହ ହି ଦତ୍ତାତ୍ରେୟ ବା ସମ୍ମିଳିତ ଭଗବାନ ହେଇ ରହିଲେ । 

ମହୁର ଠାରେ 3 ତୀ ପର୍ବତ ରହିଛି । ପ୍ରଥମତି ରେଣୁକା ଦେବୀ ଓ ସେ ପରଶୁରାମ ଙ୍କ ମାତା । ଅନନ୍ୟ ଦୁଇଟି ଦତ୍ତ ଶିକ୍ଷାର ଓ ଅଟ୍ରୀ ଅନୁସୂୟା ଶିକ୍ଷାର । ମହୁର ଠାରେ ଅନୁସୂୟା ଙ୍କ ମନ୍ଦିର ରହିଛି । ଏହା କୁ ତିନି  ଓ ଅର୍ଦ୍ଧେକ ଶକ୍ତି ପିଠା କୁହାଯାଇଥାଏ । ଏଠାରେ ବିଜୟାଦଶମୀ ଦିନ ଏକ ବୃହତ ମେଳା ଅନୁଷ୍ଠିତ ହେଇଥାଏ । 

ସହସ୍ରର୍ଜୁନ ରେଣୁକାଙ୍କୁ କମଧେନୁ  କୁ ନେବା ପାଇଁ ଆକ୍ରମଣ କରିଥିଲେ । ସେ ଅନନ୍ୟକିଛି ମାଗିଲେ ଦେବୀ ବୋଲି କହିବାରୁ ସହସ୍ରର୍ଜୁନ ତାଙ୍କୁ ଆକ୍ରମଣ କରିଥିଲେ  ଓ ଅନୁସୂୟା ଙ୍କ ପରଲୋକ ହେଇଥିଲା । ପରଶୁରାମ ଏହା ଯାନୀ ତାଣ୍ଡବ ରୂପ ଧାରଣ କରି ଥିଲେ । କିନ୍ତୁ ପରେ ଅନୁସୂୟା ଙ୍କ ଶେଷ କୃତ୍ୟ ଏହି ମହୁର ଠାରେ ଦତ୍ତାତ୍ରେୟ ଙ୍କ ପରିଚାଳନା ରେ ଶେଷ କ୍ରିୟା କରିଥିଲେ । ସେଥି ପାଇଁ ଏଠାରେ ରେଣୁକା ଙ୍କ ମନ୍ଦିର ହେଇଥିଲା । 

ଇତିହାସ 

ପୁରାଣ ଦେବୀ ଭାଗବତମ ରେ ମାତୃପୁର ନାମ ରେ ଏହି ସ୍ଥଳ ର ଉଲ୍ଲେଖ ରହିଛି  । [] 

ଏଠାରେ ମୁସ୍ଲିମ ମାନଙ୍କ ଦରଗାହ ମଧ୍ୟ ରହିଛି ଓ ସେଠାରେ ପ୍ରତି ପଞ୍ଚମ ମାସ ରେ ଇଉଆରଏସ ପାଳନ କରାଯାଇଥାଏ । ଦେଶ ର ଭିନ୍ନ ଅଞ୍ଚଳ ରୁ ମୁସ୍ଲିମ ଭକ୍ତ ମାନେ ମଧ୍ୟ ସେଟାକୁ ଆସନ୍ତି । 

ରେଣୁକା ଦେବୀ ଶକ୍ତି ପିଠ 

Shiva carrying the corpse of Sati Devi

ଏହା ଶକ୍ତି ପିଠା ହିସାବ ରେ ବହୁ ଆଦୃତ । ପୁରାଣ ଅନୁସାରେ ରେଣୁକା ଏକ ବର ଦ୍ଵାରା .ପୁନର୍ଜନ୍ମ ଲାଭ କରିଥିଲେ ।51 ତୀ ଶକ୍ତି ପିଠ ମଧ୍ୟ ରୁ ଏହା ଏକତମ ।  [][][]

Ashwin Navratra Puja of Renuka Devi at a devotee's home

ଭୌଗୋଳିକ ଅବସ୍ଥିତି 

ଘଞ୍ଚ ଅରଣ୍ୟ ଥିବା ଏହି ଅଞ୍ଚଳ ର ଭୌଗୋଳିକ ଅବସ୍ଥିତି   19°50′52″N 77°55′26″E ଠାରେ । ଏହାର ଅରଣ୍ୟ ରେ କଳା ଭାଲୁ , ଚିତାବାଘ , ହରିଣ , ଆଦି ଜୀବଜନ୍ତୁ ରହିଥାନ୍ତି । ଏକ ପର୍ବତ ରେ ମୁରଦଗଡ ଦୁର୍ଗ ନିର୍ମିତ ହେଇଥିଲା । ବେରର ଶାସନ ସମୟ ରେ ମାହୁର ଏକ ମୁଖ୍ୟ ସ୍ଥଳ ଥିଲା । 

ଦେବାଦେବେଶ୍ଵର ମନ୍ଦିର 

ଏଠାରେ ମହାନୁଭବ ପନ୍ଥା ର ଦେବାଦେବେଶ୍ଵର ମନ୍ଦିର ରହିଛି । ଏହା ମାହୁର ଠାରୁ 2 କିଲୋମିଟର ଦୂର ରେ ପାହାଡ ର ଗଡାଣି ରେ ଅବସ୍ଥିତ । 

ଯାତାୟାତ 

ନାଗପୁର , ଅମରାବତି ନାନ୍ଦେଡ଼ ପରି ଅଞ୍ଚଳ ରୁ ବସ ବା କାର ଯୋଗେ ଏଠାରେ ପହଞ୍ଚି ହୁଏ । ଟ୍ରେନ ଯୋଗେ ଶେଗାୟନ ଷ୍ଟେସନ ଯାଏ ଆସି ଏଠାରୁ ମଧ୍ୟ ଆସି ହୁଏ । 

ଆଧାର ସମୂହ 

  1. https://www.maharashtratourism.gov.in/treasures/temple/mahurgad
  2. http://www.sreedattavaibhavam.org/mahurgud/
  3. Devi Bhagawatam, Ninth Book, chapter XXXIV: On the description of the various hells, p. 939 Devi Bhagawatam, tr. by Swami Vijnanananda, (1921-22).
  4. (Translator), F. Max Muller (June 1, 2004). The Upanishads, Vol I. Kessinger Publishing, LLC. ISBN 1419186418. {{cite book}}: |last= has generic name (help); Check |first= value (help)
  5. (Translator), F. Max Muller (July 26, 2004). The Upanishads Part II: The Sacred Books of the East Part Fifteen. Kessinger Publishing, LLC. ISBN 1417930160. {{cite book}}: |last= has generic name (help); Check |first= value (help)
  6. {{cite web}}: Empty citation (help)

ଅଫିସିଆଲ ୱେବ ସାଇଟ 

http://shrirenukamatamandir.org/

ବାହ୍ୟ ସଂଯୋଗ