ମହୁର, ମହାରାଷ୍ଟ୍ର
ମାହୁର
माहूर | |
---|---|
town | |
Nickname: Mahurgad | |
Country | India |
State | Maharashtra |
District | Nanded |
Demonym | Mahurkar |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | MH- |
ମହୁର ବା ମହୁରଗଡ , ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ନାନ୍ଦେଡ଼ଠାରେ ଥିବା ଏକ ଧର୍ମସ୍ଥଳୀ । .[୧] ହିନ୍ଦୁ ଦେବତା ଦତ୍ତାତ୍ରେୟଙ୍କ ଜନ୍ମସ୍ଥାନ ହିସାବରେ ଏହାକୁ ଆରାଧନା କରାଯାଇଥାଏ । [୨] ପ୍ରବାଦ କଥା ଅନୁସାରେ ଏଠାରେ ଅଟ୍ରୀ ରୁଷୀୟ ଓ ତାଙ୍କ ପତ୍ନୀ ସତୀ ଅନସୂୟା ଏଠାରେ ରହୁଥିଲେ । ଥରେ ବ୍ରହ୍ମା , ବିଷ୍ଣୁ ଓ ମହେଶ୍ୱର ଶୁଣିଲେ ଯେ ଅନସୂୟାଙ୍କଠାରୁ ବେଶୀ ପବିତ୍ର ନାରୀ କେହି ନାହାନ୍ତି । ତେବେ ତାଙ୍କୁ ପରିକ୍ଷ୍ୟା କରିବାକୁ ତିନି ଜଣ ଭିକ୍ଷୁ ହିସାବରେ ପହଚି ଅନନ୍ୟ ମାଗିଲେ । ଅନସୂୟା ଅନନ୍ୟ ପ୍ରସ୍ତୁତ କଳା ପରେ ସେମାନେ ସର୍ଟ ରଖିଲେ ବିନା ବସ୍ତ୍ରରେ ସେ ଅନ୍ନ ପରଶିବେ । ଅନସୂୟା ତାଙ୍କୁ ପରିକ୍ଷ୍ୟା କରାଯାଉଛି ବୋଲି ଜାଣି ଦିବ୍ୟ ଶକ୍ତି ବଳରେ ସେ ତିନିଜନଙ୍କୁ ଏକ ତିନିମୁଣ୍ଡା ବିଶିଷ୍ଟ ଶିଶୁରେ ପରିଣତ କରିଦେଲେ । ସେହ ହି ଦତ୍ତାତ୍ରେୟ ବା ସମ୍ମିଳିତ ଭଗବାନ ହେଇ ରହିଲେ ।
ମହୁରଠାରେ 3 ତୀ ପର୍ବତ ରହିଛି । ପ୍ରଥମତି ରେଣୁକା ଦେବୀ ଓ ସେ ପରଶୁରାମଙ୍କ ମାତା । ଅନନ୍ୟ ଦୁଇଟି ଦତ୍ତ ଶିକ୍ଷାର ଓ ଅଟ୍ରୀ ଅନସୂୟା ଶିକ୍ଷାର । ମହୁରଠାରେ ଅନସୂୟାଙ୍କ ମନ୍ଦିର ରହିଛି । ଏହାକୁ ତିନି ଓ ଅର୍ଦ୍ଧେକ ଶକ୍ତି ପିଠା କୁହାଯାଇଥାଏ । ଏଠାରେ ବିଜୟାଦଶମୀ ଦିନ ଏକ ବୃହତ ମେଳା ଅନୁଷ୍ଠିତ ହେଇଥାଏ ।
ସହସ୍ରର୍ଜୁନ ରେଣୁକାଙ୍କୁ କମଧେନୁ କୁ ନେବା ପାଇଁ ଆକ୍ରମଣ କରିଥିଲେ । ସେ ଅନନ୍ୟକିଛି ମାଗିଲେ ଦେବୀ ବୋଲି କହିବାରୁ ସହସ୍ରର୍ଜୁନ ତାଙ୍କୁ ଆକ୍ରମଣ କରିଥିଲେ ଓ ଅନସୂୟାଙ୍କ ପରଲୋକ ହେଇଥିଲା । ପରଶୁରାମ ଏହା ଯାନୀ ତାଣ୍ଡବ ରୂପ ଧାରଣ କରି ଥିଲେ । କିନ୍ତୁ ପରେ ଅନସୂୟାଙ୍କ ଶେଷ କୃତ୍ୟ ଏହି ମହୁରଠାରେ ଦତ୍ତାତ୍ରେୟଙ୍କ ପରିଚାଳନାରେ ଶେଷ କ୍ରିୟା କରିଥିଲେ । ସେଥି ପାଇଁ ଏଠାରେ ରେଣୁକାଙ୍କ ମନ୍ଦିର ହେଇଥିଲା ।
ଇତିହାସ
[ସମ୍ପାଦନା]ପୁରାଣ ଦେବୀ ଭାଗବତମରେ ମାତୃପୁର ନାମରେ ଏହି ସ୍ଥଳର ଉଲ୍ଲେଖ ରହିଛି ।[୩] </ref>
ଏଠାରେ ମୁସଲିମମାନଙ୍କ ଦରଗାହ ମଧ୍ୟ ରହିଛି ଓ ସେଠାରେ ପ୍ରତି ପଞ୍ଚମ ମାସରେ ଇଉଆରଏସ ପାଳନ କରାଯାଇଥାଏ । ଦେଶର ଭିନ୍ନ ଅଞ୍ଚଳରୁ ମୁସଲିମ ଭକ୍ତମାନେ ମଧ୍ୟ ସେଟାକୁ ଆସନ୍ତି ।
ରେଣୁକା ଦେବୀ ଶକ୍ତି ପିଠ
[ସମ୍ପାଦନା]ଏହା ଶକ୍ତି ପିଠା ହିସାବରେ ବହୁ ଆଦୃତ । ପୁରାଣ ଅନୁସାରେ ରେଣୁକା ଏକ ବରଦ୍ୱାରା .ପୁନର୍ଜନ୍ମ ଲାଭ କରିଥିଲେ ।51 ତୀ ଶକ୍ତି ପିଠ ମଧ୍ୟରୁ ଏହା ଏକତମ ।[୪][୫]
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ଘଞ୍ଚ ଅରଣ୍ୟ ଥିବା ଏହି ଅଞ୍ଚଳର ଭୌଗୋଳିକ ଅବସ୍ଥିତି 19°50′52″N 77°55′26″Eଠାରେ । ଏହାର ଅରଣ୍ୟରେ କଳା ଭାଲୁ , ଚିତାବାଘ , ହରିଣ , ଆଦି ଜୀବଜନ୍ତୁ ରହିଥାନ୍ତି । ଏକ ପର୍ବତରେ ମୁରଦଗଡ ଦୁର୍ଗ ନିର୍ମିତ ହେଇଥିଲା । ବେରର ଶାସନ ସମୟରେ ମାହୁର ଏକ ମୁଖ୍ୟ ସ୍ଥଳ ଥିଲା ।
ଦେବାଦେବେଶ୍ୱର ମନ୍ଦିର
[ସମ୍ପାଦନା]ଏଠାରେ ମହାନୁଭବ ପନ୍ଥାର ଦେବାଦେବେଶ୍ୱର ମନ୍ଦିର ରହିଛି । ଏହା ମାହୁରଠାରୁ 2 କିଲୋମିଟର ଦୂରରେ ପାହାଡର ଗଡାଣିରେ ଅବସ୍ଥିତ ।
ଯାତାୟତ
[ସମ୍ପାଦନା]ନାଗପୁର , ଅମରାବତି ନାନ୍ଦେଡ଼ ପରି ଅଞ୍ଚଳରୁ ବସ ବା କାର ଯୋଗେ ଏଠାରେ ପହଞ୍ଚି ହୁଏ । ଟ୍ରେନ ଯୋଗେ ଶେଗାୟନ ଷ୍ଟେସନ ଯାଏ ଆସି ଏଠାରୁ ମଧ୍ୟ ଆସି ହୁଏ ।
ଆଧାର
[ସମ୍ପାଦନା]- ↑ https://www.maharashtratourism.gov.in/treasures/temple/mahurgad
- ↑ http://www.sreedattavaibhavam.org/mahurgud/
- ↑ Devi Bhagawatam, Ninth Book, chapter XXXIV: On the description of the various hells, p. 939 Devi Bhagawatam, tr. by Swami Vijnanananda, (1921-22).
- ↑ (Translator), F. Max Muller (June 1, 2004). The Upanishads, Vol I. Kessinger Publishing, LLC. ISBN 1419186418.
{{cite book}}
:|last=
has generic name (help); Check|first=
value (help) - ↑ (Translator), F. Max Muller (July 26, 2004). The Upanishads Part II: The Sacred Books of the East Part Fifteen. Kessinger Publishing, LLC. ISBN 1417930160.
{{cite book}}
:|last=
has generic name (help); Check|first=
value (help)
ଅଫିସିଆଲ ୱେବ ସାଇଟ
[ସମ୍ପାଦନା]http://shrirenukamatamandir.org/ Archived 2016-10-01 at the Wayback Machine.
ବାହାର ଲିଙ୍କ
[ସମ୍ପାଦନା]- Mahur, in Nanded Maharashtra Govt. Official website.
- Mahur Fort The Official Website of Maharashtra Tourism.
- Mahur map[permanent dead link]