Jump to content

ଇଡାଗୁଞ୍ଜି

ଉଇକିପିଡ଼ିଆ‌ରୁ
୦୬:୦୪, ୧୫ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Idagunji") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Idagunji
ಇಡಗುಂಜಿ
town
Country India
Stateଛାଞ୍ଚ:Country data Karnataka
RegionKanara
DistrictUttara Kannada
TalukHonnavar
Languages
Time zoneUTC+5:30 (IST)

ଇଡାଗୁଞ୍ଜି(କନ୍ନଡ଼: ಇಡಗುಂಜಿ) ଭାରତ ର କର୍ଣାତକ ରାଜ୍ୟ ର ଉତ୍ତର କାନ୍ନାଡ଼ା ଜିଲ୍ଲା ରେ ହୋନ୍ନବର  ତାଲୁକ ର ଏକ କ୍ଷୁଦ୍ର ଗ୍ରାମ । ଏହା ଏକ ଚର୍ଚିତ ହିନ୍ଦୁ ତୀର୍ଥ ସ୍ଥଳ ଓ ଉପାସନା ପିଠ । 

It is a famous place of Hindu pilgrimage and worship.

ଭୌଗୋଳିକ ସ୍ଥିତି 

ଇଡାଗୁଞ୍ଜି ର ଭୌଗୋଳିକ ଅବସ୍ଥିତି   14.35°N 74.7°E ଠାରେ । ଏହା ହନନଭର ଠାରୁ 13 କିଲୋମିଟର ଦୁରବର୍ତୀ ଓ ନାଭିଲ୍ଗୋନା ଠାରୁ 28 କିଲୋମିଟର ଦୂର । 

ଦେବସ୍ଥାନ 

ଇଡାଗୁଞ୍ଜ ଦେବସ୍ଥାନ ଏକ 1500 ବର୍ଷ ର ପ୍ରାଚୀନ ମନ୍ଦିର । ଏହି ଗଣେଶ ମନ୍ଦିର କୁ ବାର୍ଷିକ 10 ଲକ୍ଷ୍ୟ ରୁ ଅଧିକ ଭକ୍ତ ଙ୍କ ଆଗମନ ହେଇଥାଏ । 


କିମ୍ବଦନ୍ତୀ 


ପୁରାଣ ଅନୁସାରେ ଦ୍ଵାପର ଯୁଗ ର ଶେଷ ସମୟ ରେ ମହା ମୁନିଗଣ ବଦ୍ରିକା ଆଶ୍ରମ ରେ ସୁଠାପୌରଣିକ ଙ୍କୁ ପ୍ରାର୍ଥନା କରୁଥିଲେ । ଭଗବାନ ଶ୍ରୀକୃଷ୍ଣ ଆଗତ କଳିଯୁଗ ର ଦୋଷ କୁ ଖଣ୍ଡନ କଟିବାର ଉପାୟ ଖୋଜୁଥିଲେ । ମହାମୁନି ଭାଲଖିଲ୍ୟ କୁଞ୍ଜବନ ର ତପ୍ତର୍ଜ୍ୟ ବର୍ଣନା କରୁଥିଲେ  ଓ ଅନ୍ୟ ସାଧୁ ଗଣ ଅରଣ୍ୟ ରେ ଅନ୍ୟ କର୍ମ ରେ ବ୍ୟସ୍ତ ଥିଲେ । ସେମାନେ ତାଙ୍କର କାର୍ଯ୍ୟ ରେ ବିଭିନ୍ନ ବିଘ୍ନ ର ସମ୍ମୁଖୀନ ହେଲେ ଓ ଏହା ଦ୍ଵାରା ବ୍ୟଥିତ ରହିଲେ । ସେମାନେ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଏହାର ପ୍ରତିକାର ପାଇଁ ପ୍ରାର୍ଥନା କଲେ ।ମହାମୁନି ନାରଦ ଭାଲଖିଲ୍ୟ ଙ୍କ ପାଖକୁ ଯାଇ ପଚାରିବାରୁ ସେ ଅସୁବିଧା କଥା କହିଲେ । ନାରଦ ତାଙ୍କୁ ବିନୟକ ଙ୍କୁ ପ୍ରାର୍ଥନା କରିବାକୁ କହିଲେ । ସେଥିପାଇଁ ଏକ ଉପଯୁକ୍ତ ସ୍ଥାନ ଖୋଜିବା ପାଇଁ ଭିଲାଖିଲ୍ୟ ଓ ଅନନ୍ୟ ସନ୍ଥ  ଗଣ ପଶ୍ଚିମ କୁ ଯାଇ ସରାବତୀ ନଦୀ ନିକଟ କୁ ଯାଇ ଏହି ସ୍ଥଳ ସାଗର ନିକଟ ରେ ପ୍ରାପ୍ତ ହେଲେ । ସେହି ଦିନ ରୁ ଏହା ଭଗବାନ ବିନୟକ ଙ୍କ ଉପାସନା ପିଠା ହେଇ ରହିଛି । ବିଶ୍ବାସ ଅଛି ଯେ ଏଠାରେ ପ୍ରାର୍ଥନା କାଲେ ସମସ୍ତ ଋଷ୍ଟ ଖଣ୍ଡନ ହେଇଥାଏ ।  

ଇଡାଗୁଞ୍ଜି ଦେବସ୍ଥାନମ ଠାରେ ଭକ୍ତ ଓ ପର୍ଯ୍ୟଟକ ଙ୍କ ରହଣି ପାଇଁ ଧର୍ମଶାଳା ମଧ୍ୟ ଉପଲବ୍ଧ ।ଏହା ନ୍ନିକଟ ରେ ଥିବା ସହର ରେ ରହଣି ପାଇଁ ସମସ୍ତ ପ୍ରକାର ସୁବିଧା ଓ ଯାତାୟାତ ପାଇଁ ଗାଡି ଉପଲବ୍ଧ ।  


 


ଇଡାଗୁଞ୍ଜି ନିକଟ ରେ ଆହୁରି ଅନେକ ଆକର୍ଷଣ ରହିଛି । ଏଠାରୁ ଖୁବ ନିକଟ ରେ ମରୁଣ୍ଡେଶ୍ଵର , ଗୋକରଣ , ଅପସାରକୋଣ୍ଡା , ଶରଭତୀ ନଦୀ , ରାମ ତୀର୍ଥ , ଲକ୍ଷ୍ମଣ ତୀର୍ଥ କାଶରକୋଡ ବେଳାଭୂମି ଅପସାରକୋଣ୍ଡା ଆଦି ପର୍ଯ୍ୟଟକ ସ୍ଥଳୀ ଭାବରେ ମଧ୍ୟ ଖୁବ ଆଦୃତ । 


ବାହ୍ୟ ସଂଯୋଗ