ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ
ଦେଖଣା
Bhimbandh Wildlife Sanctuary
Bhimbandh Bihar | |
---|---|
Wildlife sanctuary | |
Country | India |
State | Bihar |
District | Munger district |
Established | 1976 |
Area | |
• ସମୁଦାୟ | 681.99 km2 (263.32 sq mi) |
Elevation | 80 m (260 ft) |
Languages | |
Time zone | UTC+5:30 (IST) |
Nearest city | Jamui |
Precipitation | 2,220 millimetres (87 in) |
ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ ,ଭାରତୀୟ ରାଜ୍ୟ ବିହାର ର ଦକ୍ଷିଣ ପଶ୍ଚିମ ରେ ଥିବା ମୁଙ୍ଗେର ଜିଲ୍ଲା ରେ ଅବସ୍ଥିତ ।
ବ୍ୟୁପତ୍ତି
ମହାଭାରତ ଅନୁସାରେ ଭୀମା ଏଠାରେ ଏକ ବନ୍ଧ ନିର୍ମାଣ କରିଥିଲେ ବୋଲି ଉଲ୍ଲେଖ । ସେହି ଅନୁସାରେ ଏହାକୁ ଭୀମବନ୍ଧ କୁହାଯାଇଥାଏ ।
ଭୌଗୋଳିକ ସ୍ଥିତି
ମୁଙ୍ଗେର ଜିଲ୍ଲା ର ଦକ୍ଷିଣ ଅଞ୍ଚଳ ରେ ଭୀମଗଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଅବସ୍ଥିତ । ଏହାର ଅରଣ୍ୟ ର ଆୟତନ 681.99 ବର୍ଗ କିଲୋମିଟର ଓ ଏହା ଖଡଗପୁର ପାର୍ବତ୍ଯ ରେଞ୍ଜ ମଧ୍ୟ ରେ ରହିଛି । ମୁଙ୍ଗେର ଠାରୁ ଏହା 56 କିଲୋମିଟର ଦୂର । ଏହାର ନିକଟତମ ରେଳଷ୍ଟେସନ ଜାମୁଇ ଓ ଏହା ଏଠାରୁ 20 କିଲୋମିଟର ଦୂର ରେ ଅବସ୍ଥିତ । ,[୧] ପାଟଣା ବିମାନ ବନ୍ଦର ଠାରୁ ଏହା 200 କିଲୋମିଟର ଦୁରବର୍ତୀ । [୨]
ଜଳବାୟୁ
ଏଠାକାର ଜଳବାଯୁ ସାଧାରଣ ରହିଥାଏ । ବାର୍ଷିକ ବୃଷ୍ଟିପାତ 1146 ମିଲିମିଟର ହାରାହାରି ହେଇଥାଏ ।
ବାହ୍ୟ ସଂଯୋଗ
ଆଧାର ସମୂହ
- ↑ "Wildlife Sanctuaries in Bihar, National Parks of Bihar". Mapsofindia.com. 2013-04-05. Retrieved 2015-12-24.
- ↑ http://discoverbihar.bih.nic.in/pages/wildlife.htm