Jump to content

ଭାତ୍ତିପ୍ରୋଲୁ

ଉଇକିପିଡ଼ିଆ‌ରୁ
୧୨:୦୯, ୧୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bhattiprolu") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Bhattiprolu
భట్టిప్రోలు
Buddhist Maha Stupa at Bhattiprolu
Buddhist Maha Stupa at Bhattiprolu
CountryIndia
StateAndhra Pradesh
DistrictGuntur
MandalBhattiprolu
Government
 • TypePanchayati raj
 • BodyBhattiprolu Gram Panchayat
 • SarpanchKambam Mariyamma
Area
 • ସମୁଦାୟ25.15 km2 (9.71 sq mi)
Elevation6 m (20 ft)
Population
 (2011)[]
 • Total୧୧,୦୯୨
 • Density440/km2 (1,100/sq mi)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣAP
Bhattiprolu is one of the Holy relic sites of Andhra Pradesh

ଭାତ୍ତିପ୍ରୋଲୁ , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ର ଗୁନ୍ଟୂର ଜିଲ୍ଲା ର ଏକ ଗ୍ରାମ । ତେନଳୀ ଡିଭିଜନ ର ଭୋତ୍ତି ପ୍ରୋଲୁ  ମଣ୍ଡଳ ର ଏହା ମୁଖ୍ୟାଳୟ । []ଏହା ଆନ୍ଧ୍ରପ୍ରଦେଶ ର ରାଜଧାନୀ ର ଏକ ଅଂଶବିଶେଷ । .[]

ଇତିହାସ 

ଏହାର ପ୍ରାଚୀନ ନାମ ପ୍ରତିପାଳପୁର ଥିଲା । ଏହା ପ୍ରାଚୀନ ବୌଦ୍ଧ କାଳ ରେ ଏକ ସମ୍ବରୁଧ ସହର ଥିଲା ।ସାଲ ରାଜ୍ୟ ରେ ଶତାବହନ ବଂଶ ସମୟ ରେ ଏହା ଏକ ଉଲ୍ଲେଖନୀୟ ବୌଦ୍ଧ କେନ୍ଦ୍ର ରହିଥିଲା । ଖ୍ରୀଷ୍ଟପୂର୍ବ 230 ମସିହା ରେ ଏଠାରେ ରାଜା କୁବେରକ ଶାସନ କରୁଥିଲେ । ଏଠାରେ 2 ୟ ବା 3 ୟ ଶତାବ୍ଦୀ ରେ ନିର୍ମିତ ବୁଦ୍ଧ ସ୍ତୂପ ରହିଛି ।  

ସ୍ତୂପ ଓ ସିଲାଲେଖ 

1870 ମସିହା ରେ ଏଠାରେ 3 ଟି ମୃତିକା ସ୍ତୂପ ଆବିଷ୍କାର କରାଯାଇଥିଲା । 1892 ମସିହା ରେ ସେଠାରେ ଖନନ କାର୍ଯ୍ୟ ଆଲେକଜାଣ୍ଡାର ଋଆ ଙ୍କ ଦ୍ଵାରା ହେଇଥିଲା । ସେତେବେଳେ ଏଠାରୁ କ୍ଷ୍ଦିତ ଲେଖା ଥିବା ପ୍ରସ୍ତର ନିର୍ମିତ କୁଣ୍ଡ , ବୁଦ୍ଧ ପ୍ରତିମୂର୍ତି ଓ ଅଳଙ୍କାର ସବୁ ମିଳିଥିଲା । ସ୍ତୂପ 40 ମିଟର ପରିଧି ବିଶିଷ୍ଟ ଥିଲା ।ଏକ ବିଶାଳ ସ୍ତମ୍ଭ ରହିଥିବା ମୁଖ୍ୟ ସ୍ତୂପ ର ଭଗ୍ନାବଶେଷ ମଧ୍ୟ ଅନେକ ସଂଖ୍ୟକ ବୁଦ୍ଧ ମୂର୍ତି ସହ ମିଳିଥିଲା । ତମ୍ବା ନିର୍ମିତ ବୃହତ ପାତ୍ର ମଧ୍ୟ ରେ ରୌପ୍ୟ ନିର୍ମିତ ପାତ୍ର ଥିବା ଅବସ୍ଥା ରେ ମଧ୍ୟ ମିଳିଥିଲା । ଏହା ମଧ୍ୟ ରେ ସ୍ଵର୍ଣ  ନିର୍ମିତ ଏକ ଡବା ଭିତରେ କିଛି ଅସ୍ଥି ଥିବାର ମଧ୍ୟ ଦେଖାଯାଇଥିଲା । 

ଭୋତ୍ତିପ୍ରୋଲୁ ର ଖନନ ଦ୍ଵାରା ଅତି ପ୍ରାଚୀନ ଦକ୍ଷିଣ ଭାରତ ର ବ୍ରାହ୍ମୀ ଲିପି ବିଷୟ ରେ ପ୍ରମାଣ ମିଳିଥିଲା । .[] ବୁଦ୍ଧ ଙ୍କ ଶରୀରାବଶେଷ ରହିଥିବା ପାତ୍ର ମଧ୍ୟ ରୁ ଏହି ଲିପି ରହିଥିଲା । ଏଇତିହାସିକ ମାନେ ଏହି ଲିପି କୁ ତେଲୁଗୁ ଓ କନ୍ନଡ ଭାଷା ର ମୂଳ ଭାଷା କହନ୍ତି ।[]

Geography

ଏହାର ଭୌଗୋଳିକ ସ୍ଥିତି  16°06′09″N 80°46′51″E / 16.1026°N 80.7807°E / 16.1026; 80.7807 ଓ ଏହା ସମୁଦ୍ରପତ୍ତାନ ଠାରୁ ମାତ୍ର 20 ଫୁଟ ଉପରେ ରହିଛି । []

ଶାସନ 

ଏହା ଏକ ଅଗ୍ରମପଞ୍ଚାୟତ ଅଞ୍ଚଳ । [][] ଏଠାରେ 16 ଟି ବାଦ ରହିଛି । [୧୦]ପ୍ରତି ବାଦ ରେ ମେମ୍ବର ଛଡା ତାଙ୍କ ମଧ୍ୟ ରୁ ସରପଞ୍ଚ ରହିଥାନ୍ତି । [୧୧][୧୨]

ଯାତାୟାତ 

ଗ୍ରାମ ଟି ଜାତୀୟ ରାଜପଥ 214A ଉପରେ ରହିଛି । ଏହାର ନିକଟତମ ରେଳଷ୍ଟେସନ ଗୁନ୍ଟୂର ଠାରେ ରହିଛି । [୧୩]

ପୁନଶ୍ଚ ଦେଖଣା 

  • Villages in Bhattiprolu mandal
  • Bhattiprolu alphabet

ଆଧାର ସମୂହ 

  1. "District Census Handbook – Guntur" (PDF). Census of India. p. 14,474. Retrieved 22 September 2015.
  2. ୨.୦ ୨.୧ "Maps, Weather, and Airports for Bhattiprolu, India". fallingrain.com. ଆଧାର ଭୁଲ: Invalid <ref> tag; name "geo" defined multiple times with different content
  3. "Census 2011". The Registrar General & Census Commissioner, India. Retrieved 1 August 2014.
  4. {{cite web}}: Empty citation (help)
  5. "District wise mandals and villages covered in Krishna and Guntur districts" (PDF). Andhra Pradesh Capital Region Development Authority. Government of Andhra Pradesh. Retrieved 23 September 2015.
  6. Ananda Buddha Vihara
  7. {{cite web}}: Empty citation (help)
  8. {{cite web}}: Empty citation (help)
  9. {{cite web}}: Empty citation (help)
  10. {{cite web}}: Empty citation (help)
  11. Social Science (in ଇଂରାଜୀ). Vk Publications. p. 117. ISBN 9788179732144.
  12. {{cite web}}: Empty citation (help)
  13. {{cite web}}: Empty citation (help)