Jump to content

ଚମ୍ପାପୁର

ଉଇକିପିଡ଼ିଆ‌ରୁ
୧୪:୪୯, ୧୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Champapur") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଚମ୍ପାପୁର
Village
Country India
StateBihar
DistrictWest Champaran
BlockNarkatiaganj
Languages
Time zoneUTC+5:30 (IST)
PIN
845451
Telephone code06254
ଯାନବାହାନ ପଞ୍ଚୀକରଣBR-22
Nearest cityNarkatiaganj
ClimateNormal
Website[୧]

ଚମ୍ପାପୁର  ଭାରତୀୟ ରାଜ୍ୟ ବିହାର ର ନରକଟିଗଞ୍ଜ ସବ୍ଡିଭିଜନ ର ଏକ ଗ୍ରାମ । ଏହା ନରକଟିଗଞ୍ଜ ଠାରୁ 15 କିଲୋମିଟର ତଥା ପାଟଣା ଠାରୁ 230 କିଲୋମିଟର । 

ଜନ ଆବାଦୀ 

2011 ଜନଗଣନା ଅନୁସାରେ ଏହାର ଜନସଂଖ୍ୟା 1587 ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 53 % ଥିଲା ବେଳେ ମହିଳା ସଂଖ୍ୟା 46 % ଥିଲା । ଏହାର ସାକ୍ଷ୍ୟରତା ହାର ମାତ୍ର 47.82 % ଯାହା ଜାତୀୟ ହାର ଠାରୁ ଢେର କମ ରହିଥିଲା । 6 ବର୍ଷ ରୁ କମ ଆବାଦୀ 22 % ହେଇଥିଲା ବେଳେ ସମୁଦାଯ ପରିବାର ସଂଖ୍ୟା 290 ରହିଥିଲା । .[]

ଶ୍ରୀ ଚମ୍ପାପୁର ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର 

ଏଠାରେ ଥିବା ଶ୍ରୀ ଚମ୍ପାପୁର ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର 2500 ବର୍ଷ ପ୍ରାଚୀନ । ଜୈନ ଧର୍ମ ର 12 ତମ ତିରଥଙ୍କର ଭଗବାନ ବସୁପୂଜ୍ୟ ଏଠାରେ ମୁଖ୍ୟ ଆରାଧ୍ୟ । ଏହାକୁ ବସୁପୂଜ୍ୟ ଙ୍କ ଜନ୍ମସ୍ଥାଳୀ କୁହାଯାଏ । ଏଠାରେ ସମସ୍ତ 5 ପ୍ରକାର ର କଲ୍ୟାଣକ କରାଯାଇଥାଏ । ଏଠାରେ ଗର୍ଭ , ଜନମ , ଟପା , କେଭଳଜ୍ଞାନ ଓ ମୋକ୍ଷ ସବୁ ରୀତି ପାଳନ କରାଯାଇଥାଏ ।  

2014 ମସିହା ରେ ଏଠାରେ ବସୁପ୍ରିୟ ଙ୍କ 31 ଫୁଟ ଉଛ ପ୍ରତିକୃତି ସ୍ଥାପନ କରାଯାଇଥିଲା । 

References

  1. {{cite web}}: Empty citation (help)