ବାସୁଦେବନ ଭାସ୍କରନ୍
ଦେଖଣା
ବ୍ୟକ୍ତିଗତ ତଥ୍ୟ | |||||||||||||||
---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | Did not recognize date. Try slightly modifying the date in the first parameter. (age Error: Need valid year, month, day) Chennai, India | ||||||||||||||
Medal record
|
ବାସୁଦେବନ ଭାସ୍କରନ୍ (ଜନ୍ମ 17 ଅଗଷ୍ଟ , 1950) ଜଣେ ପୂର୍ବତନ ଭାରତୀୟ ଜାତୀୟ ହକି ଖେଳାଳି । ଶେଷ ଥର ପାଇଁ ଭାରତ ଅଲିମ୍ପିକ ରେ ଭାରତ ହକି ରେ ସ୍ଵର୍ଣପଦକ 1980 ମସିହା ରେ ମସ୍କୋ ରେ ଜିତିଥିଲା । ଭାସ୍କରନ୍ ସେହି ଦଳ ର ଅଧିନାଯକ ଥିଲେ । ଅବସର ପରେ ସେ ଅନେକ ଖେଳାଳି ଙ୍କୁ ତାଲିମ ଦେଇଥିଲେ । ବର୍ତମାନ ସେ ବସନ୍ତ ନଗର , ଚେନ୍ନଇ ରେ ରହନ୍ତି ।
ଖେଳ ଜୀବନୀ
ସକ୍ରିୟ ଖେଳ ରୁ ଅବସର ନେବା ପରେ ଭାସ୍କରନ୍ ଭାରତୀୟ ହକି ଦଳ ର କୋଚ ଭାବରେ ବହୁ ଥର କାର୍ଯ୍ୟ କରିଛନ୍ତି । ସେ 2006 ମସିହା ରେ ହକି ବିଶ୍ଵକପ ପାଇଁ ଭାରତ ର ମୁଖ୍ୟ କୋଚ ରହିଥିଲେ । ସେ ଭାରତୀୟ ରେଳବାଇ ଦଳ ର କୋଚ ମଧ୍ୟ ରହିଥିଲେ । ତେବେ ସେ ସେଥିରେ ବିବାଦୀୟ ପରିସ୍ଥିତି ରେ ରହିଥିଲେ ।
ତାଙ୍କୁ 1979 -80 ରେ ଭାରତ ର ଶ୍ରେଷ୍ଠ କ୍ରିଡା ସମ୍ମାନ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା ।
ପୁନଶ୍ଚ ଦେଖଣା
- List of Indian hockey captains in Olympics
- Field hockey in India
- India national field hockey team
ଆଧାର ସମୂହ
- Bharatiya Hockey
- "ବାସୁଦେବନ ଭାସ୍କରନ୍". Olympics at Sports-Reference.com. Sports Reference LLC.Missing or empty
|url=
(help)