ବାସୁଦେବନ ଭାସ୍କରନ୍

ଉଇକିପିଡ଼ିଆ ରୁ
Jump to navigation Jump to search
ବାସୁଦେବନ ଭାସ୍କରନ୍
V. Baskaran.JPG
ବ୍ୟକ୍ତିଗତ ତଥ୍ୟ
ଜନ୍ମDid not recognize date. Try slightly modifying the date in the first parameter. (age ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।)
Chennai, India

ବାସୁଦେବନ ଭାସ୍କରନ୍ (ଜନ୍ମ 17 ଅଗଷ୍ଟ , 1950) ଜଣେ ପୂର୍ବତନ ଭାରତୀୟ ଜାତୀୟ ହକି ଖେଳାଳି । ଶେଷ ଥର ପାଇଁ ଭାରତ ଅଲିମ୍ପିକରେ ଭାରତ ହକିରେ ସ୍ୱର୍ଣପଦକ 1980 ମସିହାରେ ମସ୍କୋରେ ଜିତିଥିଲା । ଭାସ୍କରନ୍ ସେହି ଦଳର ଅଧିନାଯକ ଥିଲେ । ଅବସର ପରେ ସେ ଅନେକ ଖେଳାଳିଙ୍କୁ ତାଲିମ ଦେଇଥିଲେ । ବର୍ତମାନ ସେ ବସନ୍ତ ନଗର , ଚେନ୍ନଇରେ ରହନ୍ତି । 

ଖେଳ ଜୀବନୀ [ସମ୍ପାଦନା]

ସକ୍ରିୟ ଖେଳରୁ ଅବସର ନେବା ପରେ ଭାସ୍କରନ୍ ଭାରତୀୟ ହକି ଦଳର କୋଚ ଭାବରେ ବହୁ ଥର କାର୍ଯ୍ୟ କରିଛନ୍ତି । ସେ 2006 ମସିହାରେ ହକି ବିଶ୍ୱକପ ପାଇଁ ଭାରତର ମୁଖ୍ୟ କୋଚ ରହିଥିଲେ । ସେ ଭାରତୀୟ ରେଳବାଇ ଦଳର କୋଚ ମଧ୍ୟ ରହିଥିଲେ । ତେବେ ସେ ସେଥିରେ ବିବାଦୀୟ ପରିସ୍ଥିତିରେ ରହିଥିଲେ । 

ତାଙ୍କୁ 1979 -80ରେ ଭାରତର ଶ୍ରେଷ୍ଠ କ୍ରିଡା ସମ୍ମାନ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । 

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର ସମୂହ [ସମ୍ପାଦନା]

  • Bharatiya Hockey
  • "ବାସୁଦେବନ ଭାସ୍କରନ୍". Olympics at Sports-Reference.com. Sports Reference LLC.Missing or empty |url= (help)