ବାସୁଦେବନ ଭାସ୍କରନ୍

ଉଇକିପିଡ଼ିଆ‌ରୁ
ବାସୁଦେବନ ଭାସ୍କରନ୍
ବ୍ୟକ୍ତିଗତ ତଥ୍ୟ
ଜନ୍ମDid not recognize date. Try slightly modifying the date in the first parameter. (age Error: Need valid year, month, day)
Chennai, India
Medal record
Men’s field hockey
Competitor for  ଭାରତ
Olympic Games
Gold 1980 Moscow Team competition

ବାସୁଦେବନ ଭାସ୍କରନ୍ (ଜନ୍ମ 17 ଅଗଷ୍ଟ , 1950) ଜଣେ ପୂର୍ବତନ ଭାରତୀୟ ଜାତୀୟ ହକି ଖେଳାଳି । ଶେଷ ଥର ପାଇଁ ଭାରତ ଅଲିମ୍ପିକରେ ଭାରତ ହକିରେ ସ୍ୱର୍ଣପଦକ 1980 ମସିହାରେ ମସ୍କୋରେ ଜିତିଥିଲା । ଭାସ୍କରନ୍ ସେହି ଦଳର ଅଧିନାଯକ ଥିଲେ । ଅବସର ପରେ ସେ ଅନେକ ଖେଳାଳିଙ୍କୁ ତାଲିମ ଦେଇଥିଲେ । ବର୍ତ୍ତମାନ ସେ ବସନ୍ତ ନଗର , ଚେନ୍ନଇରେ ରହନ୍ତି । 

ଖେଳ ଜୀବନୀ [ସମ୍ପାଦନା]

ସକ୍ରିୟ ଖେଳରୁ ଅବସର ନେବା ପରେ ଭାସ୍କରନ୍ ଭାରତୀୟ ହକି ଦଳର କୋଚ ଭାବରେ ବହୁ ଥର କାର୍ଯ୍ୟ କରିଛନ୍ତି । ସେ 2006 ମସିହାରେ ହକି ବିଶ୍ୱକପ ପାଇଁ ଭାରତର ମୁଖ୍ୟ କୋଚ ରହିଥିଲେ । ସେ ଭାରତୀୟ ରେଳବାଇ ଦଳର କୋଚ ମଧ୍ୟ ରହିଥିଲେ । ତେବେ ସେ ସେଥିରେ ବିବାଦୀୟ ପରିସ୍ଥିତିରେ ରହିଥିଲେ । 

ତାଙ୍କୁ 1979 -80ରେ ଭାରତର ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । 

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  • Bharatiya Hockey
  • "ବାସୁଦେବନ ଭାସ୍କରନ୍". Olympics at Sports-Reference.com. Sports Reference LLC.Missing or empty |url= (help)