Jump to content

ଥିୟୋଗ, ସିମଳା

ଉଇକିପିଡ଼ିଆ‌ରୁ
୦୯:୩୭, ୮ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Theog") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Theog
ठियोग
Town
Country India
StateHimachal Pradesh
DistrictShimla
Government
 • SDMManoj Chauhan (HAS)
Elevation
1,965 m (6,447 ft)
Population
 (2010)
 • Total୭,୭୧୪
Languages
Time zoneUTC+5:30 (IST)
PIN
171201
Telephone code91 1783 xxxxxx
ଯାନବାହାନ ପଞ୍ଚୀକରଣHP-09
Theog in Winters
Theog Town

ଥିୟୋଗ, ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ର ଏକ ସହର ଓ ମୁନିସିପାଲ । 

ଜନ ଆବାଦୀ  

 .ଥିୟୋଗ  ର ଜନସଂଖ୍ୟା 2011 ଜନଗଣନା ଅନୁସାରେ 7714 ରହିଥିଲା । [୧]ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 57%  ଥିବା ବେଳେ ମହିଳା ସଂଖ୍ୟା 43%ରହିଥିଲା । 6 ବର୍ଷ ରୁ କମ ଆବାଦୀ ଏଠାରେ 12 % ଥିଲା । ରାଇକିଆ ର ସାକ୍ଷ୍ୟରତା ହାର 80% ରହିଥିଲା ଯାହା ଜାତୀୟ ହାର  ହାର ଠାରୁ ଅଧିକ ।

ଭୌଗୋଳିକ ଅବସ୍ଥିତି 

ଥିୟୋଗ ର ଭୌଗୋଳିକ ଅବସ୍ଥିତି  31°07′N 77°21′E / 31.12°N 77.35°E / 31.12; 77.35.[] ଏହା ସମୁଦ୍ରପତ୍ତାନ ଠାରୁ 1965 ମିଟର ଉପରେ ରହିଛି । ଏହା ଜାତୀୟ ରାଜପଥ 22 ରେ ଅବସ୍ଥିତ । ଏହି ରାଜପଥ କୁ ହିନ୍ଦୁସ୍ଥାନ -ତିବତ ରୋଡ କୁହାଯାଇଥାଏ । ଏହା ଶିମଳା ଠାରୁ 32 କିଲୋମିଟର ଦୁରବର୍ତୀ ଓ ଏଠାରେ 5 ଟି ଘାଟ , ରାହି ଘାଟ , ଦେଓରି ଘାଟ , ପ୍ରେମ ଘାଟ , ଜନୋଘାଟ ଓ ବଗାଘଟ ରହିଛି । 

Theog Landscape in winter

There are many villages which come under the jurisdiction of Theog.

ଅଧିବାସୀ 

  ଏଠାକାର ମୁଖ୍ୟ ଭାଡା ପହରୀ ଓ ହିନ୍ଦୀ । ଏହାର ଅଧିବାସୀ ମାନେ ମୁଖ୍ଯତଃ ଚାଷ ଉପରେ ନିର୍ଭରଶୀଳ ॰ 

Profile

As of Census of India 2001[]


ପୁନଶ୍ଚ ଦେଖଣା 

  • Theog (Vidhan Sabha constituency)

ଆଧାର ସମୂହ 

ବାହ୍ୟ ସଂଯୋଗ