ଥିୟୋଗ, ସିମଳା
ଥିଯୋଗ
ठियोग | |
---|---|
Town | |
Country | India |
State | Himachal Pradesh |
District | Shimla |
Government | |
• SDM | Manoj Chauhan (HAS) |
Elevation | 1,965 m (6,447 ft) |
Population (2010) | |
• Total | ୭,୭୧୪ |
Languages | |
Time zone | UTC+5:30 (IST) |
PIN | 171201 |
Telephone code | 91 1783 xxxxxx |
ଯାନବାହାନ ପଞ୍ଚୀକରଣ | HP-09 |
ଥିୟୋଗ, ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଏକ ସହର ଓ ମୁନିସିପାଲ ।
ଜନସଂଖ୍ୟା
[ସମ୍ପାଦନା].ଥିୟୋଗ ର ଜନସଂଖ୍ୟା 2011 ଜନଗଣନା ଅନୁସାରେ 7714 ରହିଥିଲା । [୧]ଏହା ମଧ୍ୟରୁ ପୁରୁଷ ସଂଖ୍ୟା 57% ଥିବା ବେଳେ ମହିଳା ସଂଖ୍ୟା 43%ରହିଥିଲା । 6 ବର୍ଷରୁ କମ ସଂଖ୍ୟା ଏଠାରେ 12 % ଥିଲା । ରାଇକିଆର ସାକ୍ଷ୍ୟରତା ହାର 80% ରହିଥିଲା ଯାହା ଜାତୀୟ ହାର ହାରଠାରୁ ଅଧିକ ।
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ଥିୟୋଗର ଭୌଗୋଳିକ ଅବସ୍ଥିତି 31°07′N 77°21′E / 31.12°N 77.35°E.[୧] ଏହା ସମୁଦ୍ରପତ୍ତାନଠାରୁ 1965 ମିଟର ଉପରେ ରହିଛି । ଏହା ଜାତୀୟ ରାଜପଥ 22ରେ ଅବସ୍ଥିତ । ଏହି ରାଜପଥକୁ ହିନ୍ଦୁସ୍ଥାନ -ତିବତ ରୋଡ କୁହାଯାଇଥାଏ । ଏହା ଶିମଳାଠାରୁ 32 କିଲୋମିଟର ଦୁରବର୍ତୀ ଓ ଏଠାରେ 5ଟି ଘାଟ , ରାହି ଘାଟ , ଦେଓରି ଘାଟ , ପ୍ରେମ ଘାଟ , ଜନୋଘାଟ ଓ ବଗାଘଟ ରହିଛି ।
There are many villages which come under the jurisdiction of Theog.
ଅଧିବାସୀ
[ସମ୍ପାଦନା]ଏଠାକାର ମୁଖ୍ୟ ଭାଡା ପହରୀ ଓ ହିନ୍ଦୀ । ଏହାର ଅଧିବାସୀମାନେ ମୁଖ୍ଯତଃ ଚାଷ ଉପରେ ନିର୍ଭରଶୀଳ ॰
Profile
[ସମ୍ପାଦନା]As of Census of India 2001[୨]
ପୁନଶ୍ଚ ଦେଖଣା
[ସମ୍ପାଦନା]- Theog (Vidhan Sabha constituency)
ଆଧାର
[ସମ୍ପାଦନା]- ↑ Falling Rain Genomics, Inc - Theog
- ↑ Census of India[୧]