Jump to content

ପୁରୁଣାକଟକ

ଉଇକିପିଡ଼ିଆ‌ରୁ
୦୬:୨୦, ୮ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Purunakatak") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Purunakatak
town
Maa Bhairabi temple
Maa Bhairabi temple
Country India
StateOdisha
DistrictBoudh
Elevation
129 m (423 ft)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD
Coastline0 kilometres (0 mi)
Websiteodisha.gov.in

ପୁରୁଣାକଟକ , ଭାରତୀୟ ରାଜ୍ୟ ଓଡିଶା ର ବୌଦ୍ଧ ଜିଲ୍ଲାର ଏକ ସହର । ଏହା ବୌଦ୍ଧ ଜିଲ୍ଲାର ମାତ୍ର ଦୁଇଟି ସହର ମଦ୍ଦ୍ତ ରୁ ଅନନ୍ୟତମ । .

ଭୌଗୋଳିକ ଅବସ୍ଥିତି 

ଏହାର ଭୌଗୋଳିକ ଅବସ୍ଥିତ  20°38′0″N 84°26′0″E / 20.63333°N 84.43333°E / 20.63333; 84.43333 ଏବଂ ସମୁଦ୍ରପତ୍ତାନ ଠାରୁ ଏହାର ଅବସ୍ଥିତି 129 ମିଟର ଉପରେ । ଜାତୀୟ ରାଜପଥ 224 ଏହି ସହର ଦେଇ ଯାଇଛି ।

ଜନ ଆବାଦୀ  


ପୁରୁଣାକଟକ ର ଜନସଂଖ୍ୟା 2011 ଜନଗଣନା ରେ 2528 ଥିଲା। ଏଠି ମଧ୍ୟ ରୁ ପୁରୁଷ ସଂଖ୍ୟା 1234 ହେଇଥିବା ବେଳେ ମହିଳା ସଂଖ୍ୟା 1294 ଥିଲା । 6 ବର୍ଷ ରୁ କମ ଆବାଦୀ 254 ଥିଲା ଯାହା ଜନସଂଖ୍ୟା ର 10.05 % । ଏଠାରେ ସାକ୍ଷ୍ୟରତା ହାର 87.77 % ଥିଲା , ଯାହା ଓଡିଶା ର ସାକ୍ଷ୍ୟରତା ହାର 72.87 % ଠାରୁ ଯଥେଷ୍ଟ ଆଦିକ ରହିଥିଲା । ଏଠାରେ ପୁରୁଷ ସାକ୍ଷ୍ୟରତ  94.36 % ଓ ମହିଳା ସାକ୍ଷ୍ୟରତା ହାର 81.42 ଥିଲା ।

ଶାସନ

ଏହା ଏକ ଗ୍ରାମ ପଞ୍ଚାଯତ।ଅଞ୍ଚଳ । ଏହାର ମୁଖ୍ୟ ଭାବରେ ସରପଞ୍ଚ ରହିଥାନ୍ତି । .

ଆଧାର ସମୂହ 

ବାହ୍ୟ ସଂଯୋଗ ସବୁ