Jump to content

ସୁବଳୟା

ଉଇକିପିଡ଼ିଆ‌ରୁ
୨୦:୫୨, ୭ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Subalaya") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Subalaya
Sublia
town
Country India
StateOdisha
DistrictSubarnapur
Area
 • ସମୁଦାୟ3.32950 km2 (1.28553 sq mi)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOR-
Nearest cityBirmaharajpur, Rairakhol
ClimateRainy, hot,cold (Köppen)
Websiteodisha.gov.in



ସୁବଳୟା , iଭାରତୀୟ ରାଜ୍ୟ ଓଡିଶା ର ସୁବର୍ଣପୁର ( ସୋନପୁର ) ଜିଲ୍ଲା ର ଏକ ସହର ଓ ଏହା ବୀରମହରାଜପୁର ଉପଖଣ୍ଡ ରେ ଅବସ୍ଥିତ । ଏହା ପ୍ରକୃତ ରେ ମହାନଦୀ ଓ ସୁରୁବାଲିଜୋର ନଦୀ ର ସାଙ୍ଗମା ସ୍ଥଳ ରେ ଥିବା ଏକ ଦ୍ଵିପାଞ୍ଚଳ କୁହାଯାଇପାରେ । ଏହାର ଆୟତନ 822.732 ଏକର । []

ଭୌଗୋଳିକ ଅବସ୍ଥିତି 

ସୁବଳୟା ର ଭୌଗୋଳିକ ଅବସ୍ଥିତି  20°53′N 84°10′E ଠାରେ । 

ଜନ ଆବାଦୀ    2011 ଜାତୀୟଜନଗଣନା ଅନୁସାରେ ସୁବଳୟା ର ଜନସଂଖ୍ୟା 5.072 ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 2,638 ଓ ମହିଳା ସଂଖ୍ୟା 2,434 ଥିଲା । 6 ବର୍ଷ ରୁ କମ ଆବାଦୀ 630 ଥିଲା।ସୁବଳୟା ର ସାକ୍ଷ୍ୟରତା ହାର 83.18 % ଥିଲା ଯାହା ଜାତୀୟ ହାର ଠାରୁ ଢେର ଅଧିକ । ଏଥିମଧ୍ୟ ରୁ ପୁରୁଷ ସାକ୍ଷ୍ୟରତା ହାର 93.21 ଥିବା ଉଲ୍ଲେଖନୀୟ । ସହର ରେ ସମୁଦାଯ ପାରିବାରିକ ଗୃହ ସଂଖ୍ୟା 1,229 ।

ଶିଷ୍ୟା

ଏଠାରେ ଏକ ଡିଗ୍ରୀ କଲେଜ ଓ ହାଇ ସ୍କୁଲ ରହିଛି । ଏହା ବ୍ଯତୀତ ବେସରକାରୀ ଉଦ୍ୟମ ରେ ଏଠାରେ ସ୍କୁଲ ମାନ ରହିଛି । []

ଆଧାର ସମୂହ 

ବାହ୍ୟ ସଂଯୋଗ ସମୂହ