Jump to content

ବିଜେପୁର

ଉଇକିପିଡ଼ିଆ‌ରୁ
୧୪:୩୦, ୭ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bijepur") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Bijepur (Odia: ବିଜେପୁର)
Town
Country India
StateOdisha
DistrictBargarh
Elevation
189 m (620 ft)
Population
 (N/A)
 • TotalApproximate population for ୭ km radius: ୩୧,୨୫୩
Languages
Time zoneUTC+5:30 (IST)
PIN
768032
ଯାନବାହାନ ପଞ୍ଚୀକରଣOD
Websiteodisha.gov.in

ବିଜେପୁର , ଭାରତୀୟ ରାଜ୍ୟ ଓଡିଶା ର ବରଗଡ ଜିଲ୍ଲା ର ଏକ ସହର ଓ ବ୍ଲକ ଅଞ୍ଚଳ । ଏଠାରେ ବହୁ ସାକ୍ଷା ରେ ଅନୁସୂଚିତ ଜାତି ଓ ଉପଜାତି ର ଆଦିବାସୀ ଙ୍କ ସହ ଅନ୍ୟ ପଛୁଆ ଶ୍ରେଣୀ ର ଲୋକ ବସବାସ କରନ୍ତି ଓ ସେମାନଙ୍କ ମୁଖ୍ୟ ଜୀବିକା କୃଷି । 


ଭୌଗୋଳିକ ଅବସ୍ଥିତି 

 bijepur ର ଭୌଗୋଳିକ ସ୍ଥିତି   21.12°N 83.28°E ଠାରେ । ଏହା ସମୁଦ୍ରପତ୍ତାନ ଠାରୁ 189 ମିଟର ଉପରେ ରହିଛି । ଜିଲ୍ଲା ମୁଖ୍ୟାଳୟ  ଠାରୁ ଏହାର ଦୁରତ୍ଵ 26 କିଲୋମିଟର ହେଇଥିବାବେଳେ ଏହାର ଜନଘନତ୍ଵ ସାଧାରଣ ଭାବେ ଅଧିକ ରହିଥାଏ । ଜଳସେଚନ ର ସୁବିଧା ପର୍ଯ୍ୟାପ୍ତ ଭାବରେ ନଥିବା ଏହି ଅଞ୍ଚଳ ମରୁଡି ପ୍ରବଣ ଓ ଲୋକ ମାନେ ସେଥିପାଇଁ ଦାରିଦ୍ରା ସୀମା ରେଖା ତଳେ ଅଧିକାଂଶ ରହିଥାନ୍ତି । ଏଠାରେ ପୃଷ୍ଟିକର ଖାଦ୍ଯ ଅଭାବ ରୁ ଶିଶୁ ମୃତ୍ୟୁ ହାର ପ୍ରତି 1,000 ରେ 118 ହେଇଥାଏ । 

An estimated 5.45% of the children below 5 years old are underweight, with a mortality of 118 per 1,000 births. Nearby villages are Jaring (2.4 km), Kanapali (3.8 km), Pada (5.4 km), Bandhpali (5.4 km), Pahandi (7.5 km). Nearest towns are Bijepur (0 km), Barpali (12.1 km), Sohella (12.5 km), Bargarh (26.7 km). Badbausen, Badbramahani, Bairakhapali, Beniachal, Bhatigaon, Bijepur..... are the villages along with this village in the same Bijepur Tehsil.

History & Zamindari

ବିଜେପୁର ଜମିଦାର ଭାବନା 

ବିଜେପୁର ସ୍ଵାଧୀନତା ପୂର୍ବରୁ ଏକ ଜମିଦାରୀ ରାଜ୍ୟ ଥିଲା । ଏହାକୁ ଉତ୍ତର ବାଇଶି କୁହାଯାଉଥିଲା । ଏଠାରେ ଶାଲ , ପୋଷାକ ଓ ହତତନ୍ତ୍ର ଲୁଗା ର ଉତ୍ପାଦନ ବହୁ ପରିମାଣ ରେ ହଉଥିଲା । ଏହା ଆଗରୁ ଗୋଣ୍ଡ ଜାତିର ଶାସକ ମାନଙ୍କ ଅଧୀନ ରେ ଥିଲା । ପରେ ସମ୍ବଲପୁର ର ରାଜା ଜେନ କୁଳିତା ଜାତି ର ବ୍ୟକ୍ତି ଙ୍କୁ ଏହାର ଜମିଦାରୀ ପ୍ରଦାନ କରିଥିଲେ । ପରେ ବ୍ରିଟିଶ ଅମଳ ରେ ତାଙ୍କୁ ତାହା 1863 ମସିହା ରେ "ଗଡ଼ତିଆ " ଉପାଧି ସହ ପ୍ରଦାନ କରାଯାଇଥିଲା । 

ପ୍ରକୃତି 

ବିଜେପୁର ରାପତା 

 ବିଜେପୁର ର ଜଳବାଯୁ ଆର୍ଦ୍ର ଓ ସେଠାରେ ଅଧିକାଂଶ ଜମି ଚାଷ ଅଞ୍ଚଳ । ସେଠାରେ କିଛି ପରିମାଣ ରେ ଆର୍ଦ୍ର ଜଙ୍ଗଲ ରହିଛି । 

ପ୍ରକୃତିକ ବିପର୍ଯ୍ୟୟ 

Bବିଜେପୁର ଅଞ୍ଚଳ ଭୂମିକମ୍ପ ପ୍ରବଣ ଅଞ୍ଚଳ ସମୂହ ଭିତରେ ରହିଛି । ଏଠାରେ ବନ୍ୟା ର ସମ୍ଭାବନା କମ ରହିଥିବା ବେଳେ ବାତ୍ୟା ର ସମ୍ଭାବନା ମଧ୍ୟ କମ । 

ଜନ  ଆବାଦୀ 

2011 ମସିହା ଜନଗଣନାରେ ବିଜେପୁର  ର ଜନସଂଖ୍ୟା 6,922  ଥିଲା ।[୧] ଏଠି ମଧ୍ୟ ରୁ ପୁରୁଷ ସଂଖ୍ୟା 3,437 ଥିଲା ବେଳେ ମହିଳା ସଂଖ୍ୟା 3,485  ଥିଲା  । ଝରବଦ୍ଧ ର ସାକ୍ଷ୍ୟରତା ହାର 72.87% ଯାହା ଜାତୀୟ ହାର ଠାରୁ ଅଧିକ । 6 ବର୍ଷ ରୁ କମ ଆବାଦୀ 10.27%ରହିଥିଲା । ଏଠାରେ ବିଶେଷ ସଂଖ୍ୟା ରେ ଆଗ୍ରିଆ ଜାତି ର ଲୋକ ରହିଥାନ୍ତି ।ସେମାନେ ବହୁ ପୁରାତନ କାଳ ରୁ ମୋଗଲ ସମୟ ରେ ଆଗ୍ରା ରୁ ଆସିଥିଲେ । ମୁଖ୍ଯତଃ ବେସୀ ସଙ୍କଷ୍ୟା ରେ ଲୋକ ଚାଷ କାମ ରେ ଥିବା ବେଳେ କିଛି ଲୋକ ବିଭିନ୍ନବ୍ୟବସାୟ ରେ ଲିପ୍ତ ରହନ୍ତି । ଏଠାରେ କଥିତ ଭାଷା ସମ୍ବଲପୁରୀ । 

Culture

Kalas Yatra

ନୂଆଖାଇ ଏଠାରେ ବଡ ଜାକଜମକ ସହ ପାଳିତ ହୁଏ । ଏହା ସହ ରାମ ଲୀଳା ଉତଶବ ଏଠାରେ ବଡ ଯାତ୍ରା ଆକାର ରେ ପାଳିତ ହେଇଥାଏ । ତାହା ବରଗଡ ରେ ହାଉଥିବା ଧନୁଯାତ୍ରା ପରି ଏଠାରେ ମଧ୍ୟ ପାଳିତ ହେଇଥାଏ । ମଥୁରା ଓ ବୃନ୍ଦାବନ ଭାବରେ 2 ଟି ଅଞ୍ଚଳ କୁ ନେଇ ମୁକ୍ତାକାଶ ରଗମଞ୍ଚ ରେ ଏହା ଅଭିନୀତ ହୁଏ । 

ଅର୍ଥନୈତିକ ଅବସ୍ଥା 

କୃଷି ଏଠାରେ ମୁଖ୍ୟ ଜୀବିକା ହେଇଥିବାରୁ ଫସଲ ଅମଳ ଉପରେ ଲୋକଙ୍କ ସ୍ଥିତି ନିର୍ଭରଶୀଳ । ତେବେ ଏଠାରେ ସମବଲ୍ପୁରୀ ବସ୍ତ୍ର ର ବୟାନ ଓ ବ୍ୟବସାୟ ମଧ୍ୟ ବହୁଳ ପରିମାଣ ରେ ହେଇ ଅନେକ ଲୋକଙ୍କୁ ଜୀବିକା ଦେଇ ଥାଏ । ଉଲ୍ଲେଖ ଯୋଗ୍ୟ କଥା ଏହା ଯେ ବହୁ ପ୍ରାଚୀନ କାଳ ରୁ ସମ୍ବଲପୁରୀ ହସ୍ତତନ୍ତ୍ର ବସ୍ତ୍ର ର ବୟନ ପ୍ରଣାଳୀ ଏହି ବିଜେପୁର ରୁ ଆରମ୍ଭ ହେଇଥିଲା । 

Schools and college in Bijepur

Govt. High School, Bijepur

ବିଜେପୁର ଠାରେ ପର୍ଯ୍ୟାପ୍ତ ସଂଖ୍ୟା ରେ ସ୍କୁଲ ତଥା ଏକ ପ୍ରତିଷ୍ଠିତ ଡିଗ୍ରୀ କଲେଜ ରହିଛି । ଏହା ସହ ଏଠାରେ ଆନନ୍ଦ ମାର୍ଗ  ଦ୍ଵାରା ପରିଚାଳିତ ସ୍କୁଲ ମଧ୍ୟ ରହିଛି .

Bijepur College, Bijepur

ସ୍ଵାଧୀନତା ସଂଗ୍ରାମ ରେ ବିଜେପୁର ର ଅବଦାନ 

ପଶ୍ଚିମ ଓଡିଶା ର "ମଦର ଟେରେସା " କୁହାଯାଉଥିବା ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ତଥା ସମାଜସେବିକା ପାର୍ବତୀ ଗିରି ଏଠାରେ ସ୍ଵାଧୀନତା ସଂଗ୍ରାମ ସମୟ ରେ ଉଲ୍ଲେଖନୀୟ ଅବଦାନ ଦେବା ସହ ସାରା ପଶ୍ଚିମ ଓଡିଶା ରେ ଦିନ ଦରିଦ୍ର , ଅସହାୟ ମାନଙ୍କ ସେବା ପାଇଁ ବହୁତ କାର୍ଯ୍ୟ କରିଥିଲେ । ସେ ମହାତ୍ମା ଗାନ୍ଧୀ ଙ୍କ ସହ ମିଶି ଏହି ଅଞ୍ଚଳ ରେ ଅସହଯୋଗ ଆନ୍ଦୋଳନ କୁ ଆଗେଇ ନେଇ କାରାବରଣ କରିଥିଲେ । ପାଇକମାଳାଞ୍ଚଳ ରେ ତାଙ୍କ ପ୍ରତିଷ୍ଠିତ ଅନାଥାଶ୍ରମ ଏହି ଅଞ୍ଚଳ ର ଅନାଥ ଶିଶୁ ଙ୍କୁ ନିଜ ଗୋଦା ରେ ଠିଆ ହେବାକୁ ପ୍ରସ୍ତୁତ କରିଥାଏ । 

ବିଜେପୁର ତହସିଲ 

List Of Villages in Bijepur

Badbausen Badbramahani Bairakhapali Beniachal Bhatigaon Bijepur Budapali Baramunda
Charpali Ganthiapali Jaring Jokhipali Kharmunda Laumunda M.srigida Pada
Pahandi Patharala Saipali Samaleipadar Sanbausen Surubali T.gendapali Talapadar
Baunspola

List of sub villages in Bijepur

Ailpur Aimal Arda B Nuapali Badipali Balanda Bandupali Banjidungri
Barangabahal Barguda Barkani Barmunda Baunsanpola Bhalubahal Bhalupali Bhatibahali
Bhetiapadar Bhoipali Bhoiropur Billeipali Brahmanipali Budhadhara Cherangamunda Darlipali
Deheripali Dhumapali Gudimunda J Sirigida Jalpali Jampali Jhirlipali K Gandpali
K Nuapali Kalangadera Kalangapali Kandhara Kandihi Kanpuri Karle Karnapa
Katapali Keseipali Keutipali Khaliapali Khanda Khuntpali Kurkuta Kurlamunda
Lemdhar Litipali Luhurapali M Gandpali Mahaberna Mahulpali Majhipali Manikchoura
Manoharpali Manpur Masanabahal Muindomahul P Gandapali Phulerpali Pipilipali Pradhanmal
Purna Putka Putkigrinjel Rangamatia Ranimal Rengalipali Sadhupali Saledamki
Sandibahal Sargipali Satbandh Tangrupadar Tengra Tuhilamal/Bhulargoth

As per census (Bijepur Block)

1991

Block Population Education Medical Facility Drinking water Post & Telegraph Market Approach road Pucca road Power supply
Bijepur 84568 84084 54021 84568 33056 22014 27409 18368 75194

2001

BLOCK Geog Area (km2) No of House holds No of Villages Population SC population ST population
BIJEPUR 323.94 23135 110 95843 18918 12841

ରାଜନୀତି 

Year Category Name Party Votes
1961 Mohan Nag Congress 7965
1967 Mohan Nag Congress 9169
1971 Tribikram Mallik Congress Rama 7797
1974 General Gananath Pradhan Utkal Congress 19755
1977 General Nityanand Gartia Janata Party 26498
1980 General Rajib Lochan Hota Congress E 23656
1985 General NIkunja Bihari singh Janata Party 33691
1990 General NIkunja Bihari singh J D 48934
1991 Kishorimani Singh J D 44756
1995 General Ripunath Seth Congress 40813
2000 General Ashok Kumar Panigrahi BJD 57298
2004 Subal Sahu Congress 66407
2009 General Subal Sahu Congress 56862

ନୋଟ ସବୁ 

ଆଧାର ସମୂହ 

  1. http://www.maplandia.com/india/orissa/sambalpur/bijepur/
  2. http://www.onefivenine.com/india/villag/Bargarh/Bijepur
  3. http://www.naveenpatnaik.com/Bijepur-Block-nac-municipality-27.html
  4. http://www.fallingrain.com/world/IN/21/Bijepur.html
  5. http://www.census2011.co.in/data/town/380419-bijepur-orissa.html