Jump to content

ବନ୍ଧାଗୁଡ଼ା

ଉଇକିପିଡ଼ିଆ‌ରୁ
୧୯:୨୭, ୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bandhaguda") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Bandhaguda
ବନ୍ଧାଗୁଡା
Village
Country India
StateOdisha
DistrictGanjam
Population
 • Total୬,୦୦୦
Languages
Time zoneUTC+5:30 (IST)
PIN
761106
Telephone code06822
ଯାନବାହାନ ପଞ୍ଚୀକରଣOR-07/OD-07
Nearest citySheragada, Aska, Berhampur
Avg. Summer Temperature42 °C (108 °F)
Websiteodisha.gov.in

ବନ୍ଧାଗୁଡା ଭାରତୀୟ ରାଜ୍ୟ ଓଡିଶା ର ଗଞ୍ଜାମ ଜିଲ୍ଲା ର ଏକ ଗ୍ରାମ । ଏହା ଶ୍ରାଗଡା ବୋଲୋକ୍କ ଅଧୀନ ରେ ଏକଗ୍ରାମପଞ୍ଚାୟତ ମଧ୍ୟ । ଏହି ଅଞ୍ଚଳ ର ମୁଖ୍ୟ ଗ୍ରାମ ହିସାବ ରେ ଏହାଆଖ ପାଖ ଅଞ୍ଚଳ ର 15 ଟି ଗ୍ରାମ କୁ ପ୍ରାଥମିକ ଶିକ୍ଷ୍ୟା ଦେଇ ଥାଏ । ବରହମପୁର ମହାନଗର ଠାରୁ ଏହାର ଦୂରତା 55 କିଲୋମିଟର । 

ଜୀବିକା

ଏଠାରେ ଅଧିକାଂଶ ଅଧିବାସୀ ଚାଷ ଉପରେ ନିର୍ଭରଶୀଳ । ଏଠାରେ ଜଳସେଚନ ର ସୁବିଧା ନଥିବାରୁ ମାତ୍ର ଗୋଟିଏ ଫସଲ ଚାଷ ହେବା ସହ ପନିପରିବା ଉପପନ୍ନ ହେଇଥାଏ । 

ଶିକ୍ଷ୍ୟା 

ଏଠାରେ 2 ଟି ପ୍ରାର୍ଥମିକ ସ୍କୁଲ ଅଞ୍ଚଳ ର ଗ୍ରାମ ମାନଙ୍କପାୟନ ପ୍ରାର୍ଥମିକ ସ୍ତର ର ଶିକ୍ଷ୍ୟା ଦେଇଥାଏ । 

ସଂସ୍କୃତି 

ମୁଖ୍ଯତଃ ହିନ୍ଦୁ ରହୁଥିବା ଗ୍ରାମ ରେ ଶ୍ରୀକୃଷ୍ଣ ମନ୍ଦିର ସହ ଶିବ ମନ୍ଦିର ଓ ମାଁ କାଲୀ ମନ୍ଦିର ରହିଛି । ଗ୍ରାମ ରେ ସମସ୍ତ ପ୍ରକାର ଯାନୀ ଯାତ୍ରା ରୀତିମତ ଭାବରେ ହେଇଥାଏ । 

References