Jump to content

ପାତ୍ରପୁର

ଉଇକିପିଡ଼ିଆ‌ରୁ
୧୯:୦୬, ୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Patrapur") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Patrapur
village
Country India
StateOrissa
DistrictGanjam
Languages
Time zoneUTC+5:30 (IST)
PIN
761004
Telephone code0680
ଯାନବାହାନ ପଞ୍ଚୀକରଣ
  • OR-07
  • OD-07
Nearest cityIchchapuram
Climatenormal (Köppen)

ପାତ୍ରପୁର ଭାରତୀୟ ରାଜ୍ୟ ଓଡିଶା ର ଗଞ୍ଜାମ ଜିଲ୍ଲା ର ଆନ୍ଧ୍ରପ୍ରଦେଶ ର ସିମାଞ୍ଚଳ ଠାରେ ଥିବା ଏକ ସହର । ଏହା ବରହମପୁର ର ଦକ୍ଷିଣ ପଶ୍ଚିମ କୁ ରହିଛି । ଏହା ଗଞ୍ଜାମ ଜିଲ୍ଲା ର ଏକ ସର୍ବ ବୃହତ ଗ୍ରାମ ଓ ଏଠାରେ 15,000 ଲୋକ ବସବାସ କରନ୍ତି । ଏହା ଏକ ବ୍ଲକ ଅଞ୍ଚଳ ମଧ୍ୟ । 

ଆଖପାଖ ଅଞ୍ଚଳ ପାଇଁ ପାତ୍ର ପୁର ଏକ ବ୍ୟବସାୟ କେନ୍ଦ୍ର । ଏହାର ମୁଖ୍ୟ ଜୀବିକା ଅର୍ଜନ ସ୍ରୋତ ଚାଷ । ଏଠାରେ ସମସ୍ତ ପ୍ରକାର ଆଧୁନିକସେବା ଉପଲବ୍ଧ ହେବା ସହ ଶିକ୍ଷ୍ୟା ର ମଧ୍ୟ ଉତ୍ତମ ବ୍ୟବସ୍ଥା ରହିଛି । ଆଣ୍ଡ୍ରା ପ୍ରଦେଶ ସୀମା ରେ ରହିଥିବାରୁ ଏଠାକାର ଲୋକେ ଓଡିଆ ସହ ତେଲୁଗୁ ଭାଷା ମଧ୍ୟ ଜାଣନ୍ତି ଓ ଆନ୍ଧ୍ରା ପ୍ରଦେଶ ସହ ବ୍ଯବସାୟିକ ସମ୍ବନ୍ଧ ରଖିଥାନ୍ତି । ଏଠାରେ ଠାକୁରାଣୀ ଯାତ୍ରା ରେ 50 , 000 ଲୋକ ସମାଗମ ହୁଅନ୍ତି । 

ବାହ୍ୟ ସଂଯୋଗ