Jump to content

କୋୟନା ନଦୀ

ଉଇକିପିଡ଼ିଆ‌ରୁ
୧୩:୦୨, ୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Koina River") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

Koina River
ଦେଶ India
ରାଜ୍ୟ Odisha, Jharkhand
Source
 - location Bhangaon, Odisha
Mouth
 - location Koel River
Length ୮୩ km (୫୨ mi)

କୋୟନା ନଦୀ (ହିନ୍ଦୀ : कोयेना नदी) (ଓଡ଼ିଆ: କୋଯେନା ନଦି) ଭାରତୀୟ ରାଜ୍ୟ ଝାରଖଣ୍ଡ  ର ପଶ୍ଚିମ ସିଂହଭୂମି ଅଞ୍ଚଳ କୁ  ଓଡିଶା ରୁ  ପ୍ରବାହିତ ଏକ ନଦୀ ।  []

ଓଡିଶା ର ଭଙ୍ଗାଅ ଅଞ୍ଚଳ ରୁ ଉପ୍ପତି ହେଇ ଏହି ନଦୀ ଦକ୍ଷିଣ କୋଏଲ ନଦୀ ରେ ମିଳିତ ହେବା ଆଗରୁ 83 କିଲୋମିଟର ପ୍ରବାହିତ ହେଇଥାଏ । ଏହା ସରଣ୍ଡା ଜଙ୍ଗଲ ଅଞ୍ଚଳ ଦେଇ ଯାଇଥାଏ । .[]

ଏହି ଅଞ୍ଚଳ ର ଅଧିକାଂଶ ନଦୀ ଗ୍ରୀଷ୍ମ ଋତୁ ରେ ଶୁଖିଲା ହେଇଯାଉଥିଲେ ମଧ୍ୟ ଏହି ନଦୀ ରେ ଜଳ ପ୍ଲାବନ ଥାଏ , କାରଣ ଏଥିରେ ବହୁଳ ସଂଖ୍ୟା ରେ ନାଳ ର ପାଟଣା ହେଇଥାଏ । []

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. {{cite web}}: Empty citation (help)