କୋୟନା ନଦୀ
ଦେଖଣା
Koina River | |
ଦେଶ | ଭାରତ |
---|---|
ରାଜ୍ୟ | ଓଡ଼ିଶା, ଝାଡ଼ଖଣ୍ଡ |
Source | |
- location | ଭାଁଗାଓଁ, ଓଡ଼ିଶା |
Mouth | |
- location | ଦକ୍ଷିଣ କୋଏଲ ନଦୀ |
Length | ୮୩ km (୫୨ mi) |
କୋୟନା ନଦୀ (English: Koina River) ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଅଞ୍ଚଳକୁ ଓଡ଼ିଶାରୁ ପ୍ରବାହିତ ଏକ ନଦୀ [୧]
ଓଡ଼ିଶାର ଭାଁଗାଓଁ ଅଞ୍ଚଳରୁ ଉପ୍ପତି ହୋଇ ଏହି ନଦୀ ଦକ୍ଷିଣ କୋଏଲ ନଦୀରେ ମିଳିତ ହେବା ଆଗରୁ ୮୩ କିଲୋମିଟର ପ୍ରବାହିତ ହେଇଥାଏ । ଏହା ସରଣ୍ଡା ଜଙ୍ଗଲ ଅଞ୍ଚଳ ଦେଇ ଯାଇଥାଏ ।[୨]
ଏହି ଅଞ୍ଚଳର ଅଧିକାଂଶ ନଦୀ ଗ୍ରୀଷ୍ମ ଋତୁରେ ଶୁଖିଲା ହେଇଯାଉଥିଲେ ମଧ୍ୟ ଏହି ନଦୀରେ ଜଳ ପ୍ଲାବନ ଥାଏ, କାରଣ ଏଥିରେ ବହୁଳ ସଂଖ୍ୟାରେ ନାଳର ପତନ ହେଇଥାଏ । [୩]
ଆଧାର
[ସମ୍ପାଦନା]- ↑ "West Singhbhum district of Jharkhand". River System. District administration. Retrieved 2010-04-20.
- ↑ "Animals choke on toxic water". The Telegraph, 26 April 2005. Retrieved 2010-04-20.
- ↑ "The West Singhbhum District" (PDF). Archived from the original (PDF) on 2011-07-13. Retrieved 2010-04-20.