Jump to content

ଶାବରୀ ନଦୀ

ଉଇକିପିଡ଼ିଆ‌ରୁ
୧୪:୪୬, ୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sabari River") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଶାବରୀ ନଦୀ (ତେଲୁଗୁ: శబరి నది) ଗୋଦାବରୀ ନଦୀ ର ଏକ ମୁଖ୍ୟ ଉପନଦୀ । ଏହା ଭାରତୀୟ ରାଜ୍ୟ ଛତିଶଗଦ , ଓଡିଶା ଓ ଆନ୍ଧ୍ରା ପ୍ରଦେଶ ଦେଇ ପ୍ରବାହିତ ହୁଏ ଓ ଓଡିଶା ରେ ଏହାକୁ କୋଲାବ ନଦୀ ବୋଲି କୁହାଯାଇଥାଏ । ଏହାର ଉତ୍ପତ୍ତି ସ୍ଥଳ ପୂର୍ବଘାଟ ପର୍ବତ ମାଳାର ପଶ୍ଚିମ ଅଞ୍ଚଳ ର ଗଡାଣି ରୁ 1370 ମିଟର[] ପତ୍ତନ ଉପରୁ  ସ୍ଥାନ ରୁ ହେଇଥାଏ । ଏହାର ବେସିନ ଅଞ୍ଚଳ ବର୍ଷକୁ ହାରାହାରି 1250 ମିଲିମିଟର ଜଳ ପ୍ରାପ୍ତ ହେଇଥାଏ । ଏହା ଛତିଶଗଦ ଓ ଓଡିଶା ରାଜ୍ୟ ର ସୀମା ଦେଇ ଯାଇ ଆନ୍ଧ୍ରା ପ୍ରଦେଶ କୁ ପ୍ରବେଶ କଳା ପରେ ଗୋଦାବରୀ[] ସହ ସମ୍ମିଳିତ ହୁଏ । ଓଡିଶା ରେ ଅପର- କୋଲାବ ନାମକ ପ୍ରକଳ୍ପ ରେ ଏହା ଜଳବିଦ୍ୟୁତ ଉତ୍ପାଦନ କରିବା ସହ ଜଳ ଯୋଗାଣ ପାଇଁ ଜଳାଶୟ ନିର୍ମାଣ ହେଇଛି ।  

ଏହି ନଦୀ ର ଗଡାଣି ଖୁବ ତୀବ୍ର ରହୁଥିବାରୁ ଏହା ମାଧ୍ୟମ ଧରଣ ର ବନ୍ଧ ନିର୍ମାଣ କରି ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ଖୁବ ଯୂପଯୋଗୀ ।  .[][][] ଜୁଆର ନଲ୍ଲା ଦେଇ ଇନ୍ଦ୍ରାବତୀ ନଦୀ ର ଅତିରିକ୍ତ ବନ୍ୟା ଜଳ ଏହି ନଦୀ କୁ ଅଣା ଯାଇପାରିବ । 

ସିଲେରୁ ନଦୀ ( ଯାହା ଉପରେ ମାଛଖଣ୍ଡ ପ୍ରକଳ୍ପ ରହିଛି ) ଏହି ସବାରି ନଦୀ ର ଏକମୁଖ୍ୟ ଉପନଦୀ । ଏହା ଆନ୍ଧ୍ରା ପ୍ରଦେଶ , ଛତିଶଗଦ ଓ ଓଡିଶା ର ସୀମା ର ମିଶ୍ରଣ ଅଞ୍ଚଳ ରେ ମିଶିଛି । ଏହାର ମଧ୍ୟ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏହା ଉପରେ ଅନେକ ମାଧ୍ୟମ ଜଳ ପକଳ୍ପ ବର୍ତମାନ ରହିଛି .

ପୁନଶ୍ଚ ଦେଖଣା 

ଆଧାର ସମୂହ 

  1. "Godavari river basin map"
  2. Sabari in spate
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. {{cite web}}: Empty citation (help)