Jump to content

ବଣାଇ ରାଜ୍ୟ

ଉଇକିପିଡ଼ିଆ‌ରୁ
୧୦:୨୮, ୧୬ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bonai") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବଣାଇ ରହୟ  (ଓଡ଼ିଆ: ବଣାଇ), ବ୍ରିଟିଶ ଭାରତ ସମୟ ରେ ଥିବା ଏକ ଭାରତୀୟ ରାଜ୍ୟ । ଏହା ଏକଦା ଛୋଟନାଗପୁର ରାଜ୍ୟ ସମୂହ ର ଅଂଶ ବିଶେଷ ଥିଲା ଓ ଏହାର ରାଜଧାନୀ ବଣାଇଗଡ[] ଠାରେ ଥିଲା । ବର୍ତମାନ ଏହା ଓଡିଶା ର ସୁନ୍ଦରଗଡ ଜିଲ୍ଲା ରେ ଅବସ୍ଥିତ । ଏହାର ଆୟତନ 8,907 ବର୍ଗ କିଲୋମିଟର ଓ 1892 ରେ ଏହାର ଜନସଂଖ୍ୟା 24,026 ଥିଲା 

ଇତିହାସ 

ପ୍ରାଚୀନ ବଣାଇ ରାଜ୍ୟ 12 ତମ ଶତାବ୍ଦୀ ରେ ଜଯପୁର କାଚବାହା ରାଜପୁତ ବଂଶ ର ଚାରି ଭାଇ ଙ୍କ ମଧ୍ୟରୁ ଜଣଙ୍କ ଦ୍ଵାରା ଦ୍ଵାରା ସ୍ଥାପିତ ହେଇଥିଲା । ସେମାନେ ପୁରୀ କୁ ତୀର୍ଥ ଯାତ୍ରା ରେ ଆସିଥିବା ସମୟ ରେ ଏହି ଅଞ୍ଚଳ କୁ ଅକ୍ତିଆର କୁ ନେଇ ରାଜ୍ୟ ଭାବରେ ସ୍ଥାପନ କରି ରହିଗଲେ । ଆଉ ଜଣେ ଭାଇ ତାଳଚେର ରାଜ୍ୟ ସ୍ଥାପନ କରି ଶାସକ ଭାବେ ରହିଥିବା ଏଲେ ଅନ୍ୟ ଦୁଇ ଭାଇ ନିହତ ହେଇଥିଲେ । []

Tବଣାଇ ର ଶାସକ ରାଠୋର ରାଜପୁତ ଥିଲେ ଓ ସରେଇକେଲା , ଖରସୁଆ ଓ ରେଢାଖୋଲ ଶାସକ ମାନଙ୍କ ସମ୍ପର୍କିତ ଥିଲେ । 1948 ଏପ୍ରିଲ 15 ରେ ବଣାଇ ର ଶେଷ ଶାସକ ଭାରତୀୟ ରାଷ୍ଟ୍ରାସଙ୍ଘ କୁ ନିଜର ରାଜ୍ୟ ସମର୍ପଣ କରିଥିଲେ । []

ଶାସକ 

ବଣାଇ ରାଜ୍ୟ ର ଶାସକ ଙ୍କୁ " ରାଜା " ଉପାଧି ରେ କୁହାଯାଉଥିଲା । []

ବଣାଇ ର ରାଜା  ସବୁ 

  • 1804–1851 : ଦୟାନିଧି ଚନ୍ଦ୍ର deo(died 1851)
  • 1851–1876 : ଚନ୍ଦ୍ର ଦେଓ 
  • 1876-1898 : ଇନ୍ଦ୍ର ଦେଓ 
  • 1898 -1902 : ନୀଳାମ୍ବର ଚନ୍ଦ୍ର ଦେଓ 
  • 19 Feb 1902 – 1947? : ଧରଣିଧର ଦେଓ 

ପୁନଶ୍ଚ ଦେଖଣା 

  • Eastern States Agency
  • Chota Nagpur States

ଆଧାର ସମୂହ 

  1. Malleson, G. B.: An historical sketch of the native states of India, London 1875, Reprint Delhi 1984
  2. Rajput Provinces of India - Talcher (Princely State)
  3. Bonai Princely State
  4. Princely States of India A-J