ବଣାଇ ରାଜ୍ୟ

ଉଇକିପିଡ଼ିଆ‌ରୁ

ବଣାଇ ରାଜ୍ୟ
ବଣାଇ
Princely State of British India
12th century–1948
Location of Bonai
Location of Bonai
Bonai State in the Imperial Gazetteer of India
History
 •  Established 12th century
 •  Accession to the Union of India 1948
Area
 •  1892 ୮,୯୦୭ km2 (୩,୪୩୯ sq mi)
Population
 •  1892 ୨୪,୦୨୬ 
Density ୨.୭ /km2  (୭ /sq mi)
Rajput Provinces of India - Bonai (Princely State)

ବଣାଇ ରାଜ୍ୟ   (ଓଡ଼ିଆ: ବଣାଇ), ବ୍ରିଟିଶ ଭାରତ ସମୟରେ ଥିବା ଏକ ଭାରତୀୟ ରାଜ୍ୟ । ଏହା ଏକଦା ଛୋଟନାଗପୁର ରାଜ୍ୟ ସମୂହର ଅଂଶ ବିଶେଷ ଥିଲା ଓ ଏହାର ରାଜଧାନୀ ବଣାଇଗଡ[୧]ଠାରେ ଥିଲା । ବର୍ତ୍ତମାନ ଏହା ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାରେ ଅବସ୍ଥିତ । ଏହାର ଆୟତନ 8,907 ବର୍ଗ କିଲୋମିଟର ଓ 1892ରେ ଏହାର ଜନସଂଖ୍ୟା 24,026 ଥିଲା 

ଇତିହାସ [ସମ୍ପାଦନା]

ପ୍ରାଚୀନ ବଣାଇ ରାଜ୍ୟ 12 ତମ ଶତାବ୍ଦୀରେ ଜଯପୁର କୁଚୱାହ ରାଜପୁତ ବଂଶର ଚାରି ଭାଇଙ୍କ ମଧ୍ୟରୁ ଜଣଙ୍କଦ୍ୱାରାଦ୍ୱାରା ସ୍ଥାପିତ ହେଇଥିଲା । ସେମାନେ ପୁରୀକୁ ତୀର୍ଥ ଯାତ୍ରାରେ ଆସିଥିବା ସମୟରେ ଏହି ଅଞ୍ଚଳକୁ ଅକ୍ତିଆରକୁ ନେଇ ରାଜ୍ୟ ଭାବରେ ସ୍ଥାପନ କରି ରହିଗଲେ । ଆଉ ଜଣେ ଭାଇ ତାଳଚେର ରାଜ୍ୟ ସ୍ଥାପନ କରି ଶାସକ ଭାବେ ରହିଥିବା ଏଲେ ଅନ୍ୟ ଦୁଇ ଭାଇ ନିହତ ହେଇଥିଲେ । [୨]

Tବଣାଇର ଶାସକ ରାଠୋର ରାଜପୁତ ଥିଲେ ଓ ସରେଇକେଲା, ଖରସୁଆ ଓ ରେଢାଖୋଲ ଶାସକ ମାନଙ୍କ ସମ୍ପର୍କିତ ଥିଲେ । 1948 ଏପ୍ରିଲ 15ରେ ବଣାଇର ଶେଷ ଶାସକ ଭାରତୀୟ ରାଷ୍ଟ୍ରାସଙ୍ଘକୁ ନିଜର ରାଜ୍ୟ ସମର୍ପଣ କରିଥିଲେ । [୩]

ଶାସକ [ସମ୍ପାଦନା]

ବଣାଇ ରାଜ୍ୟର ଶାସକଙ୍କୁ " ରାଜା " ଉପାଧିରେ କୁହାଯାଉଥିଲା । [୪]

ବଣାଇର ରାଜା  ସବୁ [ସମ୍ପାଦନା]

  • 1804–1851 : ଦୟାନିଧି ଚନ୍ଦ୍ର deo(died 1851)
  • 1851–1876 : ଚନ୍ଦ୍ର ଦେଓ 
  • 1876-1898 : ଇନ୍ଦ୍ର ଦେଓ 
  • 1898 -1902 : ନୀଳାମ୍ବର ଚନ୍ଦ୍ର ଦେଓ 
  • 19 Feb 1902 – 1947? : ଧରଣିଧର ଦେଓ 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Eastern States Agency
  • Chota Nagpur States

ଆଧାର [ସମ୍ପାଦନା]

  1. Malleson, G. B.: An historical sketch of the native states of India, London 1875, Reprint Delhi 1984
  2. Rajput Provinces of India - Talcher (Princely State)
  3. Bonai Princely State
  4. Princely States of India A-J