Jump to content

କେ. ଏଲ. ରାହୁଲ

ଉଇକିପିଡ଼ିଆ‌ରୁ
୧୩:୧୪, ୫ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "K. L. Rahul") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

କୂମର ଲୋକେଶ ରାହୁଲ  ( ଜନ୍ମ ୧୮ ଏପ୍ରିଲ ୧୯୯୨) ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି । ସେ ୨୦୧୦ ୧୯ ବର୍ଷ ରୁ ତଳ ବିଶ୍ଵ କପ ରେ ଖେଳିଥିଲେ । ୨୦୧୪ -୧୫ ରେ ଅନ୍ତର୍ଜାତିକ ଖେଳ କୁ ଆସିଥିବା ରାହୁଲ ସମସ୍ତ ୩ ପ୍ରକାର ଫର୍ମାଟ ରେ ଶତକ କରିଥିବା ଖେଳାଳି । ସେ ଏକଦିବାସୀୟ ଅନ୍ତର୍ଜାତିକ ମେଚ ରେ ପଦାର୍ପଣ ରେ ଶତକ ଅର୍ଜନ କରିଥିବା ପ୍ରଥମ ଭାରତୀୟ । T୨୦ ରେ ତାଙ୍କର ୪୬ ବଲ ରେ ୧୦୦ ରନ ବିଶ୍ଵ ର ଦ୍ଵିତୀୟ ଦ୍ରୁତତମ ଶତକ । ପୁଣି ୱେଷ୍ଟ ଇଣ୍ଡିଜ ବିରୁଦ୍ଧ ରେ ତାଙ୍କର ୫୧ ବଲ ରେ ୧୧୦ ଅବିଜିତ ସ୍କୋର ଏକ ମାଇଲ ଷ୍ଟୋନ କୁହାଯାଏ । ୩ ଟି ଯାକ ଫର୍ମାଟ ପ୍ରଥମ ଶତକ  ସେ କେବଳ ବାଉଣ୍ଡରୀ ରେ କରିଥିଲେ ।  

ଘରେଇ ପ୍ରଦର୍ଶନ 

୨୦୧୦-୧୧ ରେ ରାହୁଲ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ । ଆଇପିଏଲ ରେ ବାଙ୍ଗାଲୋର ପାଇଁ ୨୦୧୩ ରେ ଖେଳିଲେ ।[] ୨୦୧୪-୧୫ ଦୁଲିପ ଟ୍ରଫି ରେ ତାଙ୍କର ୨୩୩ ବଲରେ ୧୮୫ ରନ  ଓ ତା ପରେ ୧୫୨ ବଲ ରେ ୧୩୦ ରନ କରି ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ରଣଜୀ ଟ୍ରଫି ରେ ସେ ଉତ୍ତର ପ୍ରଦେଶ ବିପକ୍ଷୀ ରେ ୪୪୮ ବଲ ରେ ୩୩୭ ରନ କରିଥିଲେ । 

ଅନ୍ତର୍ଜାତିକ ପ୍ରଦର୍ଶନ 

୨୦୧୪ ରେ ଭାରତୀୟ ଜାତୀୟ ଦଳ ପାଇଁ ବଛା ହେଇ ସେ କୃତି ର ସହ ଖେଳିଥିଲେ । ପ୍ରଥମେ ଅସଫଳ ହେଇଥିଲେ ଭି ପରେ ୪ ର୍ଥ ଟେଷ୍ଟ ରେ ୧୧୦ ରନ କରିଥିଲେ । ଶ୍ରୀଲଙ୍କା ରେ ସେ ତାଙ୍କର ୨ ୟ ଶତକ କରିଥିଲେ । ସେ ଆହତ ୱିକେଟ କିପର ସାହା ଙ୍କ ସ୍ଥାନ ରେ ୱିକେଟ କିପିଙ୍ଗ ମଧ୍ୟ କରିଥିଲେ।[] ଜିମ୍ବାବ୍ୱେ ଗସ୍ତ ରେ ଯାଇ ସେ ତାଙ୍କର ପ୍ରଥମ ଏକଦିବାସୀୟ ଶତକ କରିଥିଲେ ।[][] 


ରାହୁଲ ୨୦୧୬ ଭାରତୀୟ ଦଳ ର ୱେଷ୍ଟ ଇଣ୍ଡିଜ ଗସ୍ତ ପାଇଁ ଯାଇ ୨ ୟ ଟେଷ୍ଟ ରେ ୧୫୮ ରନ କରିଥିଲେ । ସେ ।ଓପନର ହିସାବ ରେ ଏହା  ସ୍କୋର କରି ପ୍ରଥମ ଭାରତୀୟ ଭ୍ୟାବେ ପଦାର୍ପଣ ମେଚ ରେ ୱେଷ୍ଟ ଇଣ୍ଡିଜ ସହ ଶତକ କରିବାରେ ପ୍ରଥମ ଭାରତୀୟ ହେଲେ ।[]ତତ୍ ପରେ ସେ ଆମେରିକା ରେ ପ୍ରଥମ T୨୦ ମେଚ ରେ ଶତକ ହାସଲ କଲେ ମଧ୍ୟ ଭରତ ମେଚ ହଋ ଯାଇଥିଲା [][]

ଆଇପିଏଲ ଜୀବନ 

ଆଇପିଏଲ ରେ ରାହୁଲ ବାଙ୍ଗାଲୋର ଦଳ ପାଇଁ ୨୦୧୪ ରୁ ଖେଳୁଥିଲେ । ତାହା ପରେ ସେ ହୟଦ୍ରାବାଦ ଦଳ କୁ ଯାଇ ପୁଣି ୨୦୧୬ ରେ ପ୍ରତ୍ୟାବର୍ତନ କରିଥିଲେ । 

ବ୍ୟକ୍ତିଗତ ଜୀବନ 

୧୮ ଏପ୍ରିଲ ୧୯୯୨ ରେ ଜନ୍ମିତ ରାହୁଲ ଙ୍କ ପିତା ଡାଃ ଲୋକେଶ ଜଣେ ଇଂଜିନିଯରିଂ ପ୍ରଫେସର ଓ ମାଁ ଜଣେ ଇତିହାସ ପ୍ରଫେସର । [][]

ରାହୁଲ ଙ୍କ ପିତା ସୁନୀଲ ଗାଭାସ୍କର ଙ୍କ  ଜଣେ ବଡ ପ୍ରଶଂଶକ ଥିଲେ । ସେ ତାଙ୍କ ପୁତ୍ର ଙ୍କ ନାମ କୁ ରୋଶନ ସ୍ଥାନ ରେ ରାହୁଲ ଭାବି ରାହୁଲ ଦେଇଥିଲେ ।[୧୦][] ରାହୁଲ ଙ୍କ ପିତା ଙ୍କ କହିବା ହିସାବ ରେ ରାହୁଲ ୧୧ ବର୍ଷ ବୟସ ରେ କ୍ରିକେଟ ଖେଳିବା ଆରଭ କରିଥିଲେ । []

ଅନ୍ତର୍ଜାତିକ ଶତକ 

ଟେଷ୍ଟ ରେ 

KL Rahul's Test centuries
S.No. Runs Match Against City/Country Venue Year Result
1 110 2  AustraliaAustralia Australia Sydney, Australia Sydney Cricket Ground 2015 Drawn
2 108 4  Sri LankaSri Lanka Sri Lanka Colombo, Sri Lanka Paikiasothy Saravanamuttu Stadium 2015 Won
3 158 6  West IndiesWest Indies Jamaica Kingston, Jamaica Sabina Park 2016 Drawn

ଏକଦିବାସୀୟ ରେ 

KL Rahul's One Day International centuries
S.no Runs Match Against City/Country Venue Year Results
1 100* 1  ZimbabweZimbabwe Zimbabwe Harare, Zimbabwe Harare Sports Club 2016 Won

T୨୦ ରେ 

KL Rahul's Twenty20 International centuries
S.no Runs Match Against City/Country Venue Year Results
1 110* 4  West IndiesWest Indies United States Lauderhill, America Central Broward Regional Park 2016 Lost

ଅନ୍ତର୍ଜାତିକ ପୁରସ୍କାର 

ଟେଷ୍ଟ ରେ 

ମେନ ଓଫ ମେଚ 

No. Opponent Series Match Performance Result
1  Sri LankaSri Lanka 2nd Test – India in Sri Lanka in 2015 1st innings: 108 (190 balls, 13×4, 1x6); 1 ct.

2nd innings: 2 (3 balls) ; 1 ct.

 IndiaIndia won by 278 runs.[୧୧]

ଏକଦିବସୀୟ ରେ 

ମେନ ଓଫ ସିରିଜ 

No. Opponent Series Season Match Performance Result
1  ZimbabweZimbabwe Killer Cup - Indian cricket team in Zimbabwe ODI Series 2016 196 (3 Matches, 1×100, 1×50); 3 Ct.  IndiaIndia won the Series by 3-0.[୧୨]

ମେନ ଓଫ ମେଚ 

No. Opponent Venue Date Match Performance Result
1  ZimbabweZimbabwe Harare Sports Club, Harare 11 June 2016 100* (115 balls: 7x4, 1x6); 1 ct.  IndiaIndia won by 9 wickets.[୧୩]
2  ZimbabweZimbabwe Harare Sports Club, Harare 15 June 2016 63* (70 balls: 4x4, 2x6); 2 ct.  IndiaIndia won by 10 wickets.[୧୪]

ଆଧାର ସମୂହ 

  1. "Cricbuzz profile of Lokesh Rahul"
  2. http://www.espncricinfo.com/sri-lanka-v-india-2015/content/story/911249.html
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. {{cite web}}: Empty citation (help)
  7. {{cite web}}: Empty citation (help)
  8. ୮.୦ ୮.୧ {{cite web}}: Empty citation (help)
  9. ୯.୦ ୯.୧ {{cite web}}: Empty citation (help)
  10. {{cite web}}: Empty citation (help)
  11. {{cite web}}: Empty citation (help)
  12. {{cite web}}: Empty citation (help)
  13. {{cite web}}: Empty citation (help)
  14. {{cite web}}: Empty citation (help)

ବାହ୍ୟ ସଂଯୋଗ ସବୁ