କେ. ଏଲ. ରାହୁଲ

ଉଇକିପିଡ଼ିଆ‌ରୁ

K. L. Rahul
Rahul at the Sydney Cricket Ground in January 2015
ବ୍ୟକ୍ତିଗତ ତଥ୍ୟ
ନାମKannur Lokesh Rahul[୧]
ଜନ୍ମ (1992-04-17) ୧୭ ଅପ୍ରେଲ ୧୯୯୨ (ବୟସ ୩୧)
Mangalore, Karnataka, India
ବ୍ୟାଟିଂ ପ୍ରକାରRight-handed
ଭୂମିକାBatsman; Occasional wicket-keeper
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 284)26 December 2014 v Australia
ଶେଷ ଟେଷ୍ଟ26 September 2016 v New Zealand
ପ୍ରଥମ ଦିନିକିଆ (cap 213)11 June 2016 v Zimbabwe
ଶେଷ ଦିନିକିଆ15 June 2016 v Zimbabwe
ଦିନିକିଆ ଜାମା ନମ୍ବର11
ଘରୋଇ ଦଳ ତଥ୍ୟ
YearsTeam
2010–presentKarnataka
2013, 2016-presentRoyal Challengers Bangalore
2014–2015Sunrisers Hyderabad (squad no. 11)
Career statistics
ପ୍ରତିଯୋଗିତା Test ODI FC T20Is
ମ୍ୟାଚ ସଂଖ୍ୟା 9 3 44 5
ମୋଟ ରନ 562 196 3771 179
ବ୍ୟାଟିଂ ହାର 37.46 196 53.11 89.50
ଶତକ/ଅର୍ଦ୍ଧଶତକ 3/1 1/1 11/14 1/0
ସର୍ବାଧିକ ରନ 158 100* 337 110*
ବଲ ସଂଖ୍ୟା - - 168 -
ଉଇକେଟ - - 0 -
ବୋଲିଂ ହାର - - - -
ଇନିଙ୍ଗସରେ ୫ଟି ଉଇକେଟ - - - -
ମ୍ୟାଚରେ ୧୦ଟି ଉଇକେଟ - - - -
ସବୁଠୁ ଭଲ ବୋଲିଂ - - - -
କ୍ୟାଚ/ଷ୍ଟମ୍ପିଙ୍ଗ 16/0 3/0 49/0 1/0
Source: Cricinfo, 02 September 2016


କୂମର ଲୋକେଶ ରାହୁଲ  ( ଜନ୍ମ ୧୮ ଏପ୍ରିଲ ୧୯୯୨) ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି । ସେ ୨୦୧୦ ୧୯ ବର୍ଷରୁ ତଳ ବିଶ୍ୱ କପରେ ଖେଳିଥିଲେ । ୨୦୧୪ -୧୫ରେ ଅନ୍ତର୍ଜାତିକ ଖେଳକୁ ଆସିଥିବା ରାହୁଲ ସମସ୍ତ ୩ ପ୍ରକାର ଫର୍ମାଟରେ ଶତକ କରିଥିବା ଖେଳାଳି । ସେ ଏକଦିବାସୀୟ ଅନ୍ତର୍ଜାତିକ ମେଚରେ ପଦାର୍ପଣରେ ଶତକ ଅର୍ଜନ କରିଥିବା ପ୍ରଥମ ଭାରତୀୟ । T୨୦ରେ ତାଙ୍କର ୪୬ ବଲରେ ୧୦୦ ରନ ବିଶ୍ୱର ଦ୍ୱିତୀୟ ଦ୍ରୁତତମ ଶତକ । ପୁଣି ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ତାଙ୍କର ୫୧ ବଲରେ ୧୧୦ ଅବିଜିତ ସ୍କୋର ଏକ ମାଇଲ ଷ୍ଟୋନ କୁହାଯାଏ । ୩ଟି ଯାକ ଫର୍ମାଟ ପ୍ରଥମ ଶତକ  ସେ କେବଳ ବାଉଣ୍ଡରୀରେ କରିଥିଲେ ।  

ଘରେଇ ପ୍ରଦର୍ଶନ [ସମ୍ପାଦନା]

୨୦୧୦-୧୧ରେ ରାହୁଲ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ । ଆଇପିଏଲରେ ବାଙ୍ଗାଲୋର ପାଇଁ ୨୦୧୩ରେ ଖେଳିଲେ ।[୨] ୨୦୧୪-୧୫ ଦୁଲିପ ଟ୍ରଫିରେ ତାଙ୍କର ୨୩୩ ବଲରେ ୧୮୫ ରନ  ଓ ତା ପରେ ୧୫୨ ବଲରେ ୧୩୦ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରଣଜୀ ଟ୍ରଫିରେ ସେ ଉତ୍ତର ପ୍ରଦେଶ ବିପକ୍ଷୀରେ ୪୪୮ ବଲରେ ୩୩୭ ରନ କରିଥିଲେ । 

ଅନ୍ତର୍ଜାତିକ ପ୍ରଦର୍ଶନ [ସମ୍ପାଦନା]

୨୦୧୪ରେ ଭାରତୀୟ ଜାତୀୟ ଦଳ ପାଇଁ ବଛା ହେଇ ସେ କୃତିର ସହ ଖେଳିଥିଲେ । ପ୍ରଥମେ ଅସଫଳ ହେଇଥିଲେ ଭି ପରେ ୪ ର୍ଥ ଟେଷ୍ଟରେ ୧୧୦ ରନ କରିଥିଲେ । ଶ୍ରୀଲଙ୍କାରେ ସେ ତାଙ୍କର ୨ ୟ ଶତକ କରିଥିଲେ । ସେ ଆହତ ୱିକେଟ କିପର ସାହାଙ୍କ ସ୍ଥାନରେ ୱିକେଟ କିପିଙ୍ଗ ମଧ୍ୟ କରିଥିଲେ।[୩] ଜିମ୍ବାବ୍ୱେ ଗସ୍ତରେ ଯାଇ ସେ ତାଙ୍କର ପ୍ରଥମ ଏକଦିବାସୀୟ ଶତକ କରିଥିଲେ ।[୪] 


ରାହୁଲ ୨୦୧୬ ଭାରତୀୟ ଦଳର ୱେଷ୍ଟ ଇଣ୍ଡିଜ ଗସ୍ତ ପାଇଁ ଯାଇ ୨ ୟ ଟେଷ୍ଟରେ ୧୫୮ ରନ କରିଥିଲେ । ସେ ।ଓପନର ହିସାବରେ ଏହା  ସ୍କୋର କରି ପ୍ରଥମ ଭାରତୀୟ ଭ୍ୟାବେ ପଦାର୍ପଣ ମେଚରେ ୱେଷ୍ଟ ଇଣ୍ଡିଜ ସହ ଶତକ କରିବାରେ ପ୍ରଥମ ଭାରତୀୟ ହେଲେ ।[୫]ତତ୍ ପରେ ସେ ଆମେରିକାରେ ପ୍ରଥମ T୨୦ ମେଚରେ ଶତକ ହାସଲ କଲେ ମଧ୍ୟ ଭରତ ମେଚ ହଋ ଯାଇଥିଲା

ଆଇପିଏଲ ଜୀବନ [ସମ୍ପାଦନା]

ଆଇପିଏଲରେ ରାହୁଲ ବାଙ୍ଗାଲୋର ଦଳ ପାଇଁ ୨୦୧୪ରୁ ଖେଳୁଥିଲେ । ତାହା ପରେ ସେ ହୟଦ୍ରାବାଦ ଦଳକୁ ଯାଇ ପୁଣି ୨୦୧୬ରେ ପ୍ରତ୍ୟାବର୍ତନ କରିଥିଲେ । 

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

୧୮ ଏପ୍ରିଲ ୧୯୯୨ରେ ଜନ୍ମିତ ରାହୁଲଙ୍କ ପିତା ଡାଃ ଲୋକେଶ ଜଣେ ଇଂଜିନିଯରିଂ ପ୍ରଫେସର ଓ ମାଁ ଜଣେ ଇତିହାସ ପ୍ରଫେସର । [୬][୭]

ରାହୁଲଙ୍କ ପିତା ସୁନୀଲ ଗାଭାସ୍କରଙ୍କ  ଜଣେ ବଡ଼ ପ୍ରଶଂଶକ ଥିଲେ । ସେ ତାଙ୍କ ପୁତ୍ରଙ୍କ ନାମକୁ ରୋଶନ ସ୍ଥାନରେ ରାହୁଲ ଭାବି ରାହୁଲ ଦେଇଥିଲେ ।[୮][୭] ରାହୁଲଙ୍କ ପିତାଙ୍କ କହିବା ହିସାବରେ ରାହୁଲ ୧୧ ବର୍ଷ ବୟସରେ କ୍ରିକେଟ ଖେଳିବା ଆରଭ କରିଥିଲେ ।|website=Rediff|access-date=2016-05-10}}</ref> Rahul's father said in an interview that Rahul started playing cricket at the age of 11.[୬]


ଅନ୍ତର୍ଜାତିକ ଶତକ [ସମ୍ପାଦନା]

ଟେଷ୍ଟ ରେ [ସମ୍ପାଦନା]

KL Rahul's Test centuries
S.No. Runs Match Against City/Country Venue Year Result
1 110 2  AustraliaAustralia Australia Sydney, Australia Sydney Cricket Ground 2015 Drawn
2 108 4  Sri LankaSri Lanka Sri Lanka Colombo, Sri Lanka Paikiasothy Saravanamuttu Stadium 2015 Won
3 158 6  West IndiesWest Indies Jamaica Kingston, Jamaica Sabina Park 2016 Drawn

ଏକଦିବାସୀୟ ରେ [ସମ୍ପାଦନା]

KL Rahul's One Day International centuries
S.no Runs Match Against City/Country Venue Year Results
1 100* 1  ZimbabweZimbabwe Zimbabwe Harare, Zimbabwe Harare Sports Club 2016 Won

T୨୦ ରେ [ସମ୍ପାଦନା]

KL Rahul's Twenty20 International centuries
S.no Runs Match Against City/Country Venue Year Results
1 110* 4  West IndiesWest Indies United States Lauderhill, America Central Broward Regional Park 2016 Lost

ଅନ୍ତର୍ଜାତିକ ପୁରସ୍କାର [ସମ୍ପାଦନା]

ଟେଷ୍ଟ ରେ [ସମ୍ପାଦନା]

ମେନ ଓଫ ମେଚ [ସମ୍ପାଦନା]

No. Opponent Series Match Performance Result
1  Sri LankaSri Lanka 2nd Test – India in Sri Lanka in 2015 1st innings: 108 (190 balls, 13×4, 1x6); 1 ct.

2nd innings: 2 (3 balls) ; 1 ct.

 IndiaIndia won by 278 runs.

ଏକଦିବସୀୟ ରେ [ସମ୍ପାଦନା]

ମେନ ଓଫ ସିରିଜ [ସମ୍ପାଦନା]

No. Opponent Series Season Match Performance Result
1  ZimbabweZimbabwe Killer Cup - Indian cricket team in Zimbabwe ODI Series 2016 196 (3 Matches, 1×100, 1×50); 3 Ct.  IndiaIndia won the Series by 3-0.

ମେନ ଓଫ ମେଚ [ସମ୍ପାଦନା]

No. Opponent Venue Date Match Performance Result
1  ZimbabweZimbabwe Harare Sports Club, Harare 11 June 2016 100* (115 balls: 7x4, 1x6); 1 ct.  IndiaIndia won by 9 wickets.
2  ZimbabweZimbabwe Harare Sports Club, Harare 15 June 2016 63* (70 balls: 4x4, 2x6); 2 ct.  IndiaIndia won by 10 wickets.

ଆଧାର [ସମ୍ପାଦନା]

  1. "Lokesh Rahul". CricketArchive. Retrieved 7 ସେପ୍ଟେମ୍ବର 2016.
  2. "Cricbuzz profile of Lokesh Rahul"
  3. http://www.espncricinfo.com/sri-lanka-v-india-2015/content/story/911249.html
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. ୬.୦ ୬.୧ "Boxing Day Test: Who is KL Rahul?". www.oneindia.com. Retrieved 10 ମଇ 2016.
  7. ୭.୦ ୭.୧ {{cite web}}: Empty citation (help)
  8. {{cite web}}: Empty citation (help)

ବାହାର ଲିଙ୍କ [ସମ୍ପାଦନା]