Jump to content

ବେମେତାରା

ଉଇକିପିଡ଼ିଆ‌ରୁ
୨୩:୨୨, ୪ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bemetara") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବେମେତାରା (Hindi: बेमेतरा )ଭାରତୀୟ ରାଜ୍ୟ ଛତିଶଗଦ ର ଏକ ସହର । 

ଜନ ଆବାଦି 

୨୦୧୧ ମସିହା ର ଜନଗଣନା ଅନୁସାରେ ବେମେତାରା ର ଜନସଂଖ୍ୟା ୨୮,୫୩୬ ଥିଲା । ବେମେତାରା ଏକ ମୁନସିପାଲିଟି ଅଞ୍ଚଳ । ଜନଗଣନା ରେ ମିଳିଥିବା  ମୁଖ୍ୟ ତଥ୍ୟ ଗୁଡିକ ହେଲା 

    • ବେମେତାରା ରେ ୫.୮୦୦ ପରିବାର ରହନ୍ତି ।  । .
    • ସମୁଦାୟ ଜନସଂଖ୍ୟା ର ୫୦% ପୁରୁଷ ।; 
    • ସାକ୍ଷ୍ୟରତା ର ହାର ୭୦% ହେଇଥିବା ବେଳେ ୩୮% ଶ୍ରମିକ ଥିବାର ପ୍ରକାଶ । 

ବେମେତାରା (Hindi: बेमेतरा )ଭାରତୀୟ ରାଜ୍ୟ ଛତିଶଗଦ ର ଏକ ସହର । 

    • ବେମେତାରା ରେ ୫.୮୦୦ ପରିବାର ରହନ୍ତି ।  । .
    • ସମୁଦାୟ ଜନସଂଖ୍ୟା ର ୫୦% ପୁରୁଷ ।; 
    • ସାକ୍ଷ୍ୟରତା ର ହାର ୭୦% ହେଇଥିବା ବେଳେ ୩୮% ଶ୍ରମିକ ଥିବାର ପ୍ରକାଶ । 

Sita Devi Temple

ଦେବାରବୀଜା ଗ୍ରାମ ଏଠାରୁ ୧୫ କିଲୋମିଟର । ସେଠାରେ ଅତି ପ୍ରାଚୀନ ସୀତା ଦେବୀ ମନ୍ଦିର ଅବସ୍ଥିତ । କୁହାଯାଏ , ବନବାସ ସମୟ ରେ ରାମା ଓ ସିତା ସେହି ସ୍ଥଳ ରେ ଅବସ୍ଥାନ କରୁଥିଲେ । 

ସୋମନାଥ ମନ୍ଦିର 

ଶିବନାଥ ଓ ଖରୁନ ନଦୀ ତଟ ନିକଟ ରେ ସୋମନାଥ ମନ୍ଦିର ଅବସ୍ଥିତ । ଏହା ବେମେତାରା ଠାରୁ ୨୬ କିଲୋମିଟର ଦୁରବର୍ତୀ । ଏହି ସ୍ଥାନ ଟି ସୁଦୃଶ୍ୟ । .

ସିଦ୍ଧି ମାତା ସନ୍ଧି 

ଏହା ଜିଲ୍ଲା ରେ ଏକ ସର୍ବ ବୃହତ ଏବଂ ପ୍ରସିଦ୍ଧ ମନ୍ଦିର । 

ନିକଟସ୍ଥ ଆକର୍ଷଣୀୟ ସ୍ଥଳ ସବୁ 

ଚିତ୍ରକୋଟ ପ୍ରପାତ 
ସିରପୁର ଠାରେ ଥିବା ଲକ୍ଷ୍ମଣ ମନ୍ଦିର 
  • Kanha National Park
  • Achanakmar Wildlife Sanctuary
  • Amarkantak
  • Bhoramdeo Temple
  • Dongargarh
  • Ratanpur Mahamaya Temple
  • Sirpur
  • Champaran
  • Rajim
  • Chitrakot Falls
  • Indravati National Park
  • Kanger Valley National Park
  • Gangrel Dam
  • Murrum Silli Dam
  • Barnawapara Wildlife Sanctuary
  • Jatmai-Ghatarani Waterfalls
  • Kaivalya Dham Jain Temple
  • Bhilai Steel Plant
  • Purkhautin Muktangan Raipur
  • Dudadhari math Raipur
  • Shri Shami Ganesh Temple, NAvagarh

ଆଧାର ସମୂହ