ଉଇକିପିଡ଼ିଆ ସମୂହର ତାଲିକା
ଏହା ବିଭିନ୍ନ ଭାଷା ର ୱିକିପିଡିଆ ସଂସଯାର ର ଏକ ତାଲିକା ନଭେମ୍ବର ୨୦୧୬ ଯାଏ ନବୀକରଣ କୃତ । ୱିକିପିଡିଆ ରେ ୨୯୫ ଟି ଭାଷା ର ସଂସ୍କରଣ ଥିଲେ ମଧ୍ୟ ସେ ମଧ୍ୟ ରୁ ୨୮୪ ଟି ସକ୍ରିୟ ଅଛନ୍ତି ।
ୱିକିପିଡିଆ ସମ୍ପାଦନ କୋଡ ସମୂହ
ସବୁ ୱିକିପିଡିଆ ର ଏକ କୋଡ ଥାଏ ଯାହା ୱିକିପିଡିଆ ଅର୍ଗ॰ ଅନ୍ତର୍ଭାସୀୟ ସଂଯୋଗ ସବୁ ର ନିମମରେ ଉପବିଭାଗ ଭାବରେ ଦର୍ଶାଯାଇଥାଏ ।ଏହି କୋଡ ସବୁ ISO 639-1 ଏବଂ ISO 639-3, ମାନ୍ୟତା ଅନୁଯାୟୀ ଭାଷା କୋଡ କୁ ଦର୍ଶେଇ ଥାଏ ଓ କଊ କୋଡ ର ବ୍ୟବହାର ହେବ ତାହାର ନିଷ୍ପତ୍ତି IETF language tag ନିୟାମକ ଦ୍ଵାରା ନିଆଯାଇଥାଏ । ୱିକିପିଡିଆ ଭିନ୍ନ ଭାଷା ର ମଧ୍ୟ ରେ ଥିବା ସ୍ୱଳ୍ପ ବିଭିଧାତା ଅନୁସାରେ ମଧ୍ୟ ପରିବର୍ତିତ ହେଇଥାଏ । ଉଦାହରଣ ସ୍ୱରୂପ ଇଂରେଜୀ ୱିକିପିଡିଆ ମଧ୍ୟ ରେ ଇଂରାଜୀ ର ଅଧିକାଂଶ ଆଧୁନିକ ପ୍ରକାରଭେଦ ସବୁ ( ଆମେରିକାନ ଇଂଲିଶ , ଭାରତୀୟ ଇଂଲିଶ ଦକ୍ଷିଣ ଆଫ୍ରିକୀୟ ଇଂଲିଶ, ଆଦି ) ଥାଏ , କିନ୍ତୁ ଏଥିରେ ଅନନ୍ୟ ସମ୍ପର୍କିତ ଭାଷା ସବୁ , ଯେପରି ସ୍କଟ , ଆଙ୍ଗ୍ଲୋ-ସାକ୍ସନ ଅନ୍ତର୍ଭୁକ୍ତ ନୁହେଁ । ସେ ସବୁ ଭାଷା ର ଭିନ୍ନ ୱିକିପିଡିଆ ରହିଛି । ସ୍ପ୍ଯାନିଶ ୱିକିପିଡିଆ ରେ ଉଭୟ ପେନିସୁଲାର କାସ୍ଟିଲିଆନ ଓ ଆମେରିକାନ ସ୍ପ୍ଯାନିଶ ରହିଛି । ମାଲୟ ୱିକିପିଡିଆ ରେ ବହୁ ସଂଖ୍ୟା ରେ ମାଲୟ ଭାଷା ଅନ୍ତର୍ଭୁକ୍ତ । ଆହୁରି ଅନେକ ଏହିପରି ଉଦାହରଣ ସବୁ ରହିଛି ।
ISO ମେପିଙ୍ଗ ଓ ୱିକିପିଡିଆ କୋଡ ସମୂହ ମଧ୍ୟ ରେ ପଥକ୍ୟ ସବୁ ଏହି ସାରଣୀ ରେ ଦର୍ଶା ଯାଇଛି ,
WP edition name | WP code | Code meaning in ISO 639 |
---|---|---|
Albanian | sq | 'sq' is the ISO code for the Albanian macrolanguage that includes four individual languages, although Tosk Albanian is mainly used. 'Als' is the individual code for Tosk Albanian, but this code is used for Alemannic Wikipedia. |
Alemannic | als | 'als' is the ISO code for Tosk Albanian.[୧] ISO doesn't map exactly here; 'gsw' is the ISO 639-2 and -3 code for Swiss German, Alemannic German, and Alsatian. 'gct' is the ISO 639-3 code for Colonia Tovar dialect, 'swg' is for Swabian German, and 'wae' is for Walser German |
Aromanian | roa-rup | Not an ISO code. 'roa' is Romance (Other); ISO uses 'rup'. |
Banyumasan | map-bms | Not an ISO code. 'map' is Austronesian (Other). |
Dutch Low Saxon | nds-nl | Not an ISO code. nds is 'Low Saxon', restricted to Germany in Ethnologue. The Low Saxon dialects in the Netherlands have their own ISO codes. |
Bihari | bh | ISO collective code 'bih' is a macrolanguage which includes Bhojpuri (bho), Maithili (mai), Magahi (mag) and nine others[୨] Bihari Wikipedia excludes Maithili (mai) and Fiji Hindi (hif) which exist as independent Wikipedias. |
Cantonese | zh-yue | Not an ISO code; ISO uses 'yue'. |
Classical Chinese | zh-classical | Not an ISO code; ISO uses 'lzh'. |
Malay | ms | Macrolanguage that includes more than 30 individual languages and dialects. However, the wiki excludes Indonesian because Indonesian Wikipedia (id) exists independently. |
Min Nan | zh-min-nan | Not an ISO code; ISO uses 'nan'. |
Norwegian Bokmål | no | ISO uses no for Norwegian in general. Bokmal specifically is 'nb' or 'nob'. (Norwegian Nynorsk is at 'nn' in both ISO and Wikipedia.) |
Ripuarian | ksh | ISO ksh is for the Kölsch language, the most prominent dialect of the Ripuarian language group. The other variants (e.g. the Aachen dialect) do not have ISO codes. |
Samogitian | bat-smg | Not an ISO code; ISO uses 'sgs'. 'bat' is Baltic (Other). |
Simple English | simple | Not an ISO code. |
Tarantino | roa-tara | Not an ISO code. 'roa' is Romance (Other). |
Võro | fiu-vro | Not an ISO code; ISO uses 'vro'. |
Zamboanga Chavacano | cbk-zam | Not an ISO code; ISO uses 'cbk' as Chavacano. |
ଏହା ସହିତ ୱିକିପିଡିଆ ଗୁଡିକ wikt:orthography ( ଅନୁବାଦ ବ୍ୟବସ୍ଥା ) ରେ ବିବିଧତା ରହିଥାଏ । ଚାଇନୀଜ ୱିକିପିଡିଆ ସ୍ଵୟଂ କ୍ରିୟ ଭାବରେ ମାଣ୍ଡାରିନ ଚାଇନିଜ କୁ ଚାରିଟି ମାନକ ଆକୃତି ରେ ପରିବର୍ତିତ କରିଥାଏ । ଏଗୁଡିକ , ମୁଖ୍ୟଞ୍ଚଳ ଚାଇନୀଜ ଓ ସିଙ୍ଗାପୁର ଚାଇନୀଜ କୁ ସରଳୀକୃତ ଚାଇନୀଜ ଚରିତ୍ର ଓ ତାଇଵାନ ଓ ହଙ୍କ କଙ୍ଗ/ ମାକାଉ କୁ ପାମ୍ପରିକ ଚାଇନୀଜ ଚରିତ୍ର ରେ ପରିବର୍ତନ କରିଥାଏ । କିନ୍ତୁ ବେଲାରୁଷର ଅନନ୍ୟ ଏକସ୍ବାୟଂକ୍ରିୟ ଅନୁବାଦ ପ୍ରଣାଳୀ 'normative' orthography (be) ଏବଂ Taraškievica (be-tarask) ରହିଛି ।
ତାଲିକା
ସକ୍ରିୟ ବ୍ୟବହାରକାରୀ ଙ୍କ ସଂଖ୍ୟା ଅନ୍ୟୁନ ଭାବରେ ଲଗାରିଦମ ( logarithm) ପଦ୍ଧତି ଅନୁସାରେ ସଂଖ୍ୟା ୧୦ ର ବର୍ଗ ହିସାବ ରେ ଦିଅ ଯାଇଥାଏ । ତେଣୁ '୫" ଥିଲେ ତାହା ଅନ୍ୟୁନ ୧୦,୦୦୦ କୁ ବୁଝାଏ । "୪" କହିଲେ ତାହା ୧,୦୦୦ କୁ ବୁଝାଏ ।
Detailed list
ଟିପ୍ପଣୀ ସମୂହ
- " total" ସ୍ତମ୍ଭ ରେ ସମୁଦାଯ ପ୍ରୁଷ୍ଠା କୁ ସୁଚାଏ
- ସକ୍ରିୟ ବ୍ୟବହାରକାରୀ ମାନେ ପଞ୍ଜୀକୃତ ବ୍ୟାନହାର କାରୀ ଯେଉଁମାନେ ଅନ୍ତତ ୧ ଟି ସମ୍ପାଦନ ବିଗତ ୩୦ ଦିନ ମଧ୍ୟ ରେ କରିଥାଆନ୍ତି ।
- " images" କହିଲେ ସ୍ଥାନୀୟ ଭାବରେ ଅପଲୋଡ ହେଇଥିବା ଫାଇଲ
- "depth" ସ୍ତମ୍ବ ୱିକିପିଡିଆ ଲେଖା ଅତି ର ଗୁଣବତ୍ତା କୁ ସୁଚାଏ । ( କେତେ ଥର ଅପଡେଟ ହେଇଛି ସେହି ଅନୁସାରେ )
ସର୍ବ ମୋଟ
ଲେଖା | ସମୁଦାଯ | ସମ୍ପାଦନ | Admins | Users | Active Users | Images |
---|---|---|---|---|---|---|
42,171,683 | 156,308,895 | 2,276,054,422 | 3,906 | 64,755,407 | 277,778 | 2,428,201 |
ପୁନଶ୍ଚ ଦେଖନ୍ତୁ
- Languages used on the Internet