ଉଇକିପିଡ଼ିଆ ସମୂହର ତାଲିକା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ୱିକିପିଡିଆ ମୁଖ୍ୟ ପ୍ରୁଷ୍ଠାର ଚିତ୍ର ଯଉଥିରେ ବିଭିନ୍ନ ଭାଷାର ସଂସ୍କରଣ ଅଲେଖ୍ୟ ଶାଙ୍ଖ୍ୟନୁସାରେ ସଜ୍ଜିତ 

ଏହା ବିଭିନ୍ନ ଭାଷାର ୱିକିପିଡିଆ ସଂସଯାରର ଏକ ତାଲିକା ନଭେମ୍ବର ୨୦୧୬ ଯାଏ ନବୀକରଣ କୃତ । ୱିକିପିଡିଆରେ ୨୯୫ଟି ଭାଷାର ସଂସ୍କରଣ ଥିଲେ ମଧ୍ୟ ସେ ମଧ୍ୟରୁ ୨୮୪ଟି ସକ୍ରିୟ ଅଛନ୍ତି । 


ୱିକିପିଡିଆ ସମ୍ପାଦନ କୋଡ ସମୂହ [ସମ୍ପାଦନା]

ସବୁ ୱିକିପିଡିଆର ଏକ କୋଡ ଥାଏ ଯାହା ୱିକିପିଡିଆ ଅର୍ଗ॰ ଅନ୍ତର୍ଭାସୀୟ ସଂଯୋଗ ସବୁର ନିମମରେ ଉପବିଭାଗ ଭାବରେ ଦର୍ଶାଯାଇଥାଏ ।ଏହି କୋଡ ସବୁ ISO 639-1 ଏବଂ  ISO 639-3, ମାନ୍ୟତା ଅନୁଯାୟୀ ଭାଷା କୋଡକୁ ଦର୍ଶେଇ ଥାଏ ଓ କଊ କୋଡର ବ୍ୟବହାର ହେବ ତାହାର ନିଷ୍ପତ୍ତି IETF language tag ନିୟାମକଦ୍ଵାରା ନିଆଯାଇଥାଏ । ୱିକିପିଡିଆ ଭିନ୍ନ ଭାଷାର ମଧ୍ୟରେ ଥିବା ସ୍ୱଳ୍ପ ବିଭିଧାତା ଅନୁସାରେ ମଧ୍ୟ ପରିବର୍ତିତ ହେଇଥାଏ । ଉଦାହରଣ ସ୍ୱରୂପ ଇଂରେଜୀ ୱିକିପିଡିଆ ମଧ୍ୟରେ ଇଂରାଜୀର ଅଧିକାଂଶ ଆଧୁନିକ ପ୍ରକାରଭେଦ ସବୁ ( ଆମେରିକାନ ଇଂଲିଶ , ଭାରତୀୟ ଇଂଲିଶ ଦକ୍ଷିଣ  ଆଫ୍ରିକୀୟ ଇଂଲିଶ,  ଆଦି ) ଥାଏ , କିନ୍ତୁ ଏଥିରେ ଅନନ୍ୟ ସମ୍ପର୍କିତ ଭାଷା ସବୁ , ଯେପରି ସ୍କଟ , ଆଙ୍ଗ୍ଲୋ-ସାକ୍ସନ ଅନ୍ତର୍ଭୁକ୍ତ ନୁହେଁ । ସେ ସବୁ ଭାଷାର ଭିନ୍ନ ୱିକିପିଡିଆ ରହିଛି । ସ୍ପ୍ଯାନିଶ ୱିକିପିଡିଆରେ ଉଭୟ ପେନିସୁଲାର କାସ୍ଟିଲିଆନ ଓ ଆମେରିକାନ ସ୍ପ୍ଯାନିଶ ରହିଛି । ମାଲୟ ୱିକିପିଡିଆରେ ବହୁ ସଂଖ୍ୟାରେ ମାଲୟ ଭାଷା ଅନ୍ତର୍ଭୁକ୍ତ । ଆହୁରି ଅନେକ ଏହିପରି ଉଦାହରଣ ସବୁ ରହିଛି । 

ISO ମେପିଙ୍ଗ ଓ ୱିକିପିଡିଆ କୋଡ ସମୂହ ମଧ୍ୟରେ ପଥକ୍ୟ ସବୁ ଏହି ସାରଣୀରେ ଦର୍ଶା ଯାଇଛି , 

WP edition name WP code Code meaning in ISO 639
Albanian sq 'sq' is the ISO code for the Albanian macrolanguage that includes four individual languages, although Tosk Albanian is mainly used. 'Als' is the individual code for Tosk Albanian, but this code is used for Alemannic Wikipedia.
Alemannic als 'als' is the ISO code for Tosk Albanian.[୧] ISO doesn't map exactly here; 'gsw' is the ISO 639-2 and -3 code for Swiss German, Alemannic German, and Alsatian. 'gct' is the ISO 639-3 code for Colonia Tovar dialect, 'swg' is for Swabian German, and 'wae' is for Walser German
Aromanian roa-rup Not an ISO code. 'roa' is Romance (Other); ISO uses 'rup'.
Banyumasan map-bms Not an ISO code. 'map' is Austronesian (Other).
Dutch Low Saxon nds-nl Not an ISO code. nds is 'Low Saxon', restricted to Germany in Ethnologue. The Low Saxon dialects in the Netherlands have their own ISO codes.
Bihari bh ISO collective code 'bih' is a macrolanguage which includes Bhojpuri (bho), Maithili (mai), Magahi (mag) and nine others[୨] Bihari Wikipedia excludes Maithili (mai) and Fiji Hindi (hif) which exist as independent Wikipedias.
Cantonese zh-yue Not an ISO code; ISO uses 'yue'.
Classical Chinese zh-classical Not an ISO code; ISO uses 'lzh'.
Malay ms Macrolanguage that includes more than 30 individual languages and dialects. However, the wiki excludes Indonesian because Indonesian Wikipedia (id) exists independently.
Min Nan zh-min-nan Not an ISO code; ISO uses 'nan'.
Norwegian Bokmål no ISO uses no for Norwegian in general. Bokmal specifically is 'nb' or 'nob'. (Norwegian Nynorsk is at 'nn' in both ISO and Wikipedia.)
Ripuarian ksh ISO ksh is for the Kölsch language, the most prominent dialect of the Ripuarian language group. The other variants (e.g. the Aachen dialect) do not have ISO codes.
Samogitian bat-smg Not an ISO code; ISO uses 'sgs'. 'bat' is Baltic (Other).
Simple English simple Not an ISO code.
Tarantino roa-tara Not an ISO code. 'roa' is Romance (Other).
Võro fiu-vro Not an ISO code; ISO uses 'vro'.
Zamboanga Chavacano cbk-zam Not an ISO code; ISO uses 'cbk' as Chavacano.

ଏହା ସହିତ ୱିକିପିଡିଆ ଗୁଡିକ wikt:orthography  ( ଅନୁବାଦ ବ୍ୟବସ୍ଥା )ରେ ବିବିଧତା ରହିଥାଏ । ଚାଇନୀଜ ୱିକିପିଡିଆ ସ୍ଵୟଂ କ୍ରିୟ ଭାବରେ ମାଣ୍ଡାରିନ ଚାଇନିଜକୁ ଚାରିଟି ମାନକ ଆକୃତିରେ ପରିବର୍ତିତ କରିଥାଏ । ଏଗୁଡିକ , ମୁଖ୍ୟଞ୍ଚଳ ଚାଇନୀଜ ଓ ସିଙ୍ଗାପୁର ଚାଇନୀଜକୁ ସରଳୀକୃତ ଚାଇନୀଜ ଚରିତ୍ର ଓ ତାଇଵାନ ଓ ହଙ୍କ କଙ୍ଗ/ ମାକାଉକୁ ପାମ୍ପରିକ ଚାଇନୀଜ ଚରିତ୍ରରେ ପରିବର୍ତନ କରିଥାଏ । କିନ୍ତୁ ବେଲାରୁଷର ଅନନ୍ୟ ଏକସ୍ବାୟଂକ୍ରିୟ ଅନୁବାଦ ପ୍ରଣାଳୀ 'normative' orthography (be) ଏବଂ Taraškievica (be-tarask) ରହିଛି । 

ତାଲିକା [ସମ୍ପାଦନା]

ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ଅନ୍ୟୁନ  ଭାବରେ ଲଗାରିଦମ ( logarithm) ପଦ୍ଧତି ଅନୁସାରେ ସଂଖ୍ୟା ୧୦ର ବର୍ଗ ହିସାବରେ ଦିଅ ଯାଇଥାଏ । ତେଣୁ '୫" ଥିଲେ ତାହା ଅନ୍ୟୁନ ୧୦,୦୦୦କୁ ବୁଝାଏ । "୪" କହିଲେ ତାହା ୧,୦୦୦କୁ ବୁଝାଏ ।  

Detailed list[ସମ୍ପାଦନା]

ଟିପ୍ପଣୀ ସମୂହ [ସମ୍ପାଦନା]

  • " total" ସ୍ତମ୍ଭରେ ସମୁଦାଯ ପ୍ରୁଷ୍ଠାକୁ ସୁଚାଏ 
  • ସକ୍ରିୟ ବ୍ୟବହାରକାରୀ ମାନେ ପଞ୍ଜୀକୃତ ବ୍ୟାନହାର କାରୀ ଯେଉଁମାନେ ଅନ୍ତତ ୧ଟି ସମ୍ପାଦନ ବିଗତ ୩୦ ଦିନ ମଧ୍ୟରେ କରିଥାଆନ୍ତି ।
  • " images" କହିଲେ ସ୍ଥାନୀୟ ଭାବରେ ଅପଲୋଡ ହେଇଥିବା ଫାଇଲ 
  • "depth" ସ୍ତମ୍ବ ୱିକିପିଡିଆ ଲେଖା ଅତିର ଗୁଣବତ୍ତାକୁ ସୁଚାଏ । ( କେତେ ଥର ଅପଡେଟ ହେଇଛି ସେହି ଅନୁସାରେ ) 

ସର୍ବ ମୋଟ [ସମ୍ପାଦନା]

ଲେଖା  ସମୁଦାଯ  ସମ୍ପାଦନ  ପ୍ରଶାସକ ବ୍ୟବହାରକାରୀ ସକ୍ରିୟ ବ୍ୟବହାରକାରୀ ଚିତ୍ର ସମୂହ
42,171,683 156,308,895 2,276,054,422 3,906 64,755,407 277,778 2,428,201

ପୁନଶ୍ଚ ଦେଖନ୍ତୁ [ସମ୍ପାଦନା]

  • Languages used on the Internet

ଆଧାର ସମୂହ [ସମ୍ପାଦନା]