Jump to content

ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର

ଉଇକିପିଡ଼ିଆ‌ରୁ
୨୨:୫୭, ୨୫ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bhringesvara Siva Temple") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଭୃଙ୍ଗେଶ୍ଵର ଶିବ ମନ୍ଦିର ,ଭାରତ ର ଓଡିଶା ରାଜ୍ୟ ର ରାଜଧାନୀ ଭୁବନେଶ୍ବର ସନ୍ନିକଟ ଧଉଳି ପାହାଡ ତଳ ଓ ଦୟା ନଦୀ ର ତଟ ନିକଟ ରେ ଅବସ୍ଥିତ ଏକ ଶିବ ମନ୍ଦିର । ମନ୍ଦିର ଟି ଈଷତ ଗେରୁଆ ରଙ୍ଗ ର ବାଲିପଥର ରେ ନିର୍ମିତ । ଏହି ମନ୍ଦିର ନିକଟ ରେ ଓଡିଶା ସରକାରଙ୍କ ରାଜ୍ୟ ପ୍ରତ୍ନତତ୍ଵ ବିଭାଗ ଦ୍ଵାରା ନିମ୍ମ ରୁ ଉପର ଯାଏ ପୁନରୁଦ୍ଧାର କରାଯାଇଥିଲା ।  

ପୂର୍ବ ନାମ 

ଏହି ମନ୍ଦିର କୁ ପୂର୍ବରୁ ଭାଇରଙ୍ଗେଶ୍ଵର ବୋଲି କୁହାଯାଉଥିଲା । 

ତାପ୍ତର୍ଜ୍ୟପୂର୍ଣ ବିଷୟାବଳି 

i) ଇତିହାସିକ ତାପ୍ତର୍ଜ୍ୟ : —

ii) ସଂସ୍କୃତିକ ତାପ୍ତର୍ଜ୍ୟ: ଏଠାରେ ଶିବରାତ୍ରି , କାର୍ତିକ ପୁର୍ଣିମା, ରଜ  ଇତ୍ୟାଦି ପାଳନ କରାଯାଇଥାଏ । 

iii) ସାମାଜିକ ତାପ୍ତର୍ଜ୍ୟ: ଏଠାରେ ବ୍ରତୋପନୟନ , ମୁଣ୍ଡନ , ବିବାହ ଆଦି ସାମାଜିକ କର୍ମାନୁଷ୍ଠାନ ହେଇଥାଏ ।   

iv) ସାଙ୍ଗଠନିକ ତାପ୍ତର୍ଜ୍ୟ : ଏହାର ପ୍ରାଙ୍ଗଣ ରେ ଗ୍ରାମ ସଭା ମଧ୍ୟ ହେଇଥାଏ । 

ମନ୍ଦିର ର ବର୍ଣନା 

ଏହି ମନ୍ଦିର ର ପୂର୍ବ ପଟ ଧଉଳି ପାହାଡ ରହିବା ସହ ସନ୍ନିକଟ ରେ ଦୟା ନଦୀ ବହିଯାଏ । ମନ୍ଦିର ର ମୁଖ ପଶ୍ଚିମ ଦିଗ କୁ ରହିଥାଏ । 

ପୁନଶ୍ଚ ଦେଖଣା 

ନୋଟ 

ଆଧାର 

1. Lesser Known Monuments of Bhubaneswar by Dr. Sadasiba Pradhan

2. Debala Mitra, Bhubaneswar, New Delhi, 1958, P. 60.

3. L. S.S. O’ Malley, Bengal District Gazetter Puri, Calcutta 1908, P. 243.

4. M.M. Ganguly, Orissa and Her Remains, Calcutta, 1912, P. 269.

5. N. K. Sahu (Ed), A History of Orissa, Vol. II, Delhi, 1980, P. 270.

6. R. P. Mohapatra, Archaeology in Orissa, Vol.I, Delhi, 1986, P. 82.

7. R. L. Mitra. The Antiquities of Orissa, Vol. II, Calcutta, 1963, P. 118-121.