ବିରିୟାନୀ

ଉଇକିପିଡ଼ିଆ‌ରୁ

ବିରିୟାନୀ
ଭେଜିଟେବୁଲ୍ ବିରିୟାନୀ
ଅନ୍ୟ ନାମବିରିଆନୀ, ବିର୍‌ୟାନୀ, ବୁରିୟାନୀ, ବ୍ରେୟାନୀ, ବ୍ରିଆନୀ
ପରଷାମୁଖ୍ୟ ଖାଦ୍ୟ
ମୂଳ ସ୍ଥାନଦକ୍ଷିଣ ଏସିଆ
ମୁଖ୍ୟ ଉପାଦାନଚାଉଳ, ଭାରତୀୟ ମସଲା, ପରିବା, ମାଂସ କିମ୍ବା ଅଣ୍ଡା), ଦ‌ହି, ଅନ୍ୟାନ୍ୟ ଇଚ୍ଛାଧୀନ ଉପକରଣ (ଯଥା କାଜୁ, ପେସ୍ତା ବାଦାମ ଇତ୍ୟାଦି)
ପ୍ରକାର ଭେଦଅନେକ
ଖାଦ୍ୟରୁ ଶକ୍ତି
(per ବଢ଼ା)
ଭିନ୍ନ ଭିନ୍ନ ପ୍ରକାରକୁ ନେଇ କ୍ୟାଲୋରି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କିଲୋ କ୍ୟାଲୋରୀ

ବିରିୟାନୀ ଚାଉଳ ଓ ବିଭିନ୍ନ ପ୍ରକାର ପରିବାର ମିଶ୍ରଣରେ ତିଆରି କରାଯାଉଥିବା ଏକ ଖାଦ୍ୟ । ଭାରତୀୟ ଉପମହାଦେଶ ହେଉଛି ଏହି ଖାଦ୍ୟର ଉତ୍ପତ୍ତି ସ୍ଥଳ ।[୧][୨][୩][୪] ଭାରତୀୟ ଉପମହାଦେଶରେ ଏହା ଏକ ଲୋକପ୍ରିୟ ଖାଦ୍ୟ । ଏଥିରେ ମୁଖ୍ୟତଃ ଚାଉଳ, ମସୁର, ମସଲା, ମାଂସପରିବା ଇତ୍ୟାଦି ବ୍ୟବ‌ହୃତ ହୋଇଥାଏ ।

ନାମକରଣ[ସମ୍ପାଦନା]

ବିରିୟାନୀ ହେଉଛି ଏକ ଊର୍ଦ୍ଦୁ ଶବ୍ଦ ଏବଂ ଏହା ଏକ ପାରସ୍ୟ (ପାର୍ସୀ) ଶବ୍ଦ ବିରିଆନ୍ରୁ ଆସିଛି । ବିରିଆନ୍‌ର ଅର୍ଥ ରାନ୍ଧିବା ପୂର୍ବରୁ ଭାଜିବା[୫][୬][୭][୮][୯] ଅନ୍ୟ କେତେକଙ୍କ ମତରେ ବିରିୟାନୀ ଶବ୍ଦଟି ପାରସ୍ୟ ଶବ୍ଦ ବିରିଞ୍ଜ୍‌ରୁ ଆସିଛି । ବିରିଞ୍ଜ୍‌ର ଅର୍ଥ ଚାଉଳ ।[୧୦]

ଆଧାର[ସମ୍ପାଦନା]

  1. Karan, Pratibha (1 ଜୁନ 2012). Biryani (in ଇଂରାଜୀ). Random House India. ISBN 9788184002546.
  2. "Food racism: Biryani to target Muslims?". www.dailyo.in. Retrieved 14 ଜୁଲାଇ 2016.
  3. "Everything you want to know about biryani". 27 ଫେବୃଆରୀ 2010. Retrieved 14 ଜୁଲାଇ 2016.
  4. "Where does biryani come from?  : Rude Hotels". blogs.hindustantimes.com. Archived from the original on 24 ଜୁନ 2016. Retrieved 14 ଜୁଲାଇ 2016.
  5. Naqvi et al. A thousand laurels--Dr. Sadiq Naqvi: studies on medieval India with special reference to Deccan (original from the University of Michigan). Vol. 1. Dept. of History & Dept. of Ancient Indian History, Culture & Archaeology, Osmania University, 2005. p 97
  6. Sigfried J. de Laet. History of Humanity: From the seventh to the sixteenth century UNESCO, 1994. ISBN 978-9231028137 p 734
  7. "Tracing the History of Biryani". Archived from the original on 31 ଅକ୍ଟୋବର 2014. Retrieved 29 ଅଗଷ୍ଟ 2016.
  8. Garland Hampton Cannon; Alan S. Kaye (2001). The Persian Contributions to the English Language: An Historical Dictionary. Otto Harrassowitz Verlag. p. 71. ISBN 978-3-447-04503-2.
  9. Anoothi Vishal (14 ମଇ 2011). "When rice met meat". Business Standard.
  10. "biryani: definition of biryani in Oxford dictionary (American English) (US)". www.oxforddictionaries.com. Archived from the original on 14 ଅକ୍ଟୋବର 2013. Retrieved 15 ଜୁଲାଇ 2016.