ବିରିୟାନୀ
Appearance
ଅନ୍ୟ ନାମ | ବିରିଆନୀ, ବିର୍ୟାନୀ, ବୁରିୟାନୀ, ବ୍ରେୟାନୀ, ବ୍ରିଆନୀ |
---|---|
ପରଷା | ମୁଖ୍ୟ ଖାଦ୍ୟ |
ମୂଳ ସ୍ଥାନ | ଦକ୍ଷିଣ ଏସିଆ |
ମୁଖ୍ୟ ଉପାଦାନ | ଚାଉଳ, ଭାରତୀୟ ମସଲା, ପରିବା, ମାଂସ କିମ୍ବା ଅଣ୍ଡା), ଦହି, ଅନ୍ୟାନ୍ୟ ଇଚ୍ଛାଧୀନ ଉପକରଣ (ଯଥା କାଜୁ, ପେସ୍ତା ବାଦାମ ଇତ୍ୟାଦି) |
ପ୍ରକାର ଭେଦ | ଅନେକ |
ଖାଦ୍ୟରୁ ଶକ୍ତି (per ବଢ଼ା) | ଭିନ୍ନ ଭିନ୍ନ ପ୍ରକାରକୁ ନେଇ କ୍ୟାଲୋରି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କିଲୋ କ୍ୟାଲୋରୀ |
|
ବିରିୟାନୀ ଚାଉଳ ଓ ବିଭିନ୍ନ ପ୍ରକାର ପରିବାର ମିଶ୍ରଣରେ ତିଆରି କରାଯାଉଥିବା ଏକ ଖାଦ୍ୟ । ଭାରତୀୟ ଉପମହାଦେଶ ହେଉଛି ଏହି ଖାଦ୍ୟର ଉତ୍ପତ୍ତି ସ୍ଥଳ ।[୧][୨][୩][୪] ଭାରତୀୟ ଉପମହାଦେଶରେ ଏହା ଏକ ଲୋକପ୍ରିୟ ଖାଦ୍ୟ । ଏଥିରେ ମୁଖ୍ୟତଃ ଚାଉଳ, ମସୁର, ମସଲା, ମାଂସ ଓ ପରିବା ଇତ୍ୟାଦି ବ୍ୟବହୃତ ହୋଇଥାଏ ।
ନାମକରଣ
[ସମ୍ପାଦନା]ବିରିୟାନୀ ହେଉଛି ଏକ ଊର୍ଦ୍ଦୁ ଶବ୍ଦ ଏବଂ ଏହା ଏକ ପାରସ୍ୟ (ପାର୍ସୀ) ଶବ୍ଦ ବିରିଆନ୍ରୁ ଆସିଛି । ବିରିଆନ୍ର ଅର୍ଥ ରାନ୍ଧିବା ପୂର୍ବରୁ ଭାଜିବା ।[୫][୬][୭][୮][୯] ଅନ୍ୟ କେତେକଙ୍କ ମତରେ ବିରିୟାନୀ ଶବ୍ଦଟି ପାରସ୍ୟ ଶବ୍ଦ ବିରିଞ୍ଜ୍ରୁ ଆସିଛି । ବିରିଞ୍ଜ୍ର ଅର୍ଥ ଚାଉଳ ।[୧୦]
-
Bangladeshi Biryani
-
Biryani Home
-
Kyet Shar Soon biryani
-
Potli Biryani
-
Shrimp Biriyani
-
Chicken Biriyani
ଆଧାର
[ସମ୍ପାଦନା]- ↑ Karan, Pratibha (1 ଜୁନ 2012). Biryani (in ଇଂରାଜୀ). Random House India. ISBN 9788184002546.
- ↑ "Food racism: Biryani to target Muslims?". www.dailyo.in. Retrieved 14 ଜୁଲାଇ 2016.
- ↑ "Everything you want to know about biryani". 27 ଫେବୃଆରୀ 2010. Retrieved 14 ଜୁଲାଇ 2016.
- ↑ "Where does biryani come from? : Rude Hotels". blogs.hindustantimes.com. Archived from the original on 24 ଜୁନ 2016. Retrieved 14 ଜୁଲାଇ 2016.
- ↑ Naqvi et al. A thousand laurels--Dr. Sadiq Naqvi: studies on medieval India with special reference to Deccan (original from the University of Michigan). Vol. 1. Dept. of History & Dept. of Ancient Indian History, Culture & Archaeology, Osmania University, 2005. p 97
- ↑ Sigfried J. de Laet. History of Humanity: From the seventh to the sixteenth century UNESCO, 1994. ISBN 978-9231028137 p 734
- ↑ "Tracing the History of Biryani". Archived from the original on 31 ଅକ୍ଟୋବର 2014. Retrieved 29 ଅଗଷ୍ଟ 2016.
- ↑ Garland Hampton Cannon; Alan S. Kaye (2001). The Persian Contributions to the English Language: An Historical Dictionary. Otto Harrassowitz Verlag. p. 71. ISBN 978-3-447-04503-2.
- ↑ Anoothi Vishal (14 ମଇ 2011). "When rice met meat". Business Standard.
- ↑ "biryani: definition of biryani in Oxford dictionary (American English) (US)". www.oxforddictionaries.com. Archived from the original on 14 ଅକ୍ଟୋବର 2013. Retrieved 15 ଜୁଲାଇ 2016.