Jump to content

ବିମି ଭଟ୍ଟ

ଉଇକିପିଡ଼ିଆ‌ରୁ
ବିମି ଭଟ୍ଟ
ଜନ୍ମ୩ ଜାନୁଆରୀ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ପ୍ରସିଦ୍ଧିସ୍ପିଚ୍‌ଲେସ୍, ବ୍ଲିଙ୍କ୍, ଦି ଟାଟୁ ମର୍ଡ଼ରର୍‌ସ୍, ବେଟି
ବୈବାହିକ-ସାଥୀସଚିନ ହେଜମଦି

ବିମି ଭଟ୍ଟ' ଜଣେ ଭାରତୀୟ ଅଭିନେତ୍ରୀ ଏବଂ ପ୍ରଶିକ୍ଷିତା ଭରତନାଟ୍ୟମ ନୃତ୍ୟଶିଳ୍ପୀ ।[] ସେ ସ୍ପିଚ୍‌ଲେସ୍ବ୍ଲିଙ୍କ୍ ଭଳି କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଜଣାଶୁଣା । ଏହା ବ୍ୟତୀତ, ସେ ଗୁଜରାଟି କଥାଚିତ୍ର ଜଗତରେ ସକ୍ରିୟ ଅଛନ୍ତି ଏବଂ ବେଟିଆଶା ଭଳି ଜଣାଶୁଣା କଥାଚିତ୍ରରେ କାମ କରିଛନ୍ତି । ସେ ହିନ୍ଦୀ କଥାଚିତ୍ର ତଥା ଧାରାବାହିକରେ ମଧ୍ୟ କାମ କରନ୍ତି ।

ଅଭିନୟ ଜୀବନ

[ସମ୍ପାଦନା]

୨୦୦୨ ମସିହାରେ, ସେ ଫେମିନା ମିସ୍ ଇଣ୍ଡିଆର ସେମି ଫାଇନାଲିଷ୍ଟ ଥିଲେ । ୨୦୦୬ ମସିହାରେ, ସେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ ଏବଂ ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ଧର୍‌ତୀ କା ବୀର୍ ଯୋଦ୍ଧା ପୃଥ୍ୱୀରାଜ ଚୌହାନରେ ଜ୍ୱାଲା ଭୂମିକାରେ ଅଭିନୟ କରିଥିଲେ ।[] ୨୦୧୩ରେ, ସେ କ୍ଷୁଦ୍ର ଚଳଚ୍ଚିତ୍ର ସ୍ପିଚ୍‌ଲେସ୍‌ରେ ଜଣେ ମୂକ ଚରିତ୍ରରେ ଅଭିନୟ କରିଥିଲେ ।[] ୨୦୧୬ ମସିହାରେ ସେ ହାର୍ଦ୍ଦିକ ଅଭିନନ୍ଦନ ଜରିଆରେ ଗୁଜରାଟୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ୨୦୧୮ ମସିହାରେ ସେ ଅନ୍ୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ବ୍ଲିଙ୍କ୍‌ରେ କାମ କରିଥିଲେ, ଯାହାକି କିଛି ଆନ୍ତର୍ଜାତୀୟ ପୁରସ୍କାର ପାଇଥିଲା ।[][] ୨୦୨୧ରେ ତାଙ୍କ ଅନ୍ୟ ଏକ ଗୁଜରାଟୀ କଥାଚିତ୍ର ବେଟି[] ଓ ୨୦୨୨ରେ ଆଶା[] ମୁକ୍ତିଲାଭ କରିଥିଲା ।

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷଧାରାବାହିକ/କାର୍ଯ୍ୟକ୍ରମଭୂମିକାଭାଷା
୨୦୦୬ପୃଥ୍ୱୀରାଜ ଚୌହାନଜ୍ୱାଲାହିନ୍ଦୀ
୨୦୦୭କୟାମତ୍ପୁର୍ବୀ
୨୦୦୯ବନ୍ଧନ ସାତ୍ ଜନ୍ମୋଁ କାଡଲି
୨୦୧୦ଶୋର୍ସରିତା
୨୦୧୩ସାବଧାନ ଇଣ୍ଡିଆSarita
୨୦୧୪ତାରି ଆଁଖ ନୋ ଆଫିନିସୁଚରିତାଗୁଜରାଟୀ

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାଭାଷା
୨୦୧୩ସ୍ପିଚ୍‌ଲେସ୍ଶିଖା ଶର୍ମାହିନ୍ଦୀ/ଇଂରାଜୀ
୨୦୧୬ହାର୍ଦ୍ଦିକ ଅଭିନନ୍ଦନଆରତୀ ପଟେଲଗୁଜରାଟୀ
୨୦୧୮ବ୍ଲିଙ୍କ୍ସ୍ମୃତିହିନ୍ଦୀ/ଇଂରାଜୀ
୨୦୨୧ବେଟିପୁର୍ବି ଗୁଜରାଟୀ
୨୦୨୨ଆଶାଆଶା

ୱେବ୍ ସିରିଜ୍/ଓଟିଟି

[ସମ୍ପାଦନା]
ବର୍ଷ କଥାଚିତ୍ର/ସିରିଜ୍ ଓଟିଟି
୨୦୨୧ ଦି ଟାଟୁ ମର୍ଡ଼ରର୍‌ସ୍ ଏମ୍ଏକ୍ସ ପ୍ଲେୟାର୍
୨୦୨୩ ଆଶା ୟୁ-ଟ୍ୟୁବ୍
୨୦୨୪ ବେଟି ସୀମାରୋ
୨୦୨୪ କମାଠିପୁରା ଜିଓ ସିନେମା

ପୁରସ୍କାର

[ସମ୍ପାଦନା]
ବର୍ଷ ପୁରସ୍କାର ବର୍ଗ କଥାଚିତ୍ର/ଧରାବାହିକ ଫଳାଫଳ
୨୦୧୩ ୪୮ଆୱାର୍ ଫିଲ୍ମ ପ୍ରୋଜେକ୍ଟ ଶ୍ରେଷ୍ଠ ଅଭିନେତ୍ରୀ ସ୍ପିଚ୍‌ଲେସ୍ ବିଜୟୀ[]
୨୦୧୪ ୧୪ତମ ବାର୍ଷିକ ଗୁଜରାଟୀ ସ୍କ୍ରିନ୍ ଓ ଷ୍ଟେଜ୍ ଆୱାର୍ଡ଼ ଆ ଫିଲ୍ମ କମେଡ଼ି ଛେ ବିଜୟୀ[]

ପ୍ରକାଶିତ ପୁସ୍ତକ

[ସମ୍ପାଦନା]
  • ଦି ରିଭର୍ସାଲ୍ ଥଟ୍ ପ୍ରୋସେସ୍ - ମାଇଣ୍ଡ୍ ୟୋର୍ ମାଇଣ୍ଡ୍[୧୦]
  • ଦି ଅନ୍‌କୋନ୍ ଲଭ୍ - କମ୍ପ୍ଲିକେଟେଡ୍[୧୧]
  1. Malini, Navya. "Vimmy Bhatt says no to saas bahu sagas, opts for a Gujarati TV show - Times of India". The Times of India (in ଇଂରାଜୀ). Retrieved 16 May 2021.
  2. 1 2 Vadgama, Arpita. "TV actress Vimmy Bhatt to debut in Gujarati film - Times of India". The Times of India (in ଇଂରାଜୀ). Retrieved 16 May 2021.
  3. "Vimmy Bhatt - Gujarati film celebrities and their candid filming moments". The Times of India. Retrieved 16 May 2021.
  4. "Blink by Anthelion Films makes a global presence". www.mid-day.com (in ଇଂରାଜୀ). 12 May 2021. Retrieved 16 May 2021.
  5. "Beti - Official Trailer". timesofindia.indiatimes.com (in ଇଂରାଜୀ). Retrieved 16 May 2021.
  6. "Aasha- A hope for love | WFCN". WFCN – World Film Communities Network (in ଇଂରାଜୀ). Retrieved 16 May 2021.
  7. Prakashan, Priya (28 April 2014). "Love is never silent: Speechless, award-winning short film of The 48 Hour film Project". india.com (in ଇଂରାଜୀ). Retrieved 16 May 2021.
  8. Raval, Aditi (3 March 2015). "transmedia-awards". rjaditi.com. Archived from the original on 16 May 2021. Retrieved 16 May 2021.
  9. bhatt, vimmy. THE REVERSAL THOUGHT PROCESS.
  10. bhatt, vimmy. THE UNKNOWN LOVE. ISBN 978-1089836643.