ବିଟାହିଷ୍ଟାଇନ

ଉଇକିପିଡ଼ିଆ‌ରୁ

ବିଟାହିଷ୍ଟାଇନ, ଅନ୍ୟମାନଙ୍କ ମଧ୍ୟରେ ବିକ୍ରୟ ନାମ ସର୍କ (Serc) ଏକ ଔଷଧ ଯାହା ମୁଣ୍ଡବୁଲା ପାଇଁ ଏବଂ ମେନିୟର ରୋଗ ହେତୁ କାନନାଦ ରୋଗରେ ମଧ୍ୟ ବ୍ୟବହୃତ ହୁଏ । [୧] ଏହି ବ୍ୟବହାର ପାଇଁ ଦୁର୍ବଳ ପ୍ରମାଣ ମିଳିଛି। [୨] [୩] [୪] ଉନ୍ନତ ହେବାକୁ କିଛି ଦିନ ଲାଗିପାରେ । [୫] ଏହା ପାଟିରେ ଦିଆଯାଏ । [୬]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ଏବଂ ପେଟ ଅସ୍ୱାଭାବିକତା ହୋଇପାରେ । [୧] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୬] ବେଟାହିଷ୍ଟାଇନ୍ ହେଉଛି ଏକ ଏଚ୧ ହିଷ୍ଟାମିନ ଆଗୋନିଷ୍ଟ ଓ ଏଚ୩ ହିଷ୍ଟାମିନ ଆଣ୍ଟାଗୋନିଷ୍ଟ ।[୭] ଭିତର କାନରେ ରକ୍ତ ପ୍ରବାହର ଉନ୍ନତି କରି ଏହା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ । [୫]

୧୯୭୦ ଦଶକରେ ଡାକ୍ତରୀ ବ୍ୟବହାର ପାଇଁ ବିଟାହିଷ୍ଟାଇନ ଅନୁମୋଦିତ ହୋଇଥିଲା । [୭] ୧୯୭୦ ଦଶକରେ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଥିବାବେଳେ ଲାଭ ଅଭାବ ହେତୁ ଏହି ଅନୁମୋଦନ ହଟାଯାଇଥିଲା। [୮] ଏହା ଅନ୍ୟ ଦେଶମାନଙ୍କରେ ବ୍ୟବହାରରେ ରହିଥାଏ । [୮] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୧] ଯୁକ୍ତରାଜ୍ୟରେ 84 ମିଗ୍ରା ୧୬ ମିଗ୍ରାର ୮୪ ମାତ୍ରାର ଔଷଧ ପାଇଁ ୫ ପାଉଣ୍ଡରୁ କମ୍ ଖର୍ଚ୍ଚ ହୁଏ । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ BNF 79 : March 2020. London: Royal Pharmaceutical Society. 2020. p. 453. ISBN 9780857113658.
  2. Murdin, L; Hussain, K; Schilder, AG (21 June 2016). "Betahistine for symptoms of vertigo". The Cochrane database of systematic reviews (6): CD010696. doi:10.1002/14651858.CD010696.pub2. PMID 27327415.
  3. Wegner, I; Hall, DA; Smit, AL; McFerran, D; Stegeman, I (28 December 2018). "Betahistine for tinnitus". The Cochrane database of systematic reviews. 12: CD013093. doi:10.1002/14651858.CD013093.pub2. PMID 30908589.
  4. James, AL; Burton, MJ (2001). "Betahistine for Menière's disease or syndrome". The Cochrane database of systematic reviews (1): CD001873. doi:10.1002/14651858.CD001873. PMID 11279734.
  5. ୫.୦ ୫.୧ Adriana P. Tiziani (1 June 2013). Havard's Nursing Guide to Drugs. Elsevier Health Sciences. pp. 1063–. ISBN 978-0-7295-8162-2. Archived from the original on 28 August 2021. Retrieved 6 January 2018.
  6. ୬.୦ ୬.୧ ୬.୨ BNF 79 : March 2020. London: Royal Pharmaceutical Society. 2020. p. 453. ISBN 9780857113658.
  7. ୭.୦ ୭.୧ Babu, Seilesh; Schutt, Christopher A.; Bojrab, Dennis I. (2019). Diagnosis and Treatment of Vestibular Disorders (in ଇଂରାଜୀ). Springer. p. 192. ISBN 978-3-319-97858-1. Archived from the original on 2021-08-28. Retrieved 2020-10-07.
  8. ୮.୦ ୮.୧ Babu, Seilesh; Schutt, Christopher A.; Bojrab, Dennis I. (2019). Diagnosis and Treatment of Vestibular Disorders (in ଇଂରାଜୀ). Springer. p. 192. ISBN 978-3-319-97858-1. Archived from the original on 2021-08-28. Retrieved 2020-10-07.