ବିଜୁଳି (ବାମଣ୍ଡା)

ଉଇକିପିଡ଼ିଆ‌ରୁ

ବିଜୁଳି ୧୮୯୩ ମସିହାରେ ବାମଣ୍ଡାରୁ ପ୍ରକାଶିତ ଏକ ପତ୍ରିକା ଯାହାର କଟକରୁ ପ୍ରକାଶିତ ଇନ୍ଦ୍ରଧନୁ ସହିତ ଦୀର୍ଘ ବିବାଦ ଓଡ଼ିଆ ଇତିହାସର ଏକ ଆମୋଦକର ଅଧ୍ଯାୟ।


9 Jan 2023 — ଓଡ଼ିଆ ସାହିତ୍ୟରେ ଇନ୍ଦ୍ରଧନୁ ବିଜୁଳି କଳି ଦୀର୍ଘ ୪ ବର୍ଷ କାଳ ଲାଗି ରହିଥିଲା। ଓଡ଼ିଆ

ଇନ୍ଦ୍ରଧନୁ ପତ୍ରିକା 'ଇନ୍ଦ୍ରଧନୁ' ଓ 'ବିଜୁଳି' ଯଥାକ୍ରମେ ଉପେନ୍ଦ୍ରଭଞ୍ଜ ଓ ରାଧାନାଥ ରାୟଙ୍କର ଗୁଣଗାନ କରି ...


ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ରାୟ ଅନ୍ୟ ପଟରେ ତାଙ୍କ ବିରୋଧୀ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଆଁରେ ତାଙ୍କର ବିରୋଧ କରୁଥିଲେ ।ବାମଣ୍ଡାରାଜା ସୁଢଳଦେବ କବିବରଙ୍କର ସମର୍ଥକ ଥିଲେ ତେଣୁ ତାଙ୍କ ପ୍ରଚେଷ୍ଟାରେ ରାଜଧାନୀ ଦେବଗଡ଼ରୁ ପ୍ରକାଶ ପାଇଲା ବିଜୁଳି ପତ୍ରିକା । ବିଜୁଳି ପତ୍ରିକା ବିପକ୍ଷରେ ପ୍ରକାଶିତ ହେଲା ଇନ୍ଦ୍ରଧନୁ ପତ୍ରିକା । ଇନ୍ଦ୍ରଧନୁ ପତ୍ରିକାର ସମର୍ଥକଙ୍କ ମଧ୍ୟରେ ଥିଲେ ଗୋପାଳବଲ୍ଲଭ ଦାଶ, ଗୌରୀଶଙ୍କର ରାୟ, ରମାଶଂକର ରାୟ, ବନମାଳୀ ସିଂହ ଭଳି ବ୍ୟକ୍ତିତ୍ୱ........ ଇନ୍ଦ୍ରଧନୁବାଲା ତାଙ୍କ ପ୍ରତିପକ୍ଷଙ୍କୁ ବଙ୍ଗାଳି ସାହିତ୍ୟର ଓଡ଼ିଆକରଣ କରିବାର ଆରୋପ ଲଗାଉଥିଲା ବେଳେ ବିଜୁଳି ଦଳ ଇନ୍ଦ୍ରଧନୁବାଲାଙ୍କ କବିତା ଓ କାବ୍ୟକୁ ଡିକ୍ସନାରୀ ଓ ଅଶ୍ଳୀଳ ଆଖ୍ୟା ଦେଇ ମସୀଯୁଦ୍ଧ ଆରମ୍ଭ କରିଦେଇଥାନ୍ତି । ଗୋପବନ୍ଧୁ ଦାସ ପୁରୀ ଜିଲ୍ଲା ସ୍କୁଲରେ ପଢିଲା ଦିନୁଁ ଇନ୍ଦ୍ରଧନୁର ପକ୍ଷ ।

(ଶ୍ରୀ ନୀଳକଣ୍ଠ ଦାଶଙ୍କର ଆତ୍ମଜୀବନୀରୁ) [୧]

  1. ମନୋଜ, ଶିଶିର ସାହୁ (2017-10-09). "କନ୍ତିଓ କଥା: ★ବିଜୁଳି-ଇନ୍ଦ୍ରଧନୁ କଳି ଓ ଗୋପବନ୍ଧୁ ଦାସ★". କନ୍ତିଓ କଥା. Retrieved 2023-11-24.