ବାଳକୃଷ୍ଣ ମଲ୍ଲିକ

ଉଇକିପିଡ଼ିଆ‌ରୁ
(ବାଳକୃଷ୍ଣ ମଲିକରୁ ଲେଉଟି ଆସିଛି)
ବାଳକୃଷ୍ଣ ମଲ୍ଲିକ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୫
ପର ଅଧିକାରୀହିମାଂଶୁ ଶେଖର ପାଢ଼ୀ, ଅନିରୁଦ୍ଧ ଦୀପ
ନିର୍ବାଚନ ମଣ୍ଡଳୀଫୁଲବାଣୀ - ଉଦୟଗିରି
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୯୫୫
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ବୃତ୍ତିରାଜନୀତିଜ୍ଞ

ବାଳକୃଷ୍ଣ ମଲ୍ଲିକ (ମୃତ୍ୟୁ: ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଫୁଲବାଣୀ - ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବାଳକୃଷ୍ଣ ଓଡ଼ିଶା ରାଜନୀତିରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ବାଳକୃଷ୍ଣ ୧୯୫୫ ମସିହାରେ ମୃତ୍ୟୁବରଣ କରିଥିଲେ । ୪ ଅଗଷ୍ଟ ୧୯୫୫ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Balakrishna Mallick". odishaassembly.nic.in. Odisha Assembly. Retrieved 23 April 2021.