Jump to content

ଡୋନାଲ୍ଡ ଟ୍ରମ୍ପ

ଉଇକିପିଡ଼ିଆ‌ରୁ
Donald Trump
45th President of the United States
କାର୍ଯ୍ୟକାଳ
January 20, 2017  January 20,2021
Vice PresidentMike Pence
ପୂର୍ବ ଅଧିକାରୀBarack Obama
ପର ଅଧିକାରୀJoe Biden
ବ୍ୟକ୍ତିଗତ ସବିଶେଷ
ଜନ୍ମ
Donald John Trump

(1946-06-14) ୧୪ ଜୁନ ୧୯୪୬ (ବୟସ ୭୯)
New York City
ରାଜନୀତିକ ଦଳRepublican (1987–99, 2009–11, 2012–present)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜୀବନ ସାଥୀ
(m. ୧୯୭୭; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")
(m. ୧୯୯୩; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")
(m. ୨୦୦୫)
ସମ୍ପର୍କSee Family of Donald Trump
ସନ୍ତାନ
ଘରWhite House
ଶିକ୍ଷାନୁଷ୍ଠାନ
ବୃତ୍ତି
Net worth$4.5 billion
ସନ୍ତକDonald J Trump stylized autograph, in ink
ୱେବସାଇଟ

ଡୋନାଲ୍ଡ ଟ୍ରମ୍ପ ଯୁକ୍ତରାଷ୍ଟ୍ର ଆମେରିକାର ୪୫ତମ ରାଷ୍ଟ୍ରପତି ଭାବରେ ୨୦-୧-୨୦୧୭ରୁ ଚାରି ବର୍ଷ ନିମଂତେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଆମେରିକାର ରିପବ୍ଲିକାନ ରାଜନୈତିକ ଦଳ ତରଫରୁ ୨୦୧୬ ନଭେମ୍ବର ରାଷ୍ଟ୍ରପତି ନିର୍ବାଚନ ଲଢି ସେ ହରାଇଥିଲେ ଡେମୋକ୍ରାଟ ଦଳର ହିଲାରି କ୍ଲିଣ୍ଟନଙ୍କୁ । ଏହା ପରେ, ୨୦୨୪ ମସିହାରେ ଡୋନାଲ୍ଡ ଟ୍ରମ୍ପ କମଳା ହାରିସଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ ଏବଂ ସେହି ନିର୍ବାଚନରେ ବିଜୟୀ ହୋଇ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଥିଲେ। ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁଆରୀ ୨୦୨୫ ଠାରୁ ୪୭ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଛନ୍ତି ।[]

ଟ୍ରମ୍ପ ଅର୍ଗାନାଇଜେସନ୍‌ର ଚେୟାରମ୍ୟାନ୍‌ ହେଉଛନ୍ତି ଟ୍ରମ୍ପ । ୨୦୧୪ରେ ଯେଉଁ କମ୍ପାନିର ରାଜସ୍ୱ ଥିଲା 9.5 ୟୁଏସ୍‌ ବିଲିୟନ୍‌ ଡଲାର । ସେ ବର୍ତ୍ତମାନ 3.7 ବିଲିୟନ୍‌ ଡଲାର ମାଲିକ । ତାଙ୍କର ଟ୍ରମ୍ପ ଟାଓ୍ବାର ପେଣ୍ଟ ହାଉସ୍‌ର ମୂଲ୍ୟ ହେଉଛି ଶହେ ମିଳିୟନ୍‌ ଡଲାର । ଏହାଛଡ଼ା ତାଙ୍କର ରହିଛି ନ୍ୟୁୟର୍କରେ ଏକ ବିରାଟ ମ୍ୟାନସନ୍‌ । ଟ୍ରମ୍ପଙ୍କ ଗୋଲ୍ଡ ପ୍ଲେଟେଡ୍‌ ମୋଟର ସାଇକେଲ , ୩ଟି ସିକୋରିସ୍କାଏ ହେଲିକପ୍ଟର ଓ ଏକ ବୋଇଂ 757 ରହିଛି । ଏହା ବାଦ ତାଙ୍କ ପାଖରେ ରହିଛି ପ୍ରାୟ ୨୩ ମିଲିଅନ୍‌ ଡଲାରର ଜେଟ୍‌ ବିମାନ । ସେ ବର୍ତ୍ତମାନ ଆମେରିକାର ୧୧୩ତମ ଓ ବିଶ୍ୱର ୩୨୪ତମ ଧନୀ ବ୍ୟକ୍ତି ।[]

  1. "Donald Trump wins US election in historic comeback". BBC News (in ବ୍ରିଟିଶ୍‌ ଇଂରାଜୀ). Retrieved 2026-01-02.
  2. Bennett, Brian (2025-12-29). "3 Ways Trump's Wealth Has Soared Since He Returned to Offic". TIME (in ଇଂରାଜୀ). Retrieved 2026-01-02.