ବାପାତ୍ଲା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Bapatla
బాపట్ల
Bhavapatla, Bhavapuri
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାGuntur
MandalBapatla
Named forBhavanarayana Swamy
Government
 • MLAKona Raghupathi
Area
 • ସମୁଦାୟ17.92 km2 (6.92 sq mi)
Elevation6 m (20 ft)
Population
 (2011)[୧][୩]
 • Total୭୦,୭୭୭
 • Density3,900/km2 (10,000/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
522101
ଯାନବାହାନ ପଞ୍ଚୀକରଣAP 07
Lok Sabha constituencyBapatla (SC)
Assembly constituencyBapatla

ବାପାତ୍ଲା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ବାପାତ୍ଲା ୧୫.୯୦୪୪ ଉତ୍ତର ଅକ୍ଷାଂଶ ଓ ୮୦.୪୬୭୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୨ ଫୁଟ ଉଚ୍ଚତାରେ ରହିଛି ।[୪]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାପାତ୍ଲା ସହରର ମୋଟ ଜନସଂଖ୍ୟା ୬୮୧୦୩ ଅଟେ ।[୫] ସେଥି ମଧ୍ୟରୁ ୫୦.୮୭% ଜଣ ପରୁଷ ହୋଇଥିବା ବେଳେ ୪୯.୧୩% ଜଣ ନାରୀ ଅଟନ୍ତି । ବାପାତ୍ଲାର ସାକ୍ଷରତା ହାର ୫୨.୯୪% ଅଟେ । ଏହା ଜାତୀୟ ହାରଠାରୁ ୧୧.୯୦% ପ୍ରତିଶତ କମ ଅଟେ । ସେଥିରୁ ୨୯.୨୯% ପ୍ରତିଶତ ପୁରୁଷ ଓ ୨୩.୬୫% ନାରୀ ଅଟନ୍ତି । ୯.୫୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]

ଭାଷା[ସମ୍ପାଦନା]

ତେଲୁଗୁ ବାପାତ୍ଲାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "District Census Handbook - Guntur" (PDF). Census of India. pp. 14, 46. Retrieved 24 August 2015.
  2. "Elevation for Bapatla". Veloroutes. Retrieved 1 August 2014.
  3. "Census 2011" (pdf). The Registrar General & Census Commissioner, India. Retrieved 23 July 2014.
  4. "Directory of Cities, Towns, and Regions in India". Retrieved 27 September 2015.
  5. ୫.୦ ୫.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]