ବାପାତ୍ଲା
ଦେଖଣା
Bapatla
బాపట్ల Bhavapatla, Bhavapuri | |
---|---|
ଦେଶ | India |
ରାଜ୍ୟ | Andhra Pradesh |
ଜିଲ୍ଲା | Guntur |
Mandal | Bapatla |
Named for | Bhavanarayana Swamy |
Government | |
• MLA | Kona Raghupathi |
Area | |
• ସମୁଦାୟ | 17.92 km2 (6.92 sq mi) |
Elevation | 6 m (20 ft) |
Population | |
• Total | ୭୦,୭୭୭ |
• Density | 3,900/km2 (10,000/sq mi) |
ଭାଷା | |
• ସରକାରୀ | Telugu |
Time zone | UTC+5:30 (IST) |
PIN | 522101 |
ଯାନବାହାନ ପଞ୍ଚୀକରଣ | AP 07 |
Lok Sabha constituency | Bapatla (SC) |
Assembly constituency | Bapatla |
ବାପାତ୍ଲା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ବାପାତ୍ଲା ୧୫.୯୦୪୪ ଉତ୍ତର ଅକ୍ଷାଂଶ ଓ ୮୦.୪୬୭୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୨ ଫୁଟ ଉଚ୍ଚତାରେ ରହିଛି ।[୪]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାପାତ୍ଲା ସହରର ମୋଟ ଜନସଂଖ୍ୟା ୬୮୧୦୩ ଅଟେ ।[୫] ସେଥି ମଧ୍ୟରୁ ୫୦.୮୭% ଜଣ ପରୁଷ ହୋଇଥିବା ବେଳେ ୪୯.୧୩% ଜଣ ନାରୀ ଅଟନ୍ତି । ବାପାତ୍ଲାର ସାକ୍ଷରତା ହାର ୫୨.୯୪% ଅଟେ । ଏହା ଜାତୀୟ ହାରଠାରୁ ୧୧.୯୦% ପ୍ରତିଶତ କମ ଅଟେ । ସେଥିରୁ ୨୯.୨୯% ପ୍ରତିଶତ ପୁରୁଷ ଓ ୨୩.୬୫% ନାରୀ ଅଟନ୍ତି । ୯.୫୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]
ଭାଷା
[ସମ୍ପାଦନା]ତେଲୁଗୁ ବାପାତ୍ଲାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "District Census Handbook - Guntur" (PDF). Census of India. pp. 14, 46. Retrieved 24 August 2015.
- ↑ "Elevation for Bapatla". Veloroutes. Retrieved 1 August 2014.
- ↑ "Census 2011" (pdf). The Registrar General & Census Commissioner, India. Retrieved 23 July 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୫.୦ ୫.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.