ବାଙ୍କା, ବିହାର
ଦେଖଣା
(ବାଙ୍କା , ବିହାରରୁ ଲେଉଟି ଆସିଛି)
Banka | |
---|---|
City | |
Country | India |
State | Bihar |
Division | Bhagalpur |
District | Banka |
Elevation | 79 m (259 ft) |
Population (2001) | |
• Total | ୩୫,୪୧୬ |
Languages | |
Time zone | UTC+5:30 (IST) |
PIN | 813102 |
Telephone code | 91 6424 |
ଯାନବାହାନ ପଞ୍ଚୀକରଣ | BR-51 |
Sex ratio | 1.17 ♂/♀ |
Website | www |
ବାଙ୍କା ଭାରତୀୟ ରାଜ୍ୟ ବିହାରର ଏକ ମୁନିସିପାଲିଟି ସହର । ଏହା ବଙ୍କା ଜିଲ୍ଲାର ମୁଖ୍ୟାଳୟ । ବଙ୍କା କହିଲେ ବିହାରୀ ଭାଷାରେ ସାହସୀକୁ ବୁଝାଏ ।
ଜନସଂଖ୍ୟା
[ସମ୍ପାଦନା]2001 ମସିହା ଜନଗଣନା ନାସୁସାରେ ବାଙ୍କାର ଜନସଂଖ୍ୟା 35.416 ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା 54 % ଥିବା ବେଳେ ମହିଳା ସଂଖ୍ୟା 46 % ଥିଲା ।ଏଠାରେ ସାକ୍ଷ୍ୟରତା ହାର 55 % ଥିଲା ଯାହା ସେ ସମୟର ଜାତୀୟ ହାରଠାରୁ କମ ରହିଥିଲା । 6 ବର୍ଷରୁ କମ ଆବାଦୀ16 % ରହିଥିଲା ।
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- BankaNow - News Online Archived 2016-09-19 at the Wayback Machine.
- History of Banka Archived 2016-08-10 at the Wayback Machine.
- Banka News Archived 2010-05-27 at the Wayback Machine.
- Banka Information Portal Archived 2011-04-30 at the Wayback Machine.