ବାଙ୍କା, ବିହାର
ଦେଖଣା
Banka | |
|---|---|
City | |
| Country | |
| State | Bihar |
| Division | Bhagalpur |
| District | Banka |
| Elevation | 79 m (259 ft) |
| Population (2001) | |
| • Total | ୩୫,୪୧୬ |
| Languages | |
| Time zone | UTC+5:30 (IST) |
| PIN | 813102 |
| Telephone code | 91 6424 |
| ଯାନବାହାନ ପଞ୍ଚୀକରଣ | BR-51 |
| Sex ratio | 1.17 ♂/♀ |
| Website | www |
ବାଙ୍କା ଭାରତୀୟ ରାଜ୍ୟ ବିହାରର ଏକ ମୁନିସିପାଲିଟି ସହର । ଏହା ବଙ୍କା ଜିଲ୍ଲାର ମୁଖ୍ୟାଳୟ । ବଙ୍କା କହିଲେ ବିହାରୀ ଭାଷାରେ ସାହସୀକୁ ବୁଝାଏ ।
ଜନସଂଖ୍ୟା
[ସମ୍ପାଦନା]2001 ମସିହା ଜନଗଣନା ନାସୁସାରେ ବାଙ୍କାର ଜନସଂଖ୍ୟା 35.416 ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା 54 % ଥିବା ବେଳେ ମହିଳା ସଂଖ୍ୟା 46 % ଥିଲା ।ଏଠାରେ ସାକ୍ଷ୍ୟରତା ହାର 55 % ଥିଲା ଯାହା ସେ ସମୟର ଜାତୀୟ ହାରଠାରୁ କମ ରହିଥିଲା । 6 ବର୍ଷରୁ କମ ଆବାଦୀ16 % ରହିଥିଲା ।
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- BankaNow - News Online Archived 2016-09-19 at the Wayback Machine.
- History of Banka Archived 2016-08-10 at the Wayback Machine.
- Banka News Archived 2010-05-27 at the Wayback Machine.
- Banka Information Portal Archived 2011-04-30 at the Wayback Machine.