ବାଇଗଣ ଭରତା

ଉଇକିପିଡ଼ିଆ ରୁ
Jump to navigation Jump to search
ବାଇଗଣ ଭରତା
Baigan ( Brinjal ) Bharta.jpg
ସମ୍ବନ୍ଧିତ ଜାତୀୟ ଖାଦ୍ୟBangladesh, India, Pakistan
ମୁଖ୍ୟ ଉପାଦାନEggplant, with onions, tomatoes and spices
Cookbook: ବାଇଗଣ ଭରତା at Wikibooks 

ବାଇଗଣ ଭରତା ଏକ ଭାରତୀୟ ଖାଦ୍ୟ ଅଟେ। ଏହା ଏକ ନିରାମିଷ ଖାଦ୍ୟ ଅଟେ । ଏହାର ମୂଳସ୍ଥାନ ପଞ୍ଜାବ ଅଟେ । ବାଇଗଣକୁ ନିଆଁରେ ପୋଡି ସାରିବା ପରେ ଚୋପା ଛଡାଇ ବାଇଗଣକୁ ଚକଟା ଯାଏ। ସେଥିରେ ସୋରିଷ ତେଲ, କଟା ପିଆଜ,କଟା ଟମାଟୋ,ଲଙ୍କା ଏବଂ ବିଭିନ୍ନ ମସଲା ପକାଇ ବାଇଗଣ ଭରତା ପ୍ରସ୍ତୁତ କରଯାଏ ।[୧]

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Jaffrey, M. – World of the East Vegetarian Cooking – Knopf (1983) ISBN 0-394-40271-5

External links[ସମ୍ପାଦନା]