ବାଇଗଣ ଭରତା
![]() | |
ସମ୍ବନ୍ଧିତ ଜାତୀୟ ଖାଦ୍ୟ | Bangladesh, India, Pakistan |
---|---|
ମୁଖ୍ୟ ଉପାଦାନ | Eggplant, with onions, tomatoes and spices |
|
ବାଇଗଣ ଭରତା ଏକ ଭାରତୀୟ ଖାଦ୍ୟ ଅଟେ। ଏହା ଏକ ନିରାମିଷ ଖାଦ୍ୟ ଅଟେ । ଏହାର ମୂଳସ୍ଥାନ ପଞ୍ଜାବ ଅଟେ । ବାଇଗଣକୁ ନିଆଁରେ ପୋଡ଼ି ସାରିବା ପରେ ଚୋପା ଛଡ଼ାଇ ବାଇଗଣକୁ ଚକଟା ଯାଏ। ସେଥିରେ ସୋରିଷ ତେଲ, କଟା ପିଆଜ,କଟା ଟମାଟୋ,ଲଙ୍କା ଏବଂ ବିଭିନ୍ନ ମସଲା ପକାଇ ବାଇଗଣ ଭରତା ପ୍ରସ୍ତୁତ କରଯାଏ ।[୧]
ଗ୍ୟାଲେରି[ସମ୍ପାଦନା]
Litti chokha, litti with baigan bharta, a North Indian dish
Baigan bharta made in Nagpur, Maharashtra
Akki rotti with eṇṇegāyi, a Karnataka dish
ଆଧାର[ସମ୍ପାଦନା]
- ↑ Jaffrey, M. – World of the East Vegetarian Cooking – Knopf (1983) ISBN 0-394-40271-5