ବନ୍ଧନ

ଉଇକିପିଡ଼ିଆ ରୁ
Jump to navigation Jump to search


ବନ୍ଧନ ବାନ୍ଧିହେବାର ଅବସ୍ଥାକୁ ବୁଝାଇଥାଏ । ମାନବିକ ଅଥବା ଜୀବ ମାନଙ୍କର ମାନସିକ ଭାବରେ ଏକାଠି ରହିବାର ଚିନ୍ତାଧାରାକୁ ବନ୍ଧନ କୁହାଯାଏ । ସଂସାରର ସୁଖ, ଦୁଃଖ ଓ କର୍ମଜଞ୍ଜାଳ ସହ ଯୋଡ଼ିହୋଇ ରହିବାକୁ ମଧ୍ୟ ସାଂସାରିକ ବନ୍ଧନ ବୋଲି କୁହାଯାଇଥାଏ ।

ଶବ୍ଦ ବ୍ୟବହାର[ସମ୍ପାଦନା]

ଆଧାର[ସମ୍ପାଦନା]