ବଞ୍ଜର , ଭାରତ
ଦେଖଣା
ବଞ୍ଜର
ଭଗବାନଙ୍କ ଉପତ୍ୟକା tirthan valley | |
---|---|
Country | India |
State | Himachal Pradesh |
District | Kullu |
Government | |
• Type | congress |
Elevation | 1,356 m (4,449 ft) |
Population (2001) | |
• Total | ୧,୨୬୨ |
Official | |
Time zone | UTC+5:30 (IST) |
PIN | 175123 |
Telephone code | 01903 |
ଯାନବାହାନ ପଞ୍ଚୀକରଣ | HP-49 |
ବଞ୍ଜର78, ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର କୁଲ୍ଲୂ ଜିଲ୍ଲାର ଏକ ସହର । ଏହାକୁ " ଭଗବାନଙ୍କ ଉପତ୍ୟକା " ବୋଲି କୁହାଯାଏ । ତୀର୍ଥନ ଉପତ୍ୟକା ଏହି ଅଞ୍ଚଳରେ ଅବସ୍ଥିତ ।
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ଏହାର ଭୌଗୋଳିକ ଅବସ୍ଥିତି 31.63°N 77.35°E [୧]ଠାରେ । ଏହା ସମୁଦ୍ର ପତ୍ତନଠାରୁ 1356 ମିଟର ଉପରେ ରହିଛି ।
ଜନସଂଖ୍ୟା
[ସମ୍ପାଦନା]2001 ମସିହା ଜନଗଣନା[୨] ଅନୁସାରେ ଏଠି ସହରର ଜନସଂଖ୍ୟା 1262 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 55% ହେଇଥିବା ବେଳେ ମହିଳାଙ୍କ ସଂଖ୍ୟା 45%ଥିଲା । 6 ବର୍ଷରୁ କମ ସଂଖ୍ୟା 8% ଥିଲା । ଏଠାରେ ସାକ୍ଷ୍ୟରତା ହାର 84% ଥିଲା , ଯାହା ଜାତୀୟ ସାକ୍ଷ୍ୟରତା ହାରଠାରୁ ଅଧିକ ଥିଲା । ପୁରୁଷଙ୍କ ମଧ୍ୟରେ ସାକ୍ଷ୍ୟରତା ହାର89 % ହେଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ତାହା 78% ଥିଲା ।
ଆଧାର
[ସମ୍ପାଦନା]- ↑ Falling Rain Genomics, Inc - Banjar
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.