ଫ୍ୟାଟ ଏମ୍ବୋଲିଜ୍ମ ସିଣ୍ଡ୍ରୋମ
Fat embolism syndrome | |
---|---|
Fat embolism | |
ବିଭାଗ | Orthopedics |
ଲକ୍ଷଣ | Petechial rash, decreased level of consciousness, shortness of breath[୧] |
ଆକ୍ରାନ୍ତ ସମୟ | Within 24 hours[୧] |
କାରଣ | Bone fracture, pancreatitis, bone marrow transplant, liposuction[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms[୩] |
ସଠିକ ରୋଗ ନିର୍ଣ୍ଣୟ | Pulmonary embolism, pneumonia[୩] |
ପ୍ରତିକାର | Early stabilization of long bone fractures |
ଚିକିତ୍ସା | Supportive care[୪] |
Prognosis | 10% risk of death[୩] |
ପୁନଃପୌନିକ | Rare[୪] |
ଫ୍ୟାଟ ଏମ୍ବୋଲିଜ୍ମ ସିଣ୍ଡ୍ରୋମ ହୋଇଥିବା କୁହାଯାଏ ଯେତେବେଳେ ରକ୍ତ ସ୍ରୋତରେ ଚର୍ବି ପ୍ରବେଶ କରି ଲକ୍ଷଣ ଦର୍ଶାଏ ।[୫] ଗୋଟିଏ ଦିନ ମଧ୍ୟରେ ଲକ୍ଷଣ ଆରମ୍ଭ ହୁଏ | [୧] ଏଥିରେ ପେଟେକିଆ ରାସ ହୋଇପାରେ, ଚେତନା ସ୍ତରର ହ୍ରାସ ଏବଂ ଅଣନିଶ୍ୱାସ ଅନ୍ତର୍ଭୁକ୍ତ ହୋଇପାରେ | [୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର ଏବଂ ପରିସ୍ରା ହ୍ରାସ ହୋଇପାରେ | [୬] ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୧୦% ଅଟେ। [୩]
ଫ୍ୟାଟ ଏମ୍ବୋଲିଜ୍ମ ସାଧାରଣତଃ ଫିମର କିମ୍ବା ପେଲଭିସ ପରି ବଡ଼ ହାଡ଼ ଭଙ୍ଗା ପରେ ହୋଇଥାଏ | [୭] [୫] ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ମଧ୍ୟରେ ଅଗ୍ନାଶୟ ପ୍ରଦାହ, ଅର୍ଥୋପେଡିକ ଅପରେଶନ, ଅସ୍ଥିମଜ୍ଜା ପ୍ରତିରୋପଣ ବା ଲାଇପୋସକସନ ନାମ ଉଲ୍ଲେଖନୀୟ । [୨] [୬] ଅନ୍ତର୍ନିହିତ ପ୍ରଣାଳୀରେ ବ୍ୟାପକ ପ୍ରଦାହ ଜଡିତ ଥାଏ | ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ କରାଯାଏ [୨] [୩]
ଏହି ରୋଗ ନିମନ୍ତେ ପ୍ରାୟ ସାହାଯ୍ୟକାରୀ ଚିକିତ୍ସା ଯଥେଷ୍ଟ ହୁଏ | [୮] ଏଥିରେ ଅମ୍ଳଜାନ ଚିକିତ୍ସା, ଶିରାଭ୍ୟନ୍ତର ତରଳ ପଦାର୍ଥ, ଆଲବୁମିନ ଓ ଯାନ୍ତ୍ରିକ ଭେଣ୍ଟିଲାସନ ଆବଶ୍ୟକ ହୁଏ । [୬] ଅସ୍ଥି ଭଙ୍ଗା ପରେ ସାଧାରଣତଃ ରକ୍ତରେ ଅଳ୍ପ ପରିମାଣର ଚର୍ବି ଦେଖାଯାଏ,[୭] କିନ୍ତୁ ଫ୍ୟାଟ ଏମ୍ବୋଲିଜ୍ମ ସିଣ୍ଡ୍ରୋମ କ୍ୱଚିତ ହୁଏ ।[୪] ଏହି ଅବସ୍ଥା ପ୍ରଥମେ ୧୮୬୨ ମସିହାରେ ଜେନକର ନିର୍ଣ୍ଣୟ କରିଥିଲେ । [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Akhtar, S (September 2009). "Fat embolism". Anesthesiology Clinics. 27 (3): 533–50, table of contents. doi:10.1016/j.anclin.2009.07.018. PMID 19825491.
- ↑ ୨.୦ ୨.୧ ୨.୨ Adeyinka, A; Pierre, L (2020). "Fat Embolism". StatPearls. PMID 29763060.
- ↑ ୩.୦ ୩.୧ ୩.୨ ୩.୩ ୩.୪ Laurence, Knott (19 February 2014). "Fat embolism syndrome". patient.info. Retrieved 14 March 2018.
- ↑ ୪.୦ ୪.୧ ୪.୨ Fukumoto, LE; Fukumoto, KD (September 2018). "Fat Embolism Syndrome". The Nursing Clinics of North America. 53 (3): 335–347. doi:10.1016/j.cnur.2018.04.003. PMID 30100000.
- ↑ ୫.୦ ୫.୧ ୫.୨ Akhtar, S (September 2009). "Fat embolism". Anesthesiology Clinics. 27 (3): 533–50, table of contents. doi:10.1016/j.anclin.2009.07.018. PMID 19825491.
- ↑ ୬.୦ ୬.୧ ୬.୨ Laurence, Knott (19 February 2014). "Fat embolism syndrome". patient.info. Retrieved 14 March 2018.
- ↑ ୭.୦ ୭.୧ Adeyinka, A; Pierre, L (2020). "Fat Embolism". StatPearls. PMID 29763060.
- ↑ Fukumoto, LE; Fukumoto, KD (September 2018). "Fat Embolism Syndrome". The Nursing Clinics of North America. 53 (3): 335–347. doi:10.1016/j.cnur.2018.04.003. PMID 30100000.